ବିଧିର ବିଧାନ
୧୯୮୯ର ଓଡ଼ିଆ କଥାଚିତ୍ର
ବିଧିର ବିଧାନ, ୧୯୮୯ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରାଜ କୁମାର । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ମହମ୍ମଦ ମହସୀନ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ବିଧିର ବିଧାନ | |
---|---|
ନିର୍ଦ୍ଦେଶକ | ମହମ୍ମଦ ମହସୀନ |
ପ୍ରଯୋଜକ | ରାଜ କୁମାର |
ସଂଳାପ | ସୁବୋଧ ପଟ୍ଟନାୟକ |
ଚିତ୍ରନାଟ୍ୟ | ମହମ୍ମଦ ମହସୀନ |
କାହାଣୀ | ମହମ୍ମଦ ମହସୀନ |
କଳାକାର | ଉତ୍ତମ ମହାନ୍ତି ଅପରାଜିତା ମହାନ୍ତି ଦେବୁ ବୋଷ ବିଜୟ ମହାନ୍ତି ମହମ୍ମଦ ମହସୀନ ଜୟୀରାମ ସାମଲ |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ଚିତ୍ରଗ୍ରହଣ | ଦିଲ୍ଲୀପ ରାୟ |
ସମ୍ପାଦକ | ମୁକ୍ତାର ଅହମ୍ମଦ |
ମୁକ୍ତିଲାଭ ତାରିଖ | ୧୯୮୯ |
କଥାଚିତ୍ରର ସମୟ | ୧୫୮ ମିନିଟ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ଦେବୁ ବୋଷ, ବିଜୟ ମହାନ୍ତି, ମହମ୍ମଦ ମହସୀନ, ଜୟୀରାମ ସାମଲ, ତାପସ ପାଲ୍, ଅରୁଣ ଗୋଭିଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନା- ଉତ୍ତମ ମହାନ୍ତି
- ଅପରାଜିତା ମହାନ୍ତି
- ଦେବୁ ବୋଷ[୧]
- ବିଜୟ ମହାନ୍ତି
- ମହମ୍ମଦ ମହସୀନ
- ଜୟୀରାମ ସାମଲ
- ସଙ୍ଗୀତା ଦାଶ[୨]
- ତାପସ ପାଲ୍
- ଅରୁଣ ଗୋଭିଲ
ଗୀତ ଏବଂ ସଙ୍ଗୀତ
ସମ୍ପାଦନାଅକ୍ଷୟ ମହାନ୍ତି ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|
ଆଧାର
ସମ୍ପାଦନା- ↑ "୭୫ ବର୍ଷ ବୟସରେ ଅଭିନେତା ଦେବୁ ବୋଷଙ୍କ ପରଲୋକ | Kanak News". Kanak News. 23 August 2018. Archived from the original on 27 August 2018. Retrieved 4 September 2018.
- ↑ "Sangeeta Dash". www.sangeetnatak.gov.in. ସଙ୍ଗୀତ ନାଟକ ଏକାଡ଼େମୀ. Archived from the original on 25 February 2021. Retrieved 25 February 2021.
{{cite web}}
:|archive-date=
/|archive-url=
timestamp mismatch; 13 ଅଗଷ୍ଟ 2020 suggested (help)
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ବିଧିର ବିଧାନ