ରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ
(Rajanagar Assembly constituencyରୁ ଲେଉଟି ଆସିଛି)
ରାଜନଗର (କ୍ରମିକ ସଂଖ୍ୟା: ୯୯) କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପଟ୍ଟାମୁଣ୍ଡାଇ (ବି), ରାଜନଗର ବ୍ଳକ ଓ ପଟ୍ଟାମୁଣ୍ଡାଇ ବ୍ଳକର କିଛି ଅଞ୍ଚଳ ।[୨][୩]
ରାଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୨୦,୧୫୬ |
ଜିଲ୍ଲା: | କେନ୍ଦ୍ରାପଡ଼ା |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କେନ୍ଦ୍ରାପଡ଼ା |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: | ୦ |
ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅଂଶୁମାନ ମହାନ୍ତି ବିଜୁ ଜନତା ଦଳ ପ୍ରାର୍ଥୀ ଧ୍ରୁବଚରଣ ସାହୁଙ୍କଠାରୁ ୫୪୨୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅଲେଖ କୁମାର ଜେନା, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ନଳିନୀ କାନ୍ତ ମହାନ୍ତିଙ୍କଠାରୁ ୪,୩୩୫ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
ସମ୍ପାଦନା୨୦୦୯ ବିଧାନ ସଭା ନିର୍ବାଚନ, ରାଜନଗର [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ଅଲେଖ କୁମାର ଜେନା | ୬୩,୬୮୩ | ୪୮.୧୫ | - | |
କଂଗ୍ରେସ | ନଳିନୀ କାନ୍ତ ମହାନ୍ତି | ୫୯,୩୪୮ | ୪୪.୮୭ | - | |
ଭାଜପା | ବିଜୟ କେତନ ସ୍ୱାଇଁ | ୬,୬୬୧ | ୫.୦୪ | - | |
ଓଡ଼ିଶା କମ୍ୟୁନିଷ୍ଟ ପାର୍ଟି | ପ୍ରେମାନନ୍ଦ ଖିଲାର | ୬୪୯ | ୦.୪୯ | - | |
ସ୍ୱାଧୀନ | ଅଜିତ କୁମାର ନାୟକ | ୫୪୪ | ୦.୪୧ | - | |
ବସପା | ମଞ୍ଜୁଲତା ଦାସ | ୫୨୨ | ୦.୩୯ | - | |
ସିପିଆଇ(ମାଲେ) ଲିବରେସନ | ରାମଚନ୍ଦ୍ର ପାତ୍ର | ୪୩୪ | ୦.୩୩ | - | |
ସମୃଦ୍ଧ ଓଡ଼ିଶା | ମଞ୍ଜୁଲତା ରଥ | ୪୧୪ | ୦.୩୧ | - | |
ଭୋଟ ବ୍ୟବଧାନ | ୪,୩୩୫ | ୩.୨୮* | - | ||
ମତଦାନ ହାର | ୧,୩୨,୨୭୫ | ୬୮.୭୦ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
ସମ୍ପାଦନା୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୧୯: ଧ୍ରୁବ ଚରଣ ସାହୁ (ବିଜେଡି)
- ୨୦୧୪: ଅଂଶୁମାନ ମହାନ୍ତି (କଂଗ୍ରେସ)
- ୨୦୦୯: (୯୯): ଅଲେଖ କୁମାର ଜେନା (ବିଜଦ)
- ୨୦୦୪: (୩୨): ନଳିନୀ କାନ୍ତ ମହାନ୍ତି (କଂଗ୍ରେସ)
- ୨୦୦୦: (୩୨): ନଳିନୀ କାନ୍ତ ମହାନ୍ତି (ବିଜଦ)
- ୧୯୯୫: (୩୨): ନଳିନୀ କାନ୍ତ ମହାନ୍ତି (ଜନତା ଦଳ)
- ୧୯୯୦: (୩୨): ନଳିନୀ କାନ୍ତ ମହାନ୍ତି (ଜନତା ଦଳ)
- ୧୯୮୫: (୩୨): ନଳିନୀ କାନ୍ତ ମହାନ୍ତି (ଜନତା ଦଳ)
- ୧୯୮୦: (୩୨): ନଳିନୀ କାନ୍ତ ମହାନ୍ତି (ଜନତା-ଏସ)
- ୧୯୭୭: (୩୨): ନଳିନୀ କାନ୍ତ ମହାନ୍ତି (ଜନତା)
- ୧୯୭୪: (୩୨): ବିଜୟାନନ୍ଦ ପଟ୍ଟନାୟକ (ଉତ୍କଳ କଂଗ୍ରେସ)
- ୧୯୭୧: (ଉପ): ବିଜୁ ପଟ୍ଟନାୟକ (ଉତ୍କଳ କଂଗ୍ରେସ)
- ୧୯୭୧: (୩୦): ପ୍ରହଲ୍ଲାଦ ମଲ୍ଲିକ (ଉତ୍କଳ କଂଗ୍ରେସ)
- ୧୯୬୭: (୩୦): ଶୈଳେନ୍ଦ୍ର ନାରାୟଣ ଭଞ୍ଜ ଦେଓ (ସ୍ୱାଧୀନ)
- ୧୯୬୧: (୧୧୦): ପଦ୍ମ ଚରଣ ନାଏକ (ସ୍ୱାଧୀନ)
- ୧୯୫୭: (୭୮): ଅନନ୍ତ ଚରଣ ତ୍ରିପାଠୀ (ସ୍ୱାଧୀନ)
- ୧୯୫୧: (୬୮): ସରସ୍ୱତୀ ଦେବୀ (କଂଗ୍ରେସ)
ଆଧାର
ସମ୍ପାଦନା- ↑ "Rajanagar Assembly Election 2009, Orissa". empoweringindia.org. Archived from the original on 17 April 2014. Retrieved 17 June 2013.
Constituency: Rajanagar (99) District : Kendrapara
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
4335
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 32-Rajnagar Constituency of ORISSA". eci.nic.in. 2006. Retrieved 17 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf