ବ୍ରହ୍ମଗିରି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ
(Brahmagiri Assembly constituencyରୁ ଲେଉଟି ଆସିଛି)
ବ୍ରହ୍ମଗିରି (କ୍ରମିକ ସଂଖ୍ୟା: ୧୦୮) ପୁରୀ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବ୍ରହ୍ମଗିରି ବ୍ଳକ, କୃଷ୍ଣପ୍ରସାଦ ବ୍ଳକ ଓ ପୁରୀ ସଦର ବ୍ଳକର କିଛି ଅଞ୍ଚଳ ।[୨][୩]
ବ୍ରହ୍ମଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୯୬,୩୮୭ |
ଜିଲ୍ଲା: | ପୁରୀ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ପୁରୀ |
ପଞ୍ଚାୟତ ସମିତି: | ୩ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସଞ୍ଜୟ କୁମାର ଦାସବର୍ମା ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଲଲାଟେନ୍ଦୁ ମହାପାତ୍ରଙ୍କଠାରୁ ୧୬୪୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସଞ୍ଜୟ କୁମାର ଦାସ ବର୍ମା, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କଠାରୁ ୪,୮୮୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
ସମ୍ପାଦନା୨୦୦୯ ବିଧାନ ସଭା ନିର୍ବାଚନ, ବ୍ରହ୍ମଗିରି [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ସଞ୍ଜୟ କୁମାର ଦାସ ବର୍ମା | ୭୦,୫୩୩ | ୪୮.୫୭ | - | |
କଂଗ୍ରେସ | ଲଲାଟେନ୍ଦୁ ବିଦ୍ୟାଧର ଦାସ ମହାପାତ୍ର | ୬୫,୬୪୭ | ୪୫.୨୦ | - | |
ଭାଜପା | ଅମୃତ କୁମାର ଜେନା | ୬,୩୮୨ | ୪.୩୯ | - | |
ବସପା | ଲକ୍ଷ୍ମୀପ୍ରିୟା ମଲ୍ଲିକ | ୯୮୪ | ୦.୬୮ | - | |
ସପା | ଶକୁନ୍ତଳା ମିଶ୍ର | ୪୪୨ | ୦.୩୦ | - | |
ସ୍ୱାଧୀନ | ବିହାରିବନ୍ଧୁ ପଲାଇ | ୪୨୨ | ୦.୨୯ | - | |
ସ୍ୱାଧୀନ | ପ୍ରମୋଦ ପରିଡ଼ା | ୩୦୯ | ୦.୨୧ | - | |
ସମୃଦ୍ଧ ଓଡ଼ିଶା | ସରୋଜ କୁମାର ପ୍ରଧାନ | ୨୯୦ | ୦.୨୦ | - | |
ସ୍ୱାଧୀନ | ନିରଞ୍ଜନ ବିଶ୍ୱାଳ | ୨୨୩ | ୦.୧୫ | - | |
ଭୋଟ ବ୍ୟବଧାନ | ୪,୮୮୬ | ୩.୩୬* | - | ||
ମତଦାନ ହାର | ୧,୪୫,୩୩୮ | ୭୮.୬୧ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
ସମ୍ପାଦନା୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୨୪: ଉପାସନା ମହାପାତ୍ର (ବିଜେପି)
- ୨୦୧୯: ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର (ବିଜେପି)
- ୨୦୧୪: ସଞ୍ଜୟ କୁମାର ଦାସବର୍ମା (ବିଜଦ)
- ୨୦୦୯: (୧୦୮): ସଞ୍ଜୟ କୁମାର ଦାସ ବର୍ମା (ବିଜଦ)
- ୨୦୦୪: (୫୭): ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (କଂଗ୍ରେସ)
- ୨୦୦୦: (୫୭): ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (କଂଗ୍ରେସ)
- ୧୯୯୫: (୫୭): ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (କଂଗ୍ରେସ)
- ୧୯୯୦: (୫୭): ଅଜୟ କୁମାର ଜେନା (ଜନତା ଦଳ)
- ୧୯୮୫: (୫୭): ଗଙ୍ଗାଧର ମହାପାତ୍ର (କଂଗ୍ରେସ)
- ୧୯୮୦: (୫୭): ଗଙ୍ଗାଧର ମହାପାତ୍ର (କଂଗ୍ରେସ-ଇ)
- ୧୯୭୭: (୫୭): ଅଜୟ କୁମାର ଜେନା (ଜନତା)
- ୧୯୭୪: (୫୭): ସିଦ୍ଧେଶ୍ୱର ପାଣିଗ୍ରାହୀ (ସିପିଆଇ)
- ୧୯୭୧: (୫୩): ଗୋପବନ୍ଧୁ ପାତ୍ର (କଂଗ୍ରେସ-ଜେ)
- ୧୯୬୭: (୫୩): ବ୍ରଜ ମୋହନ ମହାନ୍ତି (କଂଗ୍ରେସ)
- ୧୯୬୧: (୯୦): ଗୋପବନ