ହରିପ୍ରସାଦ ଚୌରାଶିଆ

ଭାରତୀୟ ବଂଶୀବାଦକ


ପଣ୍ଡିତ ହରିପ୍ରସାଦ ଚୌରାଶିଆ (ଜନ୍ମ ୧ ଜୁଲାଇ ୧୯୩୮) ଜଣେ ପ୍ରସିଦ୍ଧ ହିନ୍ଦୁସ୍ତାନି ସଙ୍ଗୀତ ବାଦକ । [୧] ସେ ହିନ୍ଦୁସ୍ତାନି ବଂଶୀ ବାଦନ କରନ୍ତି ।

ହରିପ୍ରସାଦ ଚୌରାଶିଆ
ଭୁବନେଶ୍ୱରରେ ଆୟୋଯିତ "ରାଜାରାଣୀ ସଙ୍ଗୀତ ମହୋତ୍ସବ ୨୦୧୫"ର ଦ୍ୱିତୀୟ ସଂଧ୍ୟାରେ ହରିପ୍ରସାଦ ଚୌରାଶିଆ
Background information
ଜନ୍ମ (1938-07-01) ୧ ଜୁଲାଇ ୧୯୩୮ (ବୟସ ୮୫)୧ ଜୁଲାଇ ୧୯୩୮
ଜନ୍ମସ୍ଥାନବାରାଣସି, ଉତ୍ତର ପ୍ରଦେଶ, ଭାରତ
ଶୈଳୀହିନ୍ଦୁସ୍ତାନି ସଙ୍ଗୀତ
ପେଷାସଙ୍ଗୀତ ନିର୍ଦ୍ଦେଶକ, ବଂଶୀ ବାଦକ
ବାଦ୍ୟଯନ୍ତ୍ରବଂସୀ
ୱେବସାଇଟହରିପ୍ରସାଦ ଚୌରାଶିଆ.କମ୍
୨୦୧୫ରେ ଚୌରାଶିଆ
୨୦୧୧ରେ ଚୌରାଶିଆ
୨୦୦୭ରେ ଚୌରାଶିଆ
ଉସ୍ତାଦ୍ ଜାକିର୍ ହୁସେନ୍ଙ୍କ ସହିତ (୨୦୧୨)

ବାଲ୍ୟ ଜୀବନ ସମ୍ପାଦନ କରନ୍ତୁ

ହରିପ୍ରସାଦ ଚୌରାଶିଆ ଆଲ୍ଳାହାବାଦରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ପିତା ଜଣେ ମଲ୍ଲଯୋଦ୍ଧା ଥିଲେ । ତାଙ୍କୁ ୬ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ମା' ଇହଲିଳା ସମ୍ବରଣ କରିଥିଲେ । ପିତାଙ୍କ ଅଜ୍ଞାତସାରରେ ସେ ବଂଶୀବାଦନ ଶିକ୍ଷା ଗ୍ରହଣ କରୁଥିଲେ । ତାଙ୍କ ପିତା ଚାହୁଁଥିଲେ ତାଙ୍କୁ ଜଣେ ପହିଲିମାନ ଭାବେ ଦେଖିବାପାଇଁ । ସେ ପିତାଙ୍କ ସହିତ ସମୟ ସମୟରେ ଆଖଡାଶାଳରେ ତାଲିମ୍ ନେଉଥିଲେ । ତା ସହିତ ସେ ବଂଶୀବାଦନ ଶିକ୍ଷା ଗ୍ରହଣ କରୁଥିଲେ ଏବଂ ବନ୍ଧୁଙ୍କ ଘରେ ଅଭ୍ୟାସ କରୁଥିଲେ ।

କର୍ମଜୀବନ ସମ୍ପାଦନ କରନ୍ତୁ

ହରିପ୍ରସାଦ ଚୌରାଶିଆ ୧୫ ବର୍ଷ ବୟସରେ ତାଙ୍କ ପଡୋଶୀ ପଣ୍ଡିତ ରାଜାରାମଙ୍କଠାରୁ ବଂଶୀବାଦନ ଶିକ୍ଷା ଗ୍ରହଣ କରିଥିଲେ ।

ବ୍ୟକ୍ତିଗତ ଜୀବନ ସମ୍ପାଦନ କରନ୍ତୁ

ହରିପ୍ରସାଦ ଚୌରାଶିଆ, ଶାସ୍ତ୍ରୀୟ ସଙ୍ଗିତ ଗାୟିକା ଅନୁରାଧାଙ୍କୁ ବିବାହ କରିଛନ୍ତି ।[୩] ଏହି ଦମ୍ପତିଙ୍କ ଔରସରୁ ଏକମାତ୍ର ପୁତ୍ର ହେଉଛନ୍ତି ରାଜିବ ।[୪] ପ୍ରଥମ ପତ୍ନି ହେଉଛନ୍ତି କମଳା ଚୌରାଶିଆ ଏବଂ ତାଙ୍କର ଦୁଇ ପୁତ୍ର ହେଉଛନ୍ତି ଅଜୟ ଚୌରାଶିଆ, ବିନୟ ଚୌରାଶିଆ ।

