ପାର୍ଥ ସାରଥୀ ରାୟ
ପାର୍ଥ ସାରଥୀ ରାୟ ଜଣେ ଓଡ଼ିଆ ଅଭିନେତା, ଯିଏକି ଓଡ଼ିଆ କଥାଚିତ୍ର ଏବଂ କ୍ଷୁଦ୍ର ଚଳଚ୍ଚିତ୍ରରେ କାର୍ଯ୍ୟ କରନ୍ତି ।[୧] ୨୦୧୦ ମସିହାରେ ସେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ଏବଂ ୨୦୧୩ ମସିହାର ନଈ ସେପାରୀ କନକ ଗୋରୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ୨୦୧୮ ମସିହାରେ ହେଲୋ ଆରସୀ ପାଇଁ ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ।[୨][୩][୪]
ପାର୍ଥ ସାରଥୀ ରାୟ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୨୦୧୦ – ଏବେଯାଏଁ |
ଉଲ୍ଲେଖନୀୟ କୃତି | ହେଲୋ ଆରସୀ, ୨୦୧୮ |
ଉଚ୍ଚତା | ୫'୧୧" |
ପିତାମାତା | ପ୍ରଭାସ କୁମାର ରାୟ (ବାପା) କଲ୍ୟାଣୀ ରାୟ (ମାଆ) |
ପୁରସ୍କାର | ୨୯ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାପାର୍ଥ ୧୯୮୧ ମସିହାର ମାର୍ଚ୍ଚ ୨୭ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ।[ଆଧାର ଲୋଡ଼ା] ତାଙ୍କ ବାପାଙ୍କ ନାମ ପ୍ରଭାସ କୁମାର ରାୟ ଓ ମାଆଙ୍କ ନାମ କଲ୍ୟାଣୀ ରାୟ ।[ଆଧାର ଲୋଡ଼ା] ତାଙ୍କ ପିଲାଦିନ ଭୁବନେଶ୍ୱରରେ କଟିଥିଲା ।
ଅଭିନୟ ଜୀବନ
ସମ୍ପାଦନାପାର୍ଥ ଇତିହାସରେ ସ୍ନାତକ କରିବା ପରେ ୨୦୦୪ ମସିହାରେ ଦିଲ୍ଲୀ ଯାଇଥିଲେ ଏବଂ ସେଠାରେ ବେରି ଜନ୍ଙ୍କ ଥିଏଟର ଗ୍ରୁପ୍ରେ ଯୋଗ ଦେଇଥିଲେ । ପରେ ସେ ମୁମ୍ବାଇ ଯାଇ କିଛି ହିନ୍ଦୀ କଥାଚିତ୍ରରେ କାମ କରିଥିଲେ । ପରବର୍ତ୍ତୀ ସମୟରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୫][୬]
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୧୦ | ତୁନପୁର କା ସୁପରହିରୋ | ||
୨୦୧୧ | ସାଇକେଲ୍ କିକ୍ | ||
ୟୁ ଆର୍ ମାଇଁ ଜାନ୍ | |||
୨୦୧୩ | ନଈ ସେପାରୀ କନକ ଗୋରୀ | ଅବିନାଶ | |
ଗଡ଼ବଡ଼ | |||
୨୦୧୮ | ହେଲୋ ଆରସୀ | ||
୨୦୧୯ | ତୁ ମୋ ଲଭ୍ ଷ୍ଟୋରୀ ୨ | ଖଳନାୟକ | |
୨୦୨୦ | ଦୁର୍ଗତିନାଶିନୀ[୭] | ||
୨୦୨୧ | ବୋଫିନ୍[୮] | କ୍ଷୁଦ୍ର ଚଳଚ୍ଚିତ୍ର | |
ନେଭିଗେଟର୍[୯] | |||
ବାଜି - ଦି ଇମୋଟାଲ୍ ବୋଟ୍ ବୟ୍[୧୦] | |||
୨୦୨୨ | ଚରିତ୍ର | ||
ପ୍ରସ୍ଥାନମ୍[୧୧] | |||
ଫୋର୍ | |||
ସମାପାଜୁର ରଘୁ | |||
୨୦୨୩ | ଫାଲଗୁନ ଚୈତ୍ର[୧୨] | ଆର୍କିଟେକ୍ | |
ଡାଲ୍ଚିନି[୧୩] |
ଓଟିଟି
ସମ୍ପାଦନାବର୍ଷ | ଧାରାବାହିକ | ଭୂମିକା | ମନ୍ତବ୍ୟ |
---|---|---|---|
୨୦୨୨ | ଆନ୍ଥୋନୀ[୧୪] | ପୋଲିସ୍ ଅଧିକାରୀ |
ଦୂରଦର୍ଶନ ଧାରାବାହିକ
ସମ୍ପାଦନାଧାରାବାହିକ | ଚେନାଲ | ଭୂମିକା | ମନ୍ତବ୍ୟ |
---|---|---|---|
ମୁଁ ବି ଅର୍ଦ୍ଧାଙ୍ଗିନୀ | ଜୀ ସାର୍ଥକ | ||
ରକ୍ତ ସମ୍ପର୍କ | ମଞ୍ଜରୀ ଟିଭି |
ପୁରସ୍କାର ଏବଂ ସମ୍ମାନ
ସମ୍ପାଦନା- ୨୯ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର - ଶ୍ରେଷ୍ଠ ଅଭିନେତା (ହେଲୋ ଆରସୀ, ୨୦୧୮)[୧୫][୧୬]
