କାବେରୀ (୧୯୮୩ର କଥାଚିତ୍ର)
୧୯୮୩ର ଓଡ଼ିଆ କଥାଚିତ୍ର
(କାବେରୀ (ଓଡ଼ିଆ କଥାଚିତ୍ର)ରୁ ଲେଉଟି ଆସିଛି)
ରବି କିନାଗୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର କାବେରୀ ୧୯୮୩ ମସିହାରେ ମୁକ୍ତିଲାଭ କରିଥିଲା ।[୨]
କାବେରୀ | |
---|---|
ନିର୍ଦ୍ଦେଶକ | ରବି କିନାଗୀ, ଗୋବିନ୍ଦ ତେଜ |
ପ୍ରଯୋଜକ | ନଗେନ ସାହୁ |
ସଂଳାପ | ଗାୟତ୍ରୀ ବସୁ ମଲିକ[୧] |
ଚିତ୍ରନାଟ୍ୟ | ଗୋବିନ୍ଦ ତେଜ |
କାହାଣୀ | ସଂଳାପ: ନାଟ୍ୟକାର ବିଶ୍ୱଜିତ ଦାସ |
କଳାକାର | ଦେବୁ ବୋଷ, ବିଜୟ ମହାନ୍ତି, ଶ୍ରୀରାମ ପଣ୍ଡା, ଅଜିତ ଦାସ, ଜୟୀରାମ ସାମଲ, ମହାଶ୍ୱେତା ରାୟ |
ସଙ୍ଗୀତ | ବାସୁଦେବ ରଥ |
ସମ୍ପାଦକ | ଏ. ଶ୍ରୀକର ପ୍ରସାଦ |
ମୁକ୍ତିଲାଭ ତାରିଖ | ୧୯୮୩ |
ଦେଶ | ![]() |
ଭାଷା | ଓଡ଼ିଆ |
ଖର୍ଚ୍ଚ | ![]() |
କାହାଣୀସମ୍ପାଦନ କରନ୍ତୁ
କାବେରୀ (ମହାଶ୍ୱେତା ରାୟ) ପିଲାଦିନରୁ ଭଲପାଏ ସାଗର (ଶ୍ରୀରାମ ପଣ୍ଡା)କୁ ସାଗର କଲେଜରେ ପଢ଼ିବାକୁ ସହରକୁ ଆସେ ସାଗର ଟିଉସନ କରୁଥିବା ଯୁବତୀ (ନିହାରିକା) ସାଗରକୁ ଭଲପାଇ ବସେ ସାଗର ଘରେ ନ ଜଣାଇ ନିହାରିକାକୁ ବାହାହୋଇ ଗାଆଁକୁ ଆସେ ଏଥିରେ ମର୍ମାହତ ହୋଇ କାବେରୀ ଅବିବାହିତା ରହିବାର ନିଷ୍ପତ୍ତି ନିଏ ପରିଶେଷରେ କାବେରୀକୁ ସାଗର ସ୍ତ୍ରୀର ମର୍ଯ୍ୟାଦା ଦିଏ
ଅଭିନୟରେସମ୍ପାଦନ କରନ୍ତୁ
ଓଡ଼ିଆ କଥାଚିତ୍ର ‘କାବେରୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଗୀତ ଓ ସଙ୍ଗୀତସମ୍ପାଦନ କରନ୍ତୁ
- ସଙ୍ଗୀତକାର: ବାସୁଦେବ ରଥ
- ଗୀତିକାର: ନାରାୟଣ ପ୍ରସାଦ ସିଂ, ଗୌର ପଟ୍ଟନାୟକ, ବନବିହାରୀ ପଣ୍ଡା
- ପ୍ରଚ୍ଛଦପଟ ଗାୟକ: ଚିତ୍ତଜେନା, ଭୁବନେଶ୍ୱରୀ ମିଶ୍ର, ସୁରେଶ ୱାଡ଼େକର, ଅନୁରାଧା ପୌଡ଼ୱାଲ
ଗୀତସମ୍ପାଦନ କରନ୍ତୁ
- ଝୁମି ଝୁମି ଯାଉଛି ମନ ନାଚି ଯାଉଛି ଆଜି ଜୀବନର ସବୁକିଛି ପାଇଛି
- ଆସିବ ବର ତୋର ହୋଇବ ବାହାଘର
- ଏ ଦୁନିଆ ବୁକୁରେ ବଞ୍ଚିବାକୁ ହେଲେ
- ଆସୁନ ଆସ
- ଜୀବନର ସବୁକିଛି ମା ପାଇଁ
- ଶୁଭ କାମନା ଘେନ ଶୁଭକାମନା
ଆଧାରସମ୍ପାଦନ କରନ୍ତୁ
- ↑ http://www.orissadiary.com/CurrentNews.asp?id=45579
- ↑ http://www.orissadiary.com/ShowEntertainmentNews.asp?id=27464
- ↑ "ଷ୍ଟାଇଲ ମାଷ୍ଟର ବିଜୟ" (PDF). ନିତିଦିନ. 8 April 2018. Retrieved 30 August 2018.
- ↑ "ଏହି ସିନେମା ପାଇଁ ମହାଶ୍ୱେତା ଭଏସ୍ ଡବିଂ କରି ନ ଥିଲେ ! | Sambad". Sambad. 1 February 2018. Archived from the original on 24 August 2018. Retrieved 24 August 2018.
- ↑ "ଓଲିଉଡରେ ଏକା ନାମରେ ଅଛନ୍ତି ଏ ଦୁଇ ଅଭିନେତ୍ରୀ | Sambad". Sambad. 24 November 2017. Archived from the original on 24 August 2018. Retrieved 24 August 2018.
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ କାବେରୀ