କାହ୍ନା (ଓଡ଼ିଆ କଥାଚିତ୍ର)

୧୯୯୭ର ଓଡ଼ିଆ କଥାଚିତ୍ର

କାହ୍ନା, ୧୯୯୭ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ତ୍ରିନାଥ ଗୌଡ଼ ଓ ଉଦୟନାଥ ଚୌଧୁରୀ । ଏନ୍. ରାମ ବାବୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

କାହ୍ନା
ନିର୍ଦ୍ଦେଶକଏନ୍. ରାମ ବାବୁ
ପ୍ରଯୋଜକତ୍ରିନାଥ ଗୌଡ଼
ଉଦୟନାଥ ଚୌଧୁରୀ
ସଂଳାପବଳଦେବ ପାଣିଗ୍ରାହୀ
ଚିତ୍ରନାଟ୍ୟଏନ୍. ରାମ ବାବୁ
କାହାଣୀଏନ୍. ରାମ ବାବୁ
କଳାକାରଉତ୍ତମ ମହାନ୍ତି
ଅପରାଜିତା ମହାନ୍ତି
ଜୟୀରାମ ସାମଲ
ଅସୀତ ପତି
ସୁରେଶ ବଳ
ମୁନ୍ନା ଖାଁ
ସଙ୍ଗୀତବାସୁଦେବ ରଥ
ଚିତ୍ରଗ୍ରହଣଶାମ୍ବା ଶିବା ରାଓ
ସମ୍ପାଦକଦେବେନ ମିଶ୍ର
ମୁକ୍ତିଲାଭ ତାରିଖ
୨୫ ମଇ ୧୯୯୭
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାସୁଦେବ ରଥ । ବନବିହାରୀ ପଣ୍ଡା, ବିପିନ ମହାପାତ୍ର, ରଘୁନାଥ ରାଉତ, ସୌମିତ୍ର ଚାଟାର୍ଜୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଶେଖର ଘୋଷ, ଲକ୍ଷ୍ମୀକାନ୍ତ ପାଲିତ, ଶ୍ରୀକାନ୍ତ ଦାସ, ତାନସେନ ସିଂ, ଲୋପିତା ମିଶ୍ର, ନନ୍ଦିତା ଭଞ୍ଜ, ସେବା ମହାହାପାତ୍ର, ପିଙ୍କି, ଗୁଡ୍ଡି ଆଜି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ
1."ଛମ୍ ଛମ୍ ଚାଲି ତୋର" 
2."ଶୋଇଯା'ରେ ଧନ ମୋର" 
3."ଆଲୋ ସୁନ୍ଦରୀ" 
4."ବର୍ଷା ବର୍ଷା" 
5."ତୁ ମୋର ଦୋସ୍ତ" 

ଆଧାରସମ୍ପାଦନ କରନ୍ତୁ

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.

ବାହାର ଆଧାରସମ୍ପାଦନ କରନ୍ତୁ