ଗପ ହେଲେ ବି ସତ
ପ୍ରଥମ ସମ୍ପୁର୍ଣ୍ଣ ରଙ୍ଗୀନ ଓଡ଼ିଆ କଥାଚିତ୍ର
ନଗେନ ରାୟଙ୍କ ନିର୍ଦ୍ଦେଶନାରେ ନିର୍ମିତ ପ୍ରଥମ ସମ୍ପୁର୍ଣ୍ଣ ରଙ୍ଗୀନ[୨] ଓଡ଼ିଆ କଥାଚିତ୍ର ଗପ ହେଲେ ବି ସତ[୩] ୧୯୭୬ ମସିହାରେ ମୁକ୍ତିଲାଭ କରିଥିଲା । [୪]
ଗପ ହେଲେ ବି ସତ | |
---|---|
ନିର୍ଦ୍ଦେଶକ | ନଗେନ ରାୟ |
ପ୍ରଯୋଜକ | ସୁବିମଳ ଚନ୍ଦ୍ର ମଲିକ |
ଚିତ୍ରନାଟ୍ୟ | ପି. ଡ଼ି. ସେନୟ |
କାହାଣୀ | ବସନ୍ତ ମହାପାତ୍ର |
କଳାକାର | ହରିଶ ମହାପାତ୍ର, ବନଜା ମହାନ୍ତି, ଦୁର୍ଲଭ, ସୁରେଶ ମହାପାତ୍ର |
ସଙ୍ଗୀତ | ଭୁବନେଶ୍ୱର ମିଶ୍ର, ହରିପ୍ରସାଦ ଚୌରାଶିଆ |
ଚିତ୍ରଗ୍ରହଣ | ସୁରେନ୍ଦ୍ର ସାହୁ |
ସମ୍ପାଦକ | ଜାଗ୍ରିତ୍ କାମ୍ବଲେ |
ମୁକ୍ତିଲାଭ ତାରିଖ | ୧୬ ଜୁଲାଇ ୧୯୭୬[୧] |
ଦେଶ | ![]() |
ଭାଷା | ଓଡ଼ିଆ |
ଖର୍ଚ୍ଚ | ![]() |
ଅଭିନୟରେସମ୍ପାଦନ କରନ୍ତୁ
'ଗପ ହେଲେ ବି ସତ'ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: [୫]
ଗୀତ ଓ ସଂଗୀତସମ୍ପାଦନ କରନ୍ତୁ
ଏହି କଥାତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭୁବନେଶ୍ୱର ମିଶ୍ର ଓ ହରିପ୍ରସାଦ ଚୌରାଶିଆ
ଗୀତ | ଗୀତିକାର | ଗାୟକ/ ଗାୟିକା |
---|---|---|
"ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ" | ଗୁରୁକୃଷ୍ଣ ଗୋସ୍ୱାମୀ | ସୁମନ କଲ୍ୟାଣପୁର,[୮] ଅମିତ କୁମାର |
"ଜୟ ଯଦୁ ନନ୍ଦନ ରାଧିକା ପ୍ରାଣ ଭଞ୍ଜନ ହେ" | ଗୁରୁକୃଷ୍ଣ ଗୋସ୍ୱାମୀ | |
"ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ" | ଗୁରୁକୃଷ୍ଣ ଗୋସ୍ୱାମୀ |
ଆଧାରସମ୍ପାଦନ କରନ୍ତୁ
- ↑ K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 67–. ISBN 978-1-136-77284-9.
- ↑ Orissa reference: glimpses of Orissa. TechnoCAD Systems. 2001.
- ↑ http://www.orissadiary.com/ShowOriyaColumn.asp?id=29089
- ↑ Bhuyan, Kapilas. "75 YEARS OF ODIYA FILM MAKING : A FLASHBACK". Press Information Bureau. Retrieved 18 February 2014.
- ↑ "Gapa hela bi sata". Odiakhati.com. Retrieved 18 February 2014.
- ↑ "ସିନେମା ପୋଷ୍ଟରରୁ". samajaepaper.in. Archived from the original on ୧୩ ଫେବୃଆରୀ ୨୦୨୧. Retrieved 13 February 2021.
{{cite web}}
: Check date values in:|archivedate=
(help) - ↑ "ଓଲିଉଡରେ ଏକା ନାମରେ ଅଛନ୍ତି ଏ ଦୁଇ ଅଭିନେତ୍ରୀ | Sambad". Sambad. 24 November 2017. Archived from the original on 24 August 2018. Retrieved 24 August 2018.
- ↑ "ଆଜି ମୁଁ ଶ୍ରାବଣୀ". ପ୍ରମେୟ. ୭ ଫେବୃଆରୀ ୨୦୨୨. p. ୧୪. Archived from the original on ୧୬ ଫେବୃଆରୀ ୨୦୨୨. Retrieved 16 February 2022.
{{cite web}}
: Check date values in:|date=
and|archivedate=
(help)
ଅଧିକ ତଥ୍ୟସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ଗପ ହେଲେ ବି ସତ