ବାଏ ବାଏ ଦୁବାଇ

୨୦୧୬ର ଓଡ଼ିଆ କଥାଚିତ୍ର

ବାଏ ବାଏ ଦୁବାଇ, ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରର ପ୍ରଯୋଜକ ଥିଲେ ଅକ୍ଷୟ କୁମାର ପରିଜା । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୧] ଏହାର ନିର୍ଦ୍ଦେଶନା ଦେଇଥିଲେ ବସନ୍ତ ସାହୁ[୨] ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ ।

ବାଏ ବାଏ ଦୁବାଇ
ନିର୍ଦ୍ଦେଶକବସନ୍ତ ସାହୁ
ପ୍ରଯୋଜକଅକ୍ଷୟ କୁମାର ପରିଜା
ସଂଳାପରଜନୀ ରଞ୍ଜନ
କଳାକାରସବ୍ୟସାଚୀ ମିଶ୍ର
ଅର୍ଚ୍ଚିତା ସାହୁ
ବୁଦ୍ଧାଦିତ୍ୟ ମହାନ୍ତି
ପପୁ ପମ ପମ
ବିଜୟ ମହାନ୍ତି
ଅନିତା ଦାସ
ପୁଷ୍ପା ପଣ୍ଡା
ସଙ୍ଗୀତବିକାଶ ଦାସ
ରଜନୀ ରଞ୍ଜନ
ମୁକ୍ତିଲାଭ ତାରିଖ
୨ ସେପ୍ଟେମ୍ବର ୨୦୧୬
ଦେଶ ଭାରତ
ଭାଷାଓଡ଼ିଆ

ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ ଏଥିରେ ମୁଖ୍ୟଭୂମିକାରେ ଥିବା ବେଳେ ବୁଦ୍ଧାଦିତ୍ୟ ମହାନ୍ତି, ପପୁ ପମ ପମ ମଧ୍ୟ ଅଭିନୟ କରିଛନ୍ତି । ୨୦୧୬ ମସିହାର ଗଣେଶ ପୂଜା ଅବସରରେ ସେପ୍ଟେମ୍ବର ୨ରେ ମୁକ୍ତିଲାଭ କରିଥିଲା ଚଳଚ୍ଚିତ୍ରଟି ।[୩]

କାହାଣୀ ସମ୍ପାଦନା

ନାୟକ ନାୟିକା ଦୁହେଁ ଦୁବାଇ ଯାଇ ସେଠାରେ କିଛି ପରିସ୍ଥିତିର ସାମ୍ନା କରି କୌଶଳକ୍ରମେ ଫେରି ଆସିଛନ୍ତି ନିଜ ଜନ୍ମମାଟିକୁ । ଏହିଭଳି ଏକ କାହାଣୀକୁ ନେଇ ତିଆରି ହୋଇଛି ଏହି ଚଳଚ୍ଚିତ୍ରଟି ।[୩][୪]

ଅଭିନୟ ସମ୍ପାଦନା

ବାଏ ବାଏ ଦୁବାଇ ଚଳଚ୍ଚିତ୍ରେ ଅଭିନୟ କରିଥିବା କଳାକାର ବୃନ୍ଦ ହେଲେ[୩] :

ଗୀତ ଓ ସଂଗୀତ ସମ୍ପାଦନା

ଚଳଚ୍ଚିତ୍ରଟିର ଗୀତଗୁଡ଼ିକର ସ୍ୱର ସଂଯୋଜନା ଦାୟିତ୍ୱରେ ଅଛନ୍ତି ବିକାଶ ଦାସ[୭] ଡ. ରଜନୀ ରଞ୍ଜନ ମଧ୍ୟ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ।[୮] ପମି, ତପୁ ମିଶ୍ର, ବିଭୁ କିଶୋର ଓ ମାନସ ପ୍ରିତମ ପ୍ରମୁଖ ଗୀତଗୁଡ଼ିକରେ କଣ୍ଠଦାନ କରିଥିଲେ ।

