ମହମ୍ମଦ ମୁଜାଫର ହୁସେନ ଖାନ

ଓଡ଼ିଆ ରାଜନୀତିଜ୍ଞ

ମହମ୍ମଦ ମୁଜାଫର ହୁସେନ ଖାନ (୧ ଅପ୍ରେଲ ୧୯୪୬ – ୨୧ ଡିସେମ୍ବର ୨୦୦୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୮୦ ଓ ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବଲାଙ୍ଗୀର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ମହମ୍ମଦ ମୁଜାଫର ହୁସେନ ଖାନ
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୯୦
ପୂର୍ବ ଅଧିକାରୀମୂରଲୀଧର ଗୁରୁ
ପର ଅଧିକାରୀଅନଙ୍ଗ ଉଦୟ ସିଂହ ଦେଓ
ନିର୍ବାଚନ ମଣ୍ଡଳୀବଲାଙ୍ଗୀର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1946-04-01)୧ ଅପ୍ରେଲ ୧୯୪୬
ମୃତ୍ୟୁ୨୧ ଡିସେମ୍ବର ୨୦୦୫(2005-12-21) (ବୟସ ୫୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସଲତାନା ବେଗମ
ବାପା/ବୋଉମକବୁଲ୍ ହୁସେନ୍ ଖାନ (ବାପା‌)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବା ଓ ଶିକ୍ଷା ସମ୍ପାଦନା

ମହମ୍ମଦ ମୁଜାଫର ହୁସେନ ଖାନ ୧୯୪୬ ମସିହାର ଅପ୍ରେଲ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମକବୁଲ୍ ହୁସେନ୍ ଖାନ ଏବଂ ପତ୍ନୀଙ୍କ ନାମ ସଲତାନା ବେଗମ।[୧]

ରାଜନୈତିକ ଜୀବନ ସମ୍ପାଦନା

ମହମ୍ମଦ ମୁଜାଫର ହୁସେନ ଖାନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୮୫ରୁ ୧୯୮୯ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ମହମ୍ମଦ ମୁଜାଫର ହୁସେନ ଖାନ ୨୦୦୫ ମସିହାର ଡିସେମ୍ବର ୨୧ ତାରିଖରେ ୪୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Mahmmed Muzafer Hussain Khan". odishaassembly.nic.in. Odisha Assembly. Retrieved 15 October 2021.