ରିଭେଞ୍ଜ
୨୦୧୬ର ଓଡ଼ିଆ କଥାଚିତ୍ର
ମାଆ କାଳୀ ପ୍ରଡକ୍ସନ ଏବଂ ଅଙ୍କିତା ଆର୍ଟସ୍ ବ୍ୟାନରରେ, ରଣଜିତ ବାରିକ ଓ ନିମାଇଁ ଓଝାଙ୍କ ଦୈତ ନିର୍ଦ୍ଦେଶନାରେ ଓଡ଼ିଆ ଚଳଚ୍ଚିତ୍ର ରିଭେଞ୍ଜର ପ୍ରସ୍ତୁତି ଚାଲିଛି । ଏଥିରେ ନାୟକ ଭୂମିକାରେ ଅଭିଷେକ ରଥ ଥିବା ବେଳେ ନାୟିକା ଭୂମିକାରେ ଅଭିନୟ କରିଛନ୍ତି ଅନୁଭା ସୌର୍ଯ୍ୟା । ଦୁଇଟି ଭାଷାରେ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ ।[୧]
ରିଭେଞ୍ଜ | |
---|---|
ନିର୍ଦ୍ଦେଶକ | ରଣଜିତ ବାରିକ ଏବଂ ନିମାଇଁ ଓଝା |
ପ୍ରଯୋଜକ | ଅସୀତ ପତି |
ସଂଳାପ | ଚନ୍ଦନ ଦାସ |
ଚିତ୍ରନାଟ୍ୟ | ଚନ୍ଦନ ଦାସ |
କାହାଣୀ | ଅସୀତ ପତି ଏବଂ ସୁବାଶିଷ |
କଳାକାର | ଅଭିଷେକ ରଥ, ଅନୁଭା ସୌର୍ଯ୍ୟା, ପୁଷ୍ପା ପଣ୍ଡା, ଅସୀତ ପତି, ଜୟୀରାମ ସାମଲ[୧] |
ସଙ୍ଗୀତ | ଦୀପକ କୁମାର[୨] |
ମୁକ୍ତିଲାଭ ତାରିଖ | ୫ ଅଗଷ୍ଟ ୨୦୧୬[୩] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ପ୍ରଥମେ ଏହି ଚଳଚ୍ଚିତ୍ରଟିର ନାମ ରଖାଯାଇଥିଲା ତୋ ଭିତରେ ମୁଁ, କିନ୍ତୁ ପରେ ପରେ ଏହାର ନାମ ରିଭେଞ୍ଜକୁ ବଦଳାଇଦିଆଯାଇଛି ।[୧]
ଅଭିନୟ
ସମ୍ପାଦନାଚଳଚ୍ଚିତ୍ରଟି ଓଡ଼ିଆ ଏବଂ ବଙ୍ଗାଳୀ ଭାଷାରେ ମୁକ୍ତିଲାଭ କରିବାକୁ ଥିବାବେଳେ, ଏଥିରେ ଓଡ଼ିଆ ଏବଂ ବଙ୍ଗଳାର କଳାକାରମାନେ ଅଭିନୟ କରିଛନ୍ତି ।[୪]
ଗୀତ ଓ ସଂଗୀତ
ସମ୍ପାଦନାଗୀତ ଗୁଡ଼ିକୁ ଉତ୍ତମରୂପେ ସଜାଇବାର ଦାୟିତ୍ୱ ତଥା ସ୍ୱର ସଂଯୋଜନାରେ ଅଛନ୍ତି ଦୀପକ କୁମାର ।
ଗୀତ | ରଚନା | କଣ୍ଠଦାନ |
---|---|---|
ଝିଅ ମୁଁ ଚୁଲବୁଲି | ସୌରେନ ଭଟ୍ଟ ଏବଂ ପ୍ରମିଳା ଜୈନ | |
ଗୋଟିଏ ଫୁଲର ନାଁଟି କୁହ | ସୌରେନ ଭଟ୍ଟ ଏବଂ ପ୍ରମିଳା ଜୈନ | |
ମୋ ଜୀବନରେ ତୁ | କୁମାର ବାପି ଏବଂ ପ୍ରମିଳା ଜୈନ | |
ମୁଁ ନୁହେଁ ମୁଁ | ପମି | |
ଡୋଲା ଡୋଲା |
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "ଅଭିଷେକଙ୍କ ରିଭେଞ୍ଜ". ସମାଜ (in ଓଡ଼ିଆ). ଭୁବନେଶ୍ୱର. 17 July 2017. p. 8. Archived from the original on 17 July 2017. Retrieved 23 July 2016.
{{cite news}}
: CS1 maint: unrecognized language (link) - ↑ "'ରିଭେଞ୍ଜ'ର ଦୁଇଟି ଟିଜର ଲଞ୍ଚ କଲା ଆମର ମ୍ୟୁଜିକ, ଅଗଷ୍ଟ 5ରେ ସିନେମା ରିଲିଜ୍ Read more at: www.odishanews360.com/Odisha/details?mallId=5&jobId=9730&type=ENTERTAINMENT". Odisha News 360. 29 July 2016. Retrieved 2 August 2016.[permanent dead link]
- ↑ "ପରଦାକୁ ଆସିଲା 'ରିଭେଞ୍ଜ'". Odisha Reporter. 5 August 2016. Retrieved 19 August 2017.
- ↑ "'ରିଭେଞ୍ଜ'ରେ ଆସୁଛନ୍ତି ଅଭିଷେକ: ସିନେମାରେ ରହିଛି କମେଡି ସହିତ ଆକ୍ସନ ଓ ରୋମାନ୍ସର ମସଲା Read more at: www.odishanews360.com/Odisha/details?mallId=5&jobId=9550&type=ENTERTAINMENT". Odisha News 360. 25 July 2016. Retrieved 2 August 2016.[permanent dead link]
- ↑ "କେଉଁ ନାୟିକାଙ୍କ ଉଦ୍ଦେଶ୍ୟରେ ଜ୍ୟୋତି କହୁଛନ୍ତି 'ସାଥୀ ତୁ ଫେରିଆ' ? | Sambad". Sambad (in Odia). Odisha. 5 October 2018. Archived from the original on 7 October 2018. Retrieved 6 October 2018.
{{cite news}}
: CS1 maint: unrecognized language (link) - ↑ "ଏହି ବଡ଼ ନାୟିକାଙ୍କ ସହ ରୋମାନସ୍ କରିବେ ଓଲିଉଡ ନାୟକ ଜ୍ୟୋତି". sambad.in. 21 May 2018. Retrieved 6 June 2018.