ଆକାଶେ କି ରଙ୍ଗ ଲାଗିଲା
ଆକାଶେ କି ରଙ୍ଗ ଲାଗିଲା, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧][୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ,[୨] ନମିତା ଅଗ୍ରୱାଲ ଓ ରାଜ୍ ଥୋରାନୀ । ବିଜୟ ମଲ୍ଲ ଏହି କଥାଚିତ୍ରଟିର କାହାଣୀ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ । ସୁଦୀପ୍ତା ନନ୍ଦ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏସ୍. କେ. ମୂରଲୀଧରନ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨]
ଆକାଶେ କି ରଙ୍ଗ ଲାଗିଲା | |
---|---|
ନିର୍ଦ୍ଦେଶକ | ଏସ୍ କେ ମୂରଲୀଧରନ |
ପ୍ରଯୋଜକ | ସୀତାରାମ ଅଗ୍ରୱାଲ, ନମିତା ଅଗ୍ରୱାଲ, ରାଜ୍ ଥୋରାନୀ |
ସଂଳାପ | ସୁଦୀପ୍ତା ନନ୍ଦ |
ଚିତ୍ରନାଟ୍ୟ | ବିଜୟ ମଲ୍ଲ |
କାହାଣୀ | ବିଜୟ ମଲ୍ଲ |
କଳାକାର | ଅନୁଭବ ମହାନ୍ତି, ଅର୍ଚ୍ଚିତା ସାହୁ, ରାଲି ନନ୍ଦ, ବିରଞ୍ଚି, ଦେବୁ ବୋଷ, ଅନିତା ଦାସ, ରାଇଚରଣ ଦାସ, ସଲିଲ ମିତ୍ର |
ସଙ୍ଗୀତ | ବିକାଶ ଦାସ |
ଚିତ୍ରଗ୍ରହଣ | ଆର୍. ଭଗତ ସିଂହ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୧୨ ଜୁନ ୨୦୦୯ |
ଦେଶ | ![]() |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଏବଂ ଅର୍ଚ୍ଚିତା ସାହୁ । ରାଲି ନନ୍ଦ, ବିରଞ୍ଚି, ଦେବୁ ବୋଷ, ଅନିତା ଦାସ, ରାଇଚରଣ ଦାସ, ସଲିଲ ମିତ୍ର, ପୃଥିରାଜ ନାୟକ, ରୁନୁ ପରିଜା, ଜୟୀରାମ ସାମଲ, ହରିହର ମହାପାତ୍ର, ମୁନ୍ନା ଖାନ୍, ମଧୁସ୍ମିତା, ବ୍ରଜ ନାୟକ, ମିଲି, ପୁପୁନ୍ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
ଅଭିନୟସମ୍ପାଦନ କରନ୍ତୁ
- ଅନୁଭବ ମହାନ୍ତି[୨][୩]
- ଅର୍ଚ୍ଚିତା ସାହୁ
- ରାଲି ନନ୍ଦ[୪][୨][୫]
- ବିରଞ୍ଚି ନାରାୟଣ ନାୟକ
- ଦେବୁ ବୋଷ
- ଅନିତା ଦାସ
- ରାଇଚରଣ ଦାସ
- ସଲିଲ ମିତ୍ର
- ପୃଥିରାଜ ନାୟକ
- ରୁନୁ ପରିଜା
- ଜୟୀରାମ ସାମଲ
- ହରିହର ମହାପାତ୍ର
- ମୁନ୍ନା ଖାନ୍
- ମଧୁମିତା ମହାନ୍ତି
- ବ୍ରଜ ନାୟକ
- ମିଲି
- ପୁପୁନ୍
କାହାଣୀସମ୍ପାଦନ କରନ୍ତୁ
ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ । ମୋହିତ ଚକ୍ରବର୍ତ୍ତୀ, ଅରୁଣ ମନ୍ତ୍ରୀ, ବିଜୟ ମଲ୍ଲ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଶ୍ରୀଚରଣ ମହାନ୍ତି, କୁରଣାକର, ଉଦିତ ନରାୟଣ, ନିବେଦିତା, ପଦ୍ମା, ପମି, ସୁରେଶ ୱାଡ଼େକର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତସମ୍ପାଦନ କରନ୍ତୁ
କ୍ରମ | ଗୀତ | ସମୟ |
---|---|---|
1. | "ଦୂରେ ଚାଲିଯାଏ ମାୟା ଲଗେଇ" | |
2. | "ତୋ ଆଖିରେ ମୁଁ" | |
3. | "କୁଚ୍ଚି କୁଚ୍ଚି" | |
4. | "ଆଜି ଆକାଶେ କି ରଙ୍ଗ ଲାଗିଲା" | |
5. | "ଲୁହ ଟୋପେ" | |
6. | "ଆକାଶକୁ ଛୁଇଁଯିବି" | |
7. | "ଆଜି ଆକାଶେ କି ରଙ୍ଗ ଲାଗିଲା (ଧିର)" |
ଆଧାରସମ୍ପାଦନ କରନ୍ତୁ
- ↑ "ନାୟିକା ଏଲିନା ସାମନ୍ତରାୟ୍, ଏକା ସହ ଦୁଇଟି ବଡ଼ ପ୍ରଯୋଜନା ସଂସ୍ଥାରେ କରିବେ କାମ". E News ଓଡ଼ିଆ. 28 November 2017. Retrieved 26 December 2017.
- ↑ ୨.୦ ୨.୧ ୨.୨ ୨.୩ ୨.୪ "ଓଲିଉଡର ଚର୍ଚ୍ଚିତ ଭାଇ-ଭଉଣୀ, ଯେଉଁମାନେ ପରଦାରେ ଜନପ୍ରିୟ | Sambad". Sambad. 25 August 2018. Archived from the original on 27 August 2018. Retrieved 27 August 2018.
- ↑ "ରୂପେଲୀ ପରଦାରେ ରାକ୍ଷୀ - SamajaLive.in". SamajaLive.in. 25 August 2018. Archived from the original on 27 August 2018. Retrieved 27 August 2018.
- ↑ "ଏହି ନାୟକଙ୍କ ସହ କାମ କରିଛନ୍ତି ରାଲି". sambad.in. 25 March 2018. Retrieved 2 April 2018.
- ↑ "ରୂପେଲି ପରଦାକୁ କେବେ ଆଉ କେମିତି ଆସିଲା ରାକ୍ଷୀ: ପଢନ୍ତୁ ଏଇ କାହାଣୀ | News7". www.prameyanews7.com. Archived from the original on 27 August 2018. Retrieved 27 August 2018.
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ଆକାଶେ କି ରଙ୍ଗ ଲାଗିଲା