ଆଧାର
ସମ୍ପାଦନା- ↑ "Partha Sarathi Ray: Odia film industry's new ray of light". The New Indian Express. Retrieved 2023-03-09.
- ↑ "Partha Sarathi Ray lived the character he played in a short film recently - Times of India". The Times of India.
- ↑ "Partha Sarathi Ray remembers how he was inspired by Bijay Mohanty - Times of India". The Times of India.
- ↑ "I Want To See Odia Film Industry Evolve: Actor Partha Sarathi Ray". odishabytes (in ଆମେରିକୀୟ ଇଂରାଜୀ). 2019-02-27. Retrieved 2023-03-09.
- ↑ "Actor returns with a bang". www.telegraphindia.com. Retrieved 2023-03-09.
- ↑ "I Want To See Odia Film Industry Evolve: Actor Partha Sarathi Ray". odishabytes (in ଆମେରିକୀୟ ଇଂରାଜୀ). 2019-02-27. Retrieved 2023-03-09.
- ↑ "Partha and Archita team up for new film - Times of India". The Times of India.
- ↑ BOFFIN Full Movie | Odia Short Film | Rajendra Mohanta | Partha Sarathi Ray | Manoj Mishra| K1live (in ଇଂରାଜୀ), retrieved 2023-03-09
- ↑ ନାଭିଗେଟର || Navigator || Odia Short Film || Horror Thriller || Partha Sarathi Ray (in ଇଂରାଜୀ), retrieved 2023-03-09
- ↑ ବାଜି ରାଉତ | Baji - The Immortal Boat Boy | Full Movie | Award-Winning Odia Short Film (in ଇଂରାଜୀ), retrieved 2023-03-09
- ↑ "Prasthanam - Official Trailer". The Times of India. ISSN 0971-8257. Retrieved 2023-03-10.
- ↑ "[Watch] Odisha Director Duo Explores Family Ties In 'Phalguna Chaitra', Know The Release Date". odishabytes (in ଆମେରିକୀୟ ଇଂରାଜୀ). 2023-01-19. Retrieved 2023-03-10.
- ↑ "Daalcheeni-Odia Film". ODIASITES.COM. Retrieved 2023-03-10.
- ↑ "Odia thriller series 'Anthony' releasing in Bengali dubbed version". The Times of India. ISSN 0971-8257. Retrieved 2023-03-10.
- ↑ "Partha Sarathi Ray: Catapulting Odia Film Industry To A New High". My City Links. 30 August 2021.
- ↑ "I Want To See Odia Film Industry Evolve: Actor Partha Sarathi Ray". OdishaBytes. February 27, 2019.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ପାର୍ଥ ସାରଥୀ ରାୟ