ମାନସମ୍ମାନ ଓ ପୁରସ୍କାର ସମ୍ପାଦନ କରନ୍ତୁ

  • ସଙ୍ଗୀତ ନାଟକ ଏକାଡେମୀ - ୧୯୮୪
  • କୋଣାର୍କ ସମ୍ମାନ - ୧୯୯୨
  • ପଦ୍ମ ଭୂଷଣ - ୧୯୯୨
  • ୟସ୍ ଭାରତୀ ସମ୍ମାନ - ୧୯୯୪
  • ପଦ୍ମ ବିଭୁଷଣ - ୨୦୦୦
  • ହାଫିଜ ଅଲି ଖାଁ ପୁରସ୍କାର - ୨୦୦୦
  • ଦିନାନାଥ ମଙ୍ଗେସକର ପୁରସ୍କାର - ୨୦୦୦
  • ପୁଣେ ପଣ୍ଡିତ ପୁରସ୍କାର - ୨୦୦୮ (ଦି ଆର୍ଟ୍ ଆଣ୍ଡ୍ ମ୍ୟୁଜିକ୍ ଫାଉଣ୍ଡେସନ, ପୁଣେ, ଭାରତ)
  • ଜାତୀୟ ମର୍ଯ୍ୟାଦା ଜନକ ପୁରସ୍କାର - ନାଦ ବିଦ୍ୟା ଭାରତି - ବିଶାଖା ମ୍ୟୁଜିକ୍ ଆଣ୍ଡ୍ ଡ୍ୟାନ୍ସ୍ ଏକାଡେମି, ଭାଇଜାଗ - ୨୦୦୯
  • Honoured by Dutch Royal family at Amsterdam,and was conferred with the title Officer in the Order of Orange-Nassau (“officier in de Orde van Oranje-Nassau”) and was honoured by Princess Maxima herself.[୫]
  • Ministry of Culture of the Republic of France.[୬] He has been appointed as Knight in the Order of Arts and Letter (“Ordres des Arts et Lettres”) in appreciation of the significant contribution he has made to spread culture in France and the rest of the World - 2009
  • Honorary Doctorate by the North Orissa University for his unparalleled role and contribution to the world of Indian Classical Music - 2009

ବହି ସମ୍ପାଦନ କରନ୍ତୁ

  • ଅଫିସିଆଲ୍ ଆତ୍ମ ଜିବନୀ - "ଉଡ୍ୱିଣ୍ଡ୍ସ୍ ଅଫ୍ ଚେଞ୍ଜ୍" - ସୁଜିତ ସିଂ (୨୦୦୮)
  • "ହରିପ୍ରସାଦ ଚୌରାଶିଆ ଆଣ୍ଡ୍ ଦି ଆର୍ଟ୍ ଅଫ୍ ଇମ୍ପ୍ରୋଭାଇଜେସନ୍" - ହେନ୍ରି ଟର୍ନର [୭]

ଆଲ୍‌ବମ୍ ସମ୍ପାଦନ କରନ୍ତୁ

ବଲିଉଡ୍ ଚଳଚ୍ଚିତ୍ରରେ ସଙ୍ଗିତ ନିର୍ଦ୍ଦେଶନା ସମ୍ପାଦନ କରନ୍ତୁ

ପଣ୍ଡିତ ଶିବକୁମାର ଶର୍ମାଙ୍କ ମିଳିତ ସହଯୋଗରେ ସେ ବଲିଉଡ୍ ଚଳଚ୍ଚିତ୍ରରେ ସଙ୍ଗିତ ନିର୍ଦ୍ଦେଶନା ଦେଇଥିଲେ ।

  • ଚାନ୍ଦନି
  • ଡର୍
  • ଲମ୍‌ହେ
  • ସିଲସିଲା
  • ଫାସ୍‌ଲେ
  • ବିଜୟ
  • ସାହିବାନ୍

ତେଲୁଗୁ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ସମ୍ପାଦନ କରନ୍ତୁ

ଚଳଚ୍ଚିତ୍ର "ଶିରିଭେନେଲା"ରେ ଏକ ଅନ୍ଧ ବଂସୀବାଦକ ଭୁମିକାରେ ଅଭିନେତା ଶର୍ବଦମନ ବାନାର୍ଜି ଅଭିନୟ କରିଥିଲେ ଏବଂ ତାଙ୍କ ପାଇଁ ହରିପ୍ରସାଦ ଚୌରାଶିଆ ବଂଶୀର ଧୁନ୍ ଦେଇଥିଲେ । ସଙ୍ଗୀତ ସଂଯୋଜନା କରିଥିଲେ କେ. ଭି. ମହାଦେବନ ।[୮]

ଇଂରାଜି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ସମ୍ପାଦନ କରନ୍ତୁ

  • ୧୬ ଡେଜ୍ ଇନ୍ ଆଫ୍‌ଗାନିସ୍ତାନ

ଆଧାର ସମ୍ପାଦନ କରନ୍ତୁ

ଅଧିକ ତଥ୍ୟ ସମ୍ପାଦନ କରନ୍ତୁ