ଗୀତ ରଚନା କଣ୍ଠଦାନ
ଅଜଣା ଏଇ ସ‌ହର ସଞ୍ଜୟ ମହାକୁଡ଼ ମାନସ ପ୍ରିତମ ଏବଂ ତପୁ ମିଶ୍ର [୯]
ବାଜିଲାଣି ୧୨.୨୦ ପମି ଏବଂ ମାନସ ପ୍ରିତମ
ତୋର ମୋର ଯୋଡ଼ି ଆଜି ପମି, ବିଭୁ କିଶୋର
ତୁ ଟିକେ ଦେଲୁ ଚାହିଁ ତପୁ ମିଶ୍ର, ଅରବିନ୍ଦ
ଆ କ‌ହିଲେ ଆସିଲି ତପୁ ମିଶ୍ର, ମାନସ ପ୍ରିତମ

ମୁକ୍ତିଲାଭ ସମ୍ପାଦନା

ଏହି ଚଳଚ୍ଚିତ୍ରଟି ୨୦୧୬ ମସିହା ସେପ୍ଟେମ୍ବର ୨ ତାରିଖରେ ଗଣେଶ ପୂଜା ସମୟରେ ମୁକ୍ତିଲାଭ କରିଥିଲା ।[୧୦]

ଆଧାର ସମ୍ପାଦନା

  1. "ରଜନୀଙ୍କ ଶତକୀୟ ପାଳି". ସମ୍ବାଦ. No. ରବିବାର. 24 September 2023. p. 8. Archived from the original on 28 September 2023. Retrieved 28 September 2023.
  2. "ଏହି ବରିଷ୍ଠ ନିର୍ଦ୍ଦେଶକଙ୍କ ସହ ଏଯାଏ କାମ କରିନାହାନ୍ତି ଅମ୍ଳାନ". ସମ୍ବାଦ. ଭୁବନେଶ୍ୱର: sambad.in. 5 June 2022. Archived from the original on 5 June 2022. Retrieved 5 June 2022.
  3. ୩.୦ ୩.୧ ୩.୨ "ଦୁବାଇ ଅନୁଭୂତି". ସମାଜ (in ଓଡ଼ିଆ). ଭୁବନେଶ୍ୱର. 3 July 2017. p. 8. Archived from the original on 3 July 2017. Retrieved 23 July 2016.{{cite news}}: CS1 maint: unrecognized language (link)
  4. "Bye Bye Dubai Shooting at Mid-East". ENews ଓଡ଼ିଆ. Retrieved 23 July 2016.
  5. "ବିନା ରାଜନୀତିରେ ଭଲ କାମ କରିବାକୁ ଚାହେଁ". ଧରିତ୍ରୀ (in Odia). ଓଡ଼ିଶା. 18 October 2018. p. 8. Archived from the original on 23 January 2019. Retrieved 23 October 2018.{{cite news}}: CS1 maint: unrecognized language (link)
  6. "ଓଲିଉଡକୁ ଫେରିଲେ ଏହି ଲୋକପ୍ରିୟ ନାୟକ | Sambad". Sambad (in Odia). ଓଡ଼ିଶା. 16 September 2018. Archived from the original on 18 September 2018. Retrieved 17 September 2018.{{cite news}}: CS1 maint: unrecognized language (link)
  7. "Historical High Budget Odia Movie Bye Bye Dubai". ENewsଓଡ଼ିଆ. Retrieved 23 July 2016.
  8. "ବାଏ ବାଏ ଦୁବାଇର ମ୍ୟୁଜିକ୍ ରିଲିଜ୍". Odisha Live. 8 August 2016. Retrieved 2 September 2016.[permanent dead link]
  9. "Bye Bye Dubai Odia Film all Original Songs,HD Mp4 Video,Wallpaper Free Download". odiasantabanta.in. Archived from the original on 13 July 2016. Retrieved 23 July 2016.
  10. "ପରଦାକୁ ଆସିଲା 'ବାଏ ବାଏ ଦୁବାଇ'". Odisha Reporter. 2 September 2016. Retrieved 2 September 2016.

ବାହାର ଆଧାର ସମ୍ପାଦନା