ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା
୧୯୮୯ର ଓଡ଼ିଆ କଥାଚିତ୍ର
ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା ୧୯୮୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁଜିତ କୁମାର । କେଶବ ରାଠୋଡ଼ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ବିଜୟ ମିଶ୍ର ଏହାର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଜେ. ଏଚ. ସତ୍ତାର ।
ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା | |
---|---|
ନିର୍ଦ୍ଦେଶକ | ଜେ. ଏଚ. ସତ୍ତାର |
ପ୍ରଯୋଜକ | ସୁଜିତ କୁମାର |
କଳାକାର | ଉତ୍ତମ ମହାନ୍ତି ଅପରାଜିତା ମହାନ୍ତି ବିଜୟ ମହାନ୍ତି ତନ୍ଦ୍ରା ରାୟ |
ଚିତ୍ରଗ୍ରହଣ | ସୁରେନ୍ଦ୍ର ସାହୁ |
ସମ୍ପାଦକ | ରବି ଶଙ୍କର ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୧୯୮୯ |
ଦେଶ | ![]() |
ଭାଷା | ଓଡ଼ିଆ |
ଖର୍ଚ୍ଚ | ![]() |
ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ତନ୍ଦ୍ରା ରାୟ, ଝରଣା ଦାସ, ଅରୁଣା ଇରାନୀ, ସୁଜିତ କୁମାର, ଜୟୀରାମ ସାମଲ, ତାପସ ପାଲ, ସୁଧାରାଣୀ ଜେନା, ରୁନୁ ପରିଜା, ପୃଥ୍ୱୀରାଜ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ ସମ୍ପାଦନ କରନ୍ତୁ
ଗୀତ ଓ ସଙ୍ଗୀତ ସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୁମିତ୍ରା ଲହରୀ । ତୃପ୍ତି ଦାସ, ବାଦଲ କୁମାର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଆଧାର ସମ୍ପାଦନ କରନ୍ତୁ
- ↑ "Veteran Odia Actor Sudharani Jena Dies". odishabytes (in English). Bhubaneswar. 23 August 2023. Archived from the original on 23 August 2023. Retrieved 23 August 2023.
{{cite news}}
: CS1 maint: unrecognized language (link)
ବାହାର ଆଧାର ସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା