ପାଟକୁରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ପାଟକୁରା (କ୍ରମିକ ସଂଖ୍ୟା: ୯୬) କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଡେରାବିଶ ବ୍ଳକ, ଗରଦପୁର ବ୍ଳକ ଓ ମାର୍ଶାଘାଇ ବ୍ଳକର କିଛି ଅଞ୍ଚଳ ।[୨][୩]
ପାଟକୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୨୭,୮୨୬ |
ଜିଲ୍ଲା: | କେନ୍ଦ୍ରାପଡ଼ା |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କେନ୍ଦ୍ରାପଡ଼ା |
ପଞ୍ଚାୟତ ସମିତି: | ୩ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | |
ପୌର ପରିଷଦ: |
ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କଠାରୁ ୧୭,୯୨୦ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜୟନ୍ତ କୁମାର ମହାନ୍ତିଙ୍କଠାରୁ ୪୭୭୧୫ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୫]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲ୍ଲା, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କଠାରୁ ୪୪,୯୯୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୬]
୨୦୧୯ ବିଧାନ ସଭା ଉପ-ନିର୍ବାଚନ
ସମ୍ପାଦନା୨୦୧୯ ବିଧାନ ସଭା ନିର୍ବାଚନ ପାଟକୁରାରେ ଚତୁର୍ଥ ପର୍ଯ୍ୟାୟରେ, ୨୯ ଅପ୍ରେଲରେ ହେବାର ଥିଲା କିନ୍ତୁ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କର ଦେହାନ୍ତ ଯୋଗୁଁ ମଇ ୧୯ ଯାଏଁ ନିର୍ବାଚନ ଘୁଞ୍ଚାଯାଇଥିଲା ।[୪] ପରେ ଘୁର୍ଣ୍ଣିବାତ୍ୟା ଫଣୀ ଯୋଗୁଁ ଏହାକୁ ଆଉଥରେ ଘୁଞ୍ଚାଯାଇ ୨୦ ଜୁଲାଇରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା ।[୫] ଜୁଲାଇ ୨୪ ତାରିଖରେ ଏହାର ଫଳାଫଳ ପ୍ରକାଶ ପାଇଥିଲା । ବିଜେଡି ପ୍ରତିନିଧି ଏହି ଆସନରୁ ଜିତିଥିଲେ ।[୬]
୨୦୦୯ ନିର୍ବାଚନ ଫଳାଫଳ
ସମ୍ପାଦନା୨୦୦୯ ବିଧାନ ସଭା ନିର୍ବାଚନ, ପାଟକୁରା [୭] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ବେଦ ପ୍ରକାଶ ଅଗ୍ରୱାଲା | ୭୧,୭୨୫ | ୪୯.୧୨ | - | |
ଭାଜପା | ବିଜୟ ମହାପାତ୍ର | ୪୪,୯୯୦ | ୩୦.୮୧ | - | |
କଂଗ୍ରେସ | ନାରାୟଣ ପ୍ରସାଦ ସ୍ୱାଇଁ | ୨୬,୧୩୧ | ୧୭.୮୯ | - | |
ବସପା | ନାରାୟଣ ପ୍ରସାଦ ଜେନା | ୧,୦୮୫ | ୦.୭୪ | - | |
ଜନତା ଦଳ (ସଂ) | ବିରଜା ଶଙ୍କର ମିଶ୍ର | ୮୭୮ | ୦.୬୦ | - | |
କଳିଙ୍ଗ ସେନା | ସତିଶ କୁମାର ଜୟସ୍ୱାଲ | ୬୯୫ | ୦.୪୮ | - | |
ସମୃଦ୍ଧ ଓଡ଼ିଶା | ଲୋଭାରାଣୀ ଜେନା | ୫୨୮ | ୦.୩୬ | - | |
ଭୋଟ ବ୍ୟବଧାନ | ୨୬,୭୩୫ | ୧୮.୩୧* | - | ||
ମତଦାନ ହାର | ୧,୪୬,୦୬୪ | ୬୮.୫୭ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
ସମ୍ପାଦନା୧୯୫୧ରୁ ୨୦୧୯ ମଧ୍ୟରେ ମୋଟ ୧୬ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[୮] [୯][୫]
- ୨୦୨୪: ଅରବିନ୍ଦ ମହାପାତ୍ର (ବିଜଦ)
- ୨୦୧୯: ସାବିତ୍ରୀ ଅଗ୍ରୱାଲ (ବିଜଦ)
- ୨୦୧୪: ବେଦ ପ୍ରକାଶ ଅଗ୍ରୱାଲ (ବିଜଦ)
- ୨୦୦୯: (୯୬): ବେଦ ପ୍ରକାଶ ଅଗ୍ରୱାଲ୍ଲା (ବିଜଦ)
- ୨୦୦୪: (୩୪): ଅତନୁ ସବ୍ୟସାଚୀ ନାୟକ (ବିଜଦ)
- ୨୦୦୦: (୩୪): ତ୍ରିଲୋଚନ ବେହେରା (ବିଜଦ)
- ୧୯୯୫: (୩୪): ବିଜୟ ମହାପାତ୍ର (ଜନତା ଦଳ)
- ୧୯୯୦: (୩୪): ବିଜୟ ମହାପାତ୍ର (ଜନତା ଦଳ)
- ୧୯୮୫: (୩୪): ବିଜୟ ମହାପାତ୍ର (ଜନତା ଦଳ)
- ୧୯୮୦: (୩୪): ବିଜୁ ପଟ୍ଟନାୟକ (ଜନତା-ଏସ)
- ୧୯୭୭: (୩୪): ପ୍ରହଲ୍ଲାଦ ମଲ୍ଲିକ (ଜନତା)
- ୧୯୭୪: (୩୪): ରାଜକିଶୋର ନାୟକ (ଉତ୍କଳ କଂଗ୍ରେସ)
- ୧୯୭୧: (୩୨): ରାଜକିଶୋର ନାୟକ (ଉତ୍କଳ କଂଗ୍ରେସ)
- ୧୯୬୭: (୩୨): ଚକ୍ରଧର ଶତପଥୀ (ପ୍ରଜା ସୋସିଆଲିଷ୍ଟ ପାର୍ଟି)
- ୧୯୬୧: (୧୦୯): ଲୋକନାଥ ମିଶ୍ର (କଂଗ୍ରେସ)
- ୧୯୫୭: (୭୭): ଲୋକନାଥ ମିଶ୍ର (କଂଗ୍ରେସ)
- ୧୯୫୧: (୭୦): ଲୋକନାଥ ମିଶ୍ର (କଂଗ୍ରେସ)
ଆଧାର
ସମ୍ପାଦନା- ↑ "Patakura Assembly Election 2009, Orissa". empoweringindia.org. Archived from the original on 3 August 2020. Retrieved 17 June 2013.
Constituency: Patakura (96) District : Kendrapara
- ↑ Assembly Constituencies and their Extent
- ↑ Seats of Odisha
- ↑ "BJD Wins Patkura Poll In Odisha, Trounces BJP By A Margin Of 17,920 Votes". odishatv.in (in ଆମେରିକୀୟ ଇଂରାଜୀ). Archived from the original on 2019-08-02. Retrieved 2019-08-02.
- ↑ ୫.୦ ୫.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
44990
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 34-Patkura Constituency of ORISSA". eci.nic.in. 2006. Retrieved 17 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf