ଲୋଇସିଂହା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ
(Loisingha Assembly constituencyରୁ ଲେଉଟି ଆସିଛି)
ଲୋଇସିଂହା (କ୍ରମିକ ସଂଖ୍ୟା: ୬୬) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଲୋଇସିଂହା ବ୍ଳକ, ଆଗଲପୁର ବ୍ଳକ ଓ ପୁଇଁତଳା ବ୍ଳକ ।[୨][୩]
ଲୋଇସିଂହା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୧୧,୦୮୨ |
ଜିଲ୍ଲା: | ବଲାଙ୍ଗୀର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ବଲାଙ୍ଗୀର |
ପଞ୍ଚାୟତ ସମିତି: | ୩ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଯୋଗେନ୍ଦ୍ର ବେହେରା ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପାଣ୍ଡବ ଚନ୍ଦ୍ର କୁମ୍ଭାରଙ୍କଠାରୁ ୨୨୮୫୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ନିର୍ବାଚିତ ବିଧାୟକଗଣ
ସମ୍ପାଦନା୧୯୫୭ରୁ ୨୦୧୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୫][୬]
- ୨୦୧୯: (୧୧୦): ମୁକେଶ ମହାଲିଙ୍ଗ (ଭାଜପା)
- ୨୦୧୪: (୬୬): ଯୋଗେନ୍ଦ୍ର ବେହେରା (ବିଜଦ)
- ୨୦୦୯: (୬୬): ରମାକାନ୍ତ ସେଠ (ବିଜଦ)
- ୨୦୦୪: (୧୧୦): ନରସିଂହ ମିଶ୍ର (କଂଗ୍ରେସ)
- ୨୦୦୦: (୧୧୦): ବାଳଗୋପାଳ ମିଶ୍ର (ଭାଜପା)
- ୧୯୯୫: (୧୧୦): ବାଳଗୋପାଳ ମିଶ୍ର (ସ୍ୱାଧୀନ)
- ୧୯୯୦: (୧୧୦): ନରସିଂହ ମିଶ୍ର (ଜନତା ଦଳ)
- ୧୯୮୫: (୧୧୦): ବାଳଗୋପାଳ ମିଶ୍ର (ସ୍ୱାଧୀନ)
- ୧୯୮୦: (୧୧୦): ବାଳଗୋପାଳ ମିଶ୍ର (ସ୍ୱାଧୀନ)
- ୧୯୭୭: (୧୧୦): ରାମ ପ୍ରସାଦ ମିଶ୍ର (ଜନତା)
- ୧୯୭୪: (୧୧୦): ଅନଙ୍ଗ ଉଦୟ ସିଂହ ଦେଓ (ସ୍ୱତନ୍ତ୍ର)
- ୧୯୭୧: (୧୦୪): ନନ୍ଦ କିଶୋର ମିଶ୍ର (ସ୍ୱତନ୍ତ୍ର)
- ୧୯୬୭: (୧୦୪): ନନ୍ଦ କିଶୋର ମିଶ୍ର (ସ୍ୱତନ୍ତ୍ର)
- ୧୯୬୧: (୪୫): ରାମ ପ୍ରସାଦ ମିଶ୍ର (ଗଣ ପରିଷଦ)
- ୧୯୫୭: (୩୨): ରାମ ପ୍ରସାଦ ମିଶ୍ର (ଗଣ ପରିଷଦ)
୨୦୦୯ ନିର୍ବାଚନ
ସମ୍ପାଦନାଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରମାକାନ୍ତ ସେଠ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପାଣ୍ଡବ ଚନ୍ଦ୍ର କୁମ୍ଭାରଙ୍କଠାରୁ ୪,୦୯୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୭]
୨୦୦୯ ବିଧାନ ସଭା ନିର୍ବାଚନ, ଲୋଇସିଂହା [୮] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ରମାକାନ୍ତ ସେଠ | ୪୯,୬୫୯ | ୩୪.୪୦ | - | |
କଂଗ୍ରେସ | ପାଣ୍ଡବ ଚନ୍ଦ୍ର କୁମ୍ଭାର | ୪୫,୫୬୬ | ୩୧.୫୬ | - | |
ଭାଜପା | ମାଘ କୁମ୍ଭାର | ୩୮,୨୬୧ | ୨୬.୫୦ | - | |
ବସପା | ଦେବେନ୍ଦ୍ର ବାରିକ | ୪,୫୮୮ | ୩.୧୮ | - | |
ସପା | ଗଜେନ୍ଦ୍ର ଦଣ୍ଡସେନା | ୨,୭୯୬ | ୧.୯୪ | - | |
ସ୍ୱାଧୀନ | ଲମ୍ବୋଦର କୁମ୍ଭାର | ୧,୭୬୭ | ୧.୨୨ | - | |
ଓଡ଼ିଶା ମୁକ୍ତି ମୋର୍ଚ୍ଚା | ନୀରଜ ତାଣ୍ଡି | ୧,୭୩୨ | ୧.୨୦ | - | |
ଭୋଟ ବ୍ୟବଧାନ | ୪,୦୯୩ | ୨.୮୪* | - | ||
ମତଦାନ ହାର | ୧,୪୪,୩୮୧ | ୭୨.୦୭ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ଆଧାର
ସମ୍ପାଦନା- ↑ "Loisingha Assembly Election 2009, Orissa". empoweringindia.org. Retrieved 11 June 2013.
Constituency: Loisingha (66) District : Bolangir
[permanent dead link] - ↑ Assembly Constituencies and their Extent
- ↑ Seats of Odisha
- ↑ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "State Elections 2004 - Partywise Comparision for 110-Loisingha Constituency of ORISSA". eci.nic.in. 2006. Retrieved 11 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
4093
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf