ବିଶ୍ୱନାଥ (ଓଡ଼ିଆ କଥାଚିତ୍ର)

୨୦୨୨ ଓଡ଼ିଆ କଥାଚିତ୍ର

ବିଶ୍ୱନାଥ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଡିଣ୍ଡୁ ଶଙ୍କର ଗୌଡ଼ । କେ. ମୂରଲୀ କ୍ରିଷ୍ଣା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ରଜନୀ ରଞ୍ଜନ ଏହାର ସଂଳାପ ରଚନା କରିଥିଲେ ।[୨] ବବିଲି କିରଣ ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ ।[୩] ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ବିଶ୍ୱନାଥ
ନିର୍ଦ୍ଦେଶକବବିଲି କିରଣ
ପ୍ରଯୋଜକଡିଣ୍ଡୁ ଶଙ୍କର ଗୌଡ଼
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟକେ. ମୂରଲୀ କ୍ରିଷ୍ଣା
କାହାଣୀବବିଲି କିରଣ
କଳାକାରସମ୍ବିତ ଆଚାର୍ଯ୍ୟ
ସମ୍ଭାବନା ମହାନ୍ତି
ମିହିର ଦାସ
ପୃଥ୍ୱୀରାଜ ନାୟକ
ରାଇମୋହନ
ଅପରାଜିତା ମହାନ୍ତି
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଚନ୍ଦ୍ର କିରଣ
ସମ୍ପାଦକକିଶୋର
କଥାଚିତ୍ରର ସମୟ
୧୨ ଜୁନ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ, ସମ୍ଭାବନା ମହାନ୍ତି ଓ ସଙ୍ଗୀତା ।[୪][୫] ମିହିର ଦାସ, ପୃଥ୍ୱୀରାଜ ନାୟକ, ରାଇମୋହନ, ଅନନ୍ୟା ମିଶ୍ର, ମାନସୀ ମିଶ୍ର, ସଲିଲ ମିତ୍ର, ପିଣ୍ଟୁ ନନ୍ଦ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୧୮ ମସିହାରେ ମୁକ୍ତିଲାଭ କରିବାର ଥିଲା, ମାତ୍ର କିଛି ଏବଂ କରୋନା ପାଇଁ ୨୦୨୨ ମସିହାର ଜୁନ ୧୨ ତାରିଖରେ ମୁକ୍ତିଲାଭ କରିଥିଲା ।[୩]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର[୭] ନିର୍ମଳ ନାୟକବସନ୍ତରାଜ ସାମଲ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଏହି ଋତୁରାଜ ମହାନ୍ତି, ସ୍ୱୟମ ପାଢ଼ୀ, ରାଜନନ୍ଦିନୀ ପଣ୍ଡା, ହ୍ୟୁମାନ ସାଗର, ସୋହିନୀ ମିଶ୍ର, ରୋଜାଲିନ ସାହୁ, ଜାଗୃତି ମିଶ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]

ଗୀତ ସମ୍ପାଦନା

କ୍ରମଗୀତକବିଗାୟକସମୟ
1."ବିଶ୍ୱନାଥ"ନିର୍ମଳ ନାୟକଋତୁରାଜ ମହାନ୍ତି୦୫:୨୨
2."ତୋ ପାଖରେ ଜନ୍ନତ ମୋର"ନିର୍ମଳ ନାୟକସ୍ୱୟମ ପାଢ଼ୀ, ରାଜନନ୍ଦିନୀ ପଣ୍ଡା୦୪:୩୧
3."ଜୀବନଟା ଲାଗେ"ନିର୍ମଳ ନାୟକହ୍ୟୁମାନ ସାଗର, ସୋହିନୀ ମିଶ୍ର୦୪:୦୫
4."ଖାଣ୍ଟି ଓଡ଼ିଆ ବାଜା"ନିର୍ମଳ ନାୟକରୋଜାଲିନ ସାହୁ୦୪:୩୪
5."ଓରେ ଘୋଘୋରେ"ବାପୁ ଗୋସ୍ୱାମୀହ୍ୟୁମାନ ସାଗର, ଜାଗୃତି ମିଶ୍ର୦୪:୧୨

ଆଧାର ସମ୍ପାଦନା

  1. "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
  2. ୨.୦ ୨.୧ "ରଜରେ ରିଲିଜ ଓଡ଼ିଆ ସିନେମା ବିଶ୍ୱନାଥ". ETV Bharat News. ଭୁବନେଶ୍ୱର. 13 June 2022. Archived from the original on 13 June 2022. Retrieved 13 June 2022.
  3. ୩.୦ ୩.୧ ୩.୨ "'Biswanath-Born to love', an Odia film made with Hyderabadi masala: Director". KalingaTV (in English). Bhubaneswar. 8 March 2022. Archived from the original on 13 June 2022. Retrieved 13 June 2022.{{cite news}}: CS1 maint: unrecognized language (link)
  4. "ଏହି ସିନେମାରେ ଦୁଇଜଣ ନାୟିକାଙ୍କ ସହ ରୋମାନ୍ସ କରିବେ ସମ୍ଭିତ୍‌ | Sambad". ସମ୍ବାଦ. sambad.in. 11 February 2018. Archived from the original on 13 June 2022. Retrieved 13 June 2022.
  5. "ପାଞ୍ଚ ବର୍ଷପରେ ଓଲିଉଡକୁ ଫେରିଲେ ଏହି ନାୟିକା | Sambad". ସମ୍ବାଦ. ମୁମ୍ବାଇ: sambad.in. 6 February 2018. Archived from the original on 13 June 2022. Retrieved 13 June 2022.
  6. "ଏହି ଦୁଇ ଲୋକପ୍ରିୟ ନାୟକଙ୍କ ମଧ୍ୟରୁ କାହାର ଅଧିକସଂଖ୍ୟକ ଓଡ଼ିଆ ସିନେମା ମୁକ୍ତିଲାଭ କରିବ ଏବର୍ଷ? | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 5 January 2020. Archived from the original on 16 December 2021. Retrieved 16 December 2021. {{cite news}}: |archive-date= / |archive-url= timestamp mismatch; 29 ଅକ୍ଟୋବର 2020 suggested (help)
  7. "Audio release of new Odia film Biswanath -' Born to love'". Prameya News (in English). Bhubaneswar. 17 May 2022. Archived from the original on 13 June 2022. Retrieved 13 June 2022.{{cite news}}: CS1 maint: unrecognized language (link)

ବାହାର ଆଧାର ସମ୍ପାଦନା