କଥା ରହିଗଲା କାଳ କାଳକୁ
୧୯୯୯ର ଓଡ଼ିଆ କଥାଚିତ୍ର
କଥା ରହିଗଲା କାଳ କାଳକୁ, ୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅସୀତ ପତି ଓ ଅଞ୍ଜନା ପତି । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଅସୀତ ପତି । ପ୍ରମୋଦ ତ୍ରିପାଠୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । କୁମାର ଆନନ୍ଦ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ ।
କଥା ରହିଗଲା କାଳ କାଳକୁ | |
---|---|
ନିର୍ଦ୍ଦେଶକ | କୁମାର ଆନନ୍ଦ |
ପ୍ରଯୋଜକ | ଅସୀତ ପତି, ଅଞ୍ଜନା ପତି |
ସଂଳାପ | ପ୍ରମୋଦ ତ୍ରିପାଠୀ |
ଚିତ୍ରନାଟ୍ୟ | କୁମାର ଆନନ୍ଦ |
କାହାଣୀ | ଅସୀତ ପତି |
କଳାକାର | ବିଜୟ ମହାନ୍ତି ଉତ୍ତମ ମହାନ୍ତି ପୁଷ୍ପା ପଣ୍ଡା ଅଜିତ ଦାସ ଅସୀତ ପତି |
ସଙ୍ଗୀତ | ବଚ୍ଚୁ ମୁଖାର୍ଜୀ |
ଚିତ୍ରଗ୍ରହଣ | ଅଶୋକ ସ୍ୱାଇଁ |
ସମ୍ପାଦକ | ଦେବେନ ମିଶ୍ର |
ମୁକ୍ତିଲାଭ ତାରିଖ | ୧୯୯୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ପୁଷ୍ପା ପଣ୍ଡା, ଅଜିତ ଦାସ, ଅସୀତ ପତି, ସୁଜାତା ଅନନ୍ଦ, ଅନିନ୍ଦିତା, ଗୀତ ଦତ୍ତ, ଅର୍ପିତା ପାଲ, ସମାଜ ପତି, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନା- ବିଜୟ ମହାନ୍ତି
- ଉତ୍ତମ ମହାନ୍ତି
- ପୁଷ୍ପା ପଣ୍ଡା
- ଅଜିତ ଦାସ
- ଅସୀତ ପତି
- ସୁଜାତା ଅନନ୍ଦ
- ଅନିନ୍ଦିତା
- ଗୀତ ଦତ୍ତ
- ଅର୍ପିତା ପାଲ
- ସମାଜ ପତି
- ଜୟୀରାମ ସାମଲ
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବଚୁ ମୁଖାର୍ଜୀ । ନିମାଇଁ ମହାନ୍ତି ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅଞ୍ଜଳୀ, ସୁବାସ ଦାସ, ଦେବାଶିଷ ମହାପାତ୍ର, ଟି. ସୌରୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|
ଆଧାର
ସମ୍ପାଦନାବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ କଥା ରହିଗଲା କାଳ କାଳକୁ