ଲୀଳା ଦୁଲାଳୀ

ଓଡ଼ିଆ କଥାଚିତ୍ର ଅଭିନେତ୍ରୀ
(ଲୀଳା ଦୁଲାଳିରୁ ଲେଉଟି ଆସିଛି)

ଲୀଳା ଦୁଲାଳି ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଅନେକ ଓଡ଼ିଆ କଥାଚିତ୍ରରେ କାମ କରିଛନ୍ତି ।

ଲୀଳା ଦୁଲାଳୀ
ଜନ୍ମ ଓ ଜନ୍ମସ୍ଥାନ୧୯୩୮
ପାର୍ବତୀପୁରମ, ଆନ୍ଧ୍ର ପ୍ରଦେଶ
ମୃତ୍ୟୁ୩ ମଇ ୨୦୦୫
ଜାତୀୟତା ଭାରତୀୟ
ଜୀବିକାସିନେମା ଅଭିନେତ୍ରୀ
କାର୍ଯ୍ୟକାଳ୧୯୫୬-୧୯୮୫
ପ୍ରସିଦ୍ଧିଓଡ଼ିଆ ସିନେମା ଅଭିନେତ୍ରୀ

ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ

ଲୀଳା ଦୁଲାଳୀ ୧୯୩୮ମସିହାରେ ଆନ୍ଧ୍ର ପ୍ରଦେଶରେ ଜନ୍ମ ଗ୍ରହଣ କରିଥିଲେ ।

ଓଡ଼ିଆ କଥାଚିତ୍ରରେ ଅବଦାନସମ୍ପାଦନ କରନ୍ତୁ

୧୯୫୬ ମସିହାରେ ଭାଇ ଭାଇ କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ଲୀଳା, ୧୦ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।[୧]

ଅଭିନୀତ ଓଡ଼ିଆ କଥାଚିତ୍ରସମ୍ପାଦନ କରନ୍ତୁ

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
କାବେରୀ ୧୯୮୩ ରବି କିନ୍ନାଗୀ
ଗୌରୀ ୧୯୭୯ ପ୍ରଶାନ୍ତ ନନ୍ଦ
ବନ୍ଧୁ ମହାନ୍ତି ୧୯୭୭ ନିତାଇ ପାଲିତ
ବନ୍ଧନ ୧୯୬୯ ନିତାଇ ପାଲିତ
କିଏ କାହାର ୧୯୬୮ ନିତାଇ ପାଲିତ
ସାଧନା ୧୯୬୪ ପ୍ରଭାତ ମୂଖାର୍ଜୀ
ଭାଇ ଭାଇ ୧୯୫୬ ନିତାଇ ପାଲିତ

ପୁରସ୍କାରସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

ଅଧିକ ତଥ୍ୟସମ୍ପାଦନ କରନ୍ତୁ