ଅନଙ୍ଗ ମଞ୍ଜରୀ ଦେବୀ
ଓଡ଼ିଆ ରାଜନୀତିଜ୍ଞା
ଅନଙ୍ଗ ମଞ୍ଜରୀ ଦେବୀ (୧୨ ନଭେମ୍ବର ୧୯୧୧ - ୧୪ ଡିସେମ୍ବର ୧୯୮୪) ଜଣେ ଓଡ଼ିଆ ରାଜନୀତିଜ୍ଞା ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଦିଗପହଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଅନଙ୍ଗ ମଞ୍ଜରୀ ଦେବୀ | |
---|---|
ବିଧାୟିକା: ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୧ | |
ପର ଅଧିକାରୀ | ରଘୁନାଥ ମହାପାତ୍ର |
ନିର୍ବାଚନ ମଣ୍ଡଳୀ | ଦିଗପହଣ୍ଡି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୨ ନଭେମ୍ବର ୧୯୧୧ |
ମୃତ୍ୟୁ | ୧୪ ଡିସେମ୍ବର ୧୯୮୪ | (ବୟସ ୭୩)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ରାଣା ଚନ୍ଦ୍ର ଦେବ |
ବାପା/ବୋଉ | ଉଦୟ ପ୍ରତାପ ସିଂହଦେଓ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ ପରିବାର ଓ ଶିକ୍ଷା
ସମ୍ପାଦନାଅନଙ୍ଗ ମଞ୍ଜରୀ ୧୯୧୧ ମସିହାର ନଭେମ୍ବର ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଉଦୟ ପ୍ରତାପ ସିଂହଦେଓ ଓ ପତିଙ୍କ ନାମ ରାଣା ଚନ୍ଦ୍ର ଦେବ ।[୧]
ରାଜନୈତିକ ଜୀବନ
ସମ୍ପାଦନାଅନଙ୍ଗ ମଞ୍ଜରୀ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର ରାଜନେତ୍ରୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାଅନଙ୍ଗ ମଞ୍ଜରୀ ୧୯୮୪ ମସିହାର ଡିସେମ୍ବର ୧୪ ତାରିଖରେ ୭୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Ananga Manjari Devi". odishaassembly.nic.in. Odisha Assembly. Retrieved 30 December 2020.