ଦିଗପହଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଦିଗପହଣ୍ଡି (କ୍ରମିକ ସଂଖ୍ୟା: ୧୩୪) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧]
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଦିଗପହଣ୍ଡି (ବି), ଦିଗପହଣ୍ଡି ବ୍ଳକ ଓ କୁକୁଡ଼ାଖଣ୍ଡି ବ୍ଳକର କିଛି ଅଞ୍ଚଳ ।[୨][୩]
ଗତ ୨୦୨୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର, ବିଜୁ ଜନତା ଦଳ ପ୍ରାର୍ଥୀ ବିପ୍ଳବ ପାତ୍ରଙ୍କଠାରୁ ୧୬,୮୪୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।
ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ | |
---|---|
ବିଧାୟକ : | ସିଦ୍ଧାନ୍ତ ମହାପାତ୍ର (ଭାଜପା) (୨୦୨୪) |
ଆରକ୍ଷଣ: | ସାଧାରଣ |
ମତଦାତା ସଂଖ୍ୟା (୨୦୨୪): | ୨,୨୨,୦୮୭ |
ଜିଲ୍ଲା: | ଗଞ୍ଜାମ |
ଲୋକସଭା ଆସନ: | ବ୍ରହ୍ମପୁର |
ପଞ୍ଚାୟତ ସମିତି: | ୨ |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସୂର୍ଯ୍ୟନାରାୟଣ ପାତ୍ର ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶୁକ ସୁଜିତ କୁମାରଙ୍କଠାରୁ ୪୫୮୯୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସୂର୍ଯ୍ୟ ନାରାୟଣ ପାତ୍ର, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭି. ରବି ନାରାୟଣ ରାଜୁଙ୍କଠାରୁ ୩୨,୭୬୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
ସମ୍ପାଦନା୨୦୦୯ ବିଧାନ ସଭା ନିର୍ବାଚନ, ଦିଗପହଣ୍ଡି [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ସୂର୍ଯ୍ୟନାରାୟଣ ପାତ୍ର | ୬୫,୨୧୯ | ୬୧.୭୫ | - | |
କଂଗ୍ରେସ | ଭି. ରବି ନାରାୟଣ ରାଜୁ | ୩୨,୪୫୬ | ୩୦.୭୯ | - | |
ଭାଜପା | ଶ୍ରୀଧର ଦେବ | ୪,୧୧୯ | ୩.୯୦ | - | |
ସ୍ୱାଧୀନ | ସକ ବାଲାଜୀ | ୨,୨୮୮ | ୨.୧୭ | - | |
ସମୃଦ୍ଧ ଓଡ଼ିଶା | ପ୍ରମୋଦ ସାବତ | ୧,୫୪୨ | ୧.୪୬ | - | |
ଭୋଟ ବ୍ୟବଧାନ | ୩୨,୭୬୩ | ୩୧.୦୨* | - | ||
ମତଦାନ ହାର | ୧,୦୫,୬୩୦ | ୬୨.୮୨ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
ସମ୍ପାଦନାନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ ଓ ୨୦୧୪ରେ କେବଳ ୨ଥର ନିର୍ବାଚନ ଅନୁଷ୍ଠିତ ହୋଇଛି ।[୭][୪]
- ୨୦୨୪: ସିଦ୍ଧାନ୍ତ ମହାପାତ୍ର (ଭାଜପା)
- ୨୦୧୯: ସୂର୍ଯ୍ୟନାରାୟଣ ପାତ୍ର (ବିଜଦ)
- ୨୦୧୪: ସୂର୍ଯ୍ୟ ନାରାୟଣ ପାତ୍ର (ବିଜଦ)
- ୨୦୧୪: ସୂର୍ଯ୍ୟନାରାୟଣ ପାତ୍ର (ବିଜଦ)
- ୨୦୦୯: (୧୩୪): ସୂର୍ଯ୍ୟନାରାୟଣ ପାତ୍ର (ବିଜଦ)
- ୧୯୬୧: ରଘୁନାଥ ମହାପାତ୍ର (କଂଗ୍ରେସ)
- ୧୯୫୭: ଅନଙ୍ଗ ମଞ୍ଜରୀ ଦେବୀ (କଂଗ୍ରେସ), ମୋହନ ନାଏକ (କଂଗ୍ରେସ)
ଆଧାର
ସମ୍ପାଦନା- ↑ "Digapahandi Assembly Election 2009, Orissa". empoweringindia.org. Archived from the original on 22 March 2014. Retrieved 8 June 2013.
Constituency: Digapahandi (134) District : Ganjam
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
32763
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf