ରିଭେଞ୍ଜ

୨୦୧୬ର ଓଡ଼ିଆ କଥାଚିତ୍ର

ମାଆ କାଳୀ ପ୍ରଡକ୍ସନ ଏବଂ ଅଙ୍କିତା ଆର୍ଟସ୍‌ ବ୍ୟାନରରେ, ରଣଜିତ ବାରିକ ଓ ନିମାଇଁ ଓଝାଙ୍କ ଦୈତ ନିର୍ଦ୍ଦେଶନାରେ ଓଡ଼ିଆ ଚଳଚ୍ଚିତ୍ର ରିଭେଞ୍ଜର ପ୍ରସ୍ତୁତି ଚାଲିଛି । ଏଥିରେ ନାୟକ ଭୂମିକାରେ ଅଭିଷେକ ରଥ ଥିବା ବେଳେ ନାୟିକା ଭୂମିକାରେ ଅଭିନୟ କରିଛନ୍ତି ଅନୁଭା ସୌର୍ଯ୍ୟା । ଦୁଇଟି ଭାଷାରେ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ ।[୧]

ରିଭେଞ୍ଜ
ନିର୍ଦ୍ଦେଶକରଣଜିତ ବାରିକ ଏବଂ ନିମାଇଁ ଓଝା
ପ୍ରଯୋଜକଅସୀତ ପତି
ସଂଳାପଚନ୍ଦନ ଦାସ
ଚିତ୍ରନାଟ୍ୟଚନ୍ଦନ ଦାସ
କାହାଣୀଅସୀତ ପତି ଏବଂ ସୁବାଶିଷ
କଳାକାରଅଭିଷେକ ରଥ, ଅନୁଭା ସୌର୍ଯ୍ୟା, ପୁଷ୍ପା ପଣ୍ଡା, ଅସୀତ ପତି, ଜୟୀରାମ ସାମଲ[୧]
ସଙ୍ଗୀତଦୀପକ କୁମାର[୨]
ମୁକ୍ତିଲାଭ ତାରିଖ
୫ ଅଗଷ୍ଟ ୨୦୧୬[୩]
ଦେଶ ଭାରତ
ଭାଷାଓଡ଼ିଆ

ପ୍ରଥମେ ଏହି ଚଳଚ୍ଚିତ୍ରଟିର ନାମ ରଖାଯାଇଥିଲା ତୋ ଭିତରେ ମୁଁ, କିନ୍ତୁ ପରେ ପରେ ଏହାର ନାମ ରିଭେଞ୍ଜକୁ ବଦଳାଇଦିଆଯାଇଛି ।[୧]

ଅଭିନୟ ସମ୍ପାଦନ କରନ୍ତୁ

ଚଳଚ୍ଚିତ୍ରଟି ଓଡ଼ିଆ ଏବଂ ବଙ୍ଗାଳୀ ଭାଷାରେ ମୁକ୍ତିଲାଭ କରିବାକୁ ଥିବାବେଳେ, ଏଥିରେ ଓଡ଼ିଆ ଏବଂ ବଙ୍ଗଳାର କଳାକାରମାନେ ଅଭିନୟ କରିଛନ୍ତି ।[୪]

ଗୀତ ଓ ସଂଗୀତ ସମ୍ପାଦନ କରନ୍ତୁ

ଗୀତ ଗୁଡ଼ିକୁ ଉତ୍ତମରୂପେ ସଜାଇବାର ଦାୟିତ୍ୱ ତ‌ଥା ସ୍ୱର ସଂଯୋଜନାରେ ଅଛନ୍ତି ଦୀପକ କୁମାର ।

ଗୀତ ରଚନା କଣ୍ଠଦାନ
ଝିଅ ମୁଁ ଚୁଲବୁଲି ସୌରେନ ଭଟ୍ଟ ଏବଂ ପ୍ରମିଳା ଜୈନ
ଗୋଟିଏ ଫୁଲର ନାଁଟି କୁହ ସୌରେନ ଭଟ୍ଟ ଏବଂ ପ୍ରମିଳା ଜୈନ
ମୋ ଜୀବନରେ ତୁ କୁମାର ବାପି ଏବଂ ପ୍ରମିଳା ଜୈନ
ମୁଁ ନୁହେଁ ମୁଁ ପମି
ଡୋଲା ଡୋଲା

ଆଧାର ସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ "ଅଭିଷେକଙ୍କ ରିଭେଞ୍ଜ". ସମାଜ (in ଓଡ଼ିଆ). ଭୁବନେଶ୍ୱର. 17 July 2017. p. 8. Archived from the original on 17 July 2017. Retrieved 23 July 2016.{{cite news}}: CS1 maint: unrecognized language (link)
  2. "'ରିଭେଞ୍ଜ'ର ଦୁଇଟି ଟିଜର ଲଞ୍ଚ କଲା ଆମର ମ୍ୟୁଜିକ, ଅଗଷ୍ଟ 5ରେ ସିନେମା ରିଲିଜ୍ Read more at: www.odishanews360.com/Odisha/details?mallId=5&jobId=9730&type=ENTERTAINMENT". Odisha News 360. 29 July 2016. Retrieved 2 August 2016.
  3. "ପରଦାକୁ ଆସିଲା 'ରିଭେଞ୍ଜ'". Odisha Reporter. 5 August 2016. Retrieved 19 August 2017.
  4. "'ରିଭେଞ୍ଜ'ରେ ଆସୁଛନ୍ତି ଅଭିଷେକ: ସିନେମାରେ ରହିଛି କମେଡି ସହିତ ଆକ୍ସନ ଓ ରୋମାନ୍ସର ମସଲା Read more at: www.odishanews360.com/Odisha/details?mallId=5&jobId=9550&type=ENTERTAINMENT". Odisha News 360. 25 July 2016. Retrieved 2 August 2016.
  5. "କେଉଁ ନାୟିକାଙ୍କ ଉଦ୍ଦେଶ୍ୟରେ ଜ୍ୟୋତି କହୁଛନ୍ତି 'ସାଥୀ ତୁ ଫେରିଆ' ? | Sambad". Sambad (in Odia). Odisha. 5 October 2018. Archived from the original on 6 October 2018. Retrieved 6 October 2018.{{cite news}}: CS1 maint: unrecognized language (link)
  6. "ଏହି ବଡ଼ ନାୟିକାଙ୍କ ସହ ରୋମାନସ୍‌ କରିବେ ଓଲିଉଡ ନାୟକ ଜ୍ୟୋତି". sambad.in. 21 May 2018. Retrieved 6 June 2018.

ବାହାର ଆଧାର ସମ୍ପାଦନ କରନ୍ତୁ