ରାଲି ନନ୍ଦ
ଓଡ଼ିଆ କଥାଚିତ୍ର ଅଭିନେତ୍ରୀ
ରାଲି ନନ୍ଦ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୨୦୦୮ ମସିହାରେ ଓଡ଼ିଆ କଥାଚିତ୍ର କଳିଙ୍ଗ ପୁତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୧] ତୁ ଥିଲେ ମୋ ଡର କାହାକୁ, ଓମ୍ ନମଃ ଶିବାୟ, ଟଙ୍କା ତତେ ସଲାମ, ସୁପରଷ୍ଟାର ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଓମ୍ ନମଃ ଶିବାୟ ଚଳଚ୍ଚିତ୍ରରେ ରାଲି ଦ୍ୱେତ ଭୂମିକାରେ ଅଭିନୟ କରିଥିଲେ ।[୨]
ରାଲି ନନ୍ଦ | |
---|---|
ଜନ୍ମ | ରାଲି ନନ୍ଦ |
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୮ରୁ-୨୦୧୪ |
ପ୍ରାରମ୍ଭିକ ଜୀବନ
ସମ୍ପାଦନାଅଭିନୟ ଜୀବନ
ସମ୍ପାଦନାରାଲି ନନ୍ଦ ୨୦୦୮ ମସିହାରେ ଓଡ଼ିଆ କଥାଚିତ୍ର କଳିଙ୍ଗ ପୁତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨][୩] ଏହାପରେ ସେ ଆକାଶେ କି ରଙ୍ଗ ଲାଗିଲା[୪], ତୁ ଥିଲେ ମୋ ଡର କାହାକୁ, ॐ ନମଃ ଶିବାୟ, ନଈ ସେପାରୀ କନକ ଗୋରୀ, ସୁପରଷ୍ଟାର, ଟଙ୍କା ତତେ ସଲାମ, ପୁଣି ଦେଖା ହବ ଆର ଜନମରେ, ମା' ଖୋଜେ ମମତା, ଅଭିମାନୀ ପ୍ରିୟା ମୋର ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।[୫] ରାଲି ବିବାହ କରିବା ପରେ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ ।[୬]
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୦୮ | କଳିଙ୍ଗ ପୁତ୍ର | ବାସନ୍ତି | ପ୍ରଥମ ଓଡ଼ିଆ କଥାଚିତ୍ର |
୨୦୦୯ | ଆକାଶେ କି ରଙ୍ଗ ଲାଗିଲା | ଚୁଟ୍କି | ସହକାରୀ ଅଭିନେତ୍ରୀ |
୨୦୧୦ | ତୁ ଥିଲେ ମୋ ଡର କାହାକୁ | ସୀତା | |
ॐ ନମଃ ଶିବାୟ | ଗଙ୍ଗା/ଯମୁନା | ଦ୍ୱେତ ଭୂମିକା | |
୨୦୧୧ | ମା' ଖୋଜେ ମମତା | ||
୨୦୧୦ | ନଈ ସେପାରୀ କନକ ଗୋରୀ | କନକ | |
ସୁପରଷ୍ଟାର | |||
ଟଙ୍କା ତତେ ସଲାମ | ଚାନ୍ଦିନୀ | ||
୨୦୧୪ | ପୁଣି ଦେଖା ହବ ଆର ଜନମରେ | ସୁକନ୍ୟା |
ଆଧାର
ସମ୍ପାଦନା- ↑ "ଥରଟିଏ ଆସିଛନ୍ତି ଆକାଶ- ରାଲି ଯୋଡି". sambad.in. 24 january 2018. Retrieved 2 February 2018.
{{cite news}}
: Check date values in:|date=
(help) - ↑ ୨.୦ ୨.୧ "ଏହି ନାୟକଙ୍କ ସହ କାମ କରିଛନ୍ତି ରାଲି". sambad.in. 25 March 2018. Retrieved 26 March 2018.
- ↑ "ଓଲିଉଡର ଚର୍ଚ୍ଚିତ ଭାଇ-ଭଉଣୀ, ଯେଉଁମାନେ ପରଦାରେ ଜନପ୍ରିୟ | Sambad". Sambad. 25 August 2018. Archived from the original on 28 August 2018. Retrieved 27 August 2018.
- ↑ "ଅର୍ଚ୍ଚିତା ଓ ରାଲି କାମ କରିଛନ୍ତି ଏହି ଓଡ଼ିଆ ଛବିରେ". ସମ୍ବାଦ. 4 August 2017. Retrieved 2 February 2018.
- ↑ "ବିବାହ ପରେ ବଡ଼ ପରଦାକୁ ଫେରିନାହାନ୍ତି ଓଲିଉଡ ନାୟିକା". Odisha.Iive. 17 April 2018. Retrieved 8 May 2018.
- ↑ "ସବୁ ନାୟକଙ୍କ ସହ ଥରଟିଏ ସୁଯୋଗ ପାଇଛନ୍ତି ଏହି ଓଲିଉଡ ନାୟିକା !". sambad.in. 21 October 2017. Retrieved 2 February 2018.
ବାହାର ଆଧାର
ସମ୍ପାଦନାଇଣ୍ଟରନେଟ ମୁଭି ଡାଟାବେସରେ ରାଲି ନନ୍ଦ