ଜ୍ୟାକି ଶ୍ରଫ୍
ଜୟ କ୍ରିଷ୍ଣ କାକୁଭାଇ ଜ୍ୟାକି ଶ୍ରଫ୍ (ଜନ୍ମ ୧ ଫେବୃଆରୀ ୧୯୫୭) ଜଣେ ଭାରତୀୟ ଅଭିନେତା । ସେ ବିଗତ ୪ ଦଶନ୍ଧି ଧରି ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଆସୁଛନ୍ତି ଓ ୧୧ଟି ଭାଷାରେ ୨୨୦ଟି ଚଳଚ୍ଚିତ୍ର କରିଛନ୍ତି, (ହିନ୍ଦୀ, କୋଙ୍କଣୀ, କନ୍ଣଡ, ମରାଠୀ, ଓଡ଼ିଆ, ପଞ୍ଜାବୀ, ବଙ୍ଗଳା, ମାଲାୟାଲମ, ତାମିଲ, ତେଲୁଗୁ, ଭୋଜପୁରୀ ଓ ଗୁଜରାଟୀ)
ଜ୍ୟାକି ଶ୍ରଫ୍ | |
---|---|
ଜନ୍ମ | ଜୟ କ୍ରିଷ୍ଣ କାକୁଭାଇ ଶ୍ରଫ୍ ୧ ଫେବୃଆରୀ ୧୯୫୭ |
ଜାତୀୟତା | ଭାରତୀୟ |
ଅନ୍ୟ ନାମ | ଜ୍ୟାକି ଶ୍ରଫ୍ ଜଗ୍ଗୁ ଦାଦା |
ବୃତ୍ତି(ସମୂହ) | ମଡ଼େଲ୍, ଅଭିନେତା, ଚଳଚ୍ଚିତ୍ର ପ୍ରଯୋଜକ |
ସକ୍ରିୟ ବର୍ଷ | ୧୯୭୮-ବର୍ତ୍ତମାନ |
ପ୍ରସିଦ୍ଧି | ହିରୋ ଯୁଦ୍ଧ କର୍ମ |
ବୈବାହିକ-ସାଥୀ | |
ସନ୍ତାନ | ଟାଇଗର ଶ୍ରଫ୍ କ୍ରିଷ୍ଣା ଶ୍ରଫ୍ |
ୱେବସାଇଟ | www |
ଆଧାର
ସମ୍ପାଦନାବାହାର ଲିଙ୍କ
ସମ୍ପାଦନାଇଣ୍ଟରନେଟ ମୁଭି ଡାଟାବେସରେ ଜ୍ୟାକି ଶ୍ରଫ୍