ବିଜୁ ଜନତା ଦଳ
ଭାରତର ଏକ ରାଜନୈତିକ ଦଳ
(ବିଜେଡିରୁ ଲେଉଟି ଆସିଛି)
ବିଜୁ ଜନତା ଦଳ ଏକ ଆଞ୍ଚଳିକ ରାଜନୈତିକ ଦଳ । ବର୍ତ୍ତମାନ ଓଡ଼ିଶା ବିଧାନ ସଭାରେ ଏହି ଦଳର ସର୍ବାଧିକ ବିଧାୟକ ଅଛନ୍ତି । ଏହି ଦଳ ୨୬ ଡିସେମ୍ବର ୧୯୯୭ରେ ଗଠନ କରାଯାଇଥିଲା ।
ବିଜୁ ଜନତା ଦଳ | |
---|---|
ଅଧକ୍ଷ | ନବୀନ ପଟ୍ଟନାୟକ |
ଗଠନ | ୨୬ ଡିସେମ୍ବର 1997 |
ମୁଖ୍ୟ କାର୍ଯ୍ୟାଳୟ | 6R/3,Unit-6, Forest Park, Bhubaneshwar |
ବିଚାରଧାରା | Populism Social Liberalism Social Democratic |
ରାଜନୈତିକ ଅବସ୍ଥାନ | Center |
ମେଣ୍ଟ | ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ ଡି ଏ)(୧୯୯୮–୨୦୦୯) ସଂଯୁକ୍ତ ଜାତୀୟ ପ୍ରଗତିଶୀଳ ମେଣ୍ଟ (ତୃତୀୟ ସାମ୍ମୁଖ୍ୟ)(୨୦୦୯-ଏପର୍ଯ୍ୟନ୍ତ) |
ଲୋକସଭାରେ ଆସନ ସଂଖ୍ୟା | ୧୨ / ୫୪୫ |
ରାଜ୍ୟସଭାରେ ଆସନ ସଂଖ୍ୟା | ୭ / ୨୪୫ |
ସଂସଦରେ ଆସନ ସଂଖ୍ୟା | ୧୧୩ / ୧୪୭ |
ୱେବସାଇଟ | |
www.bjdodisha.org.in/ |
ଆଧାରସମ୍ପାଦନ କରନ୍ତୁ
ବାହାର ଆଧାରସମ୍ପାଦନ କରନ୍ତୁ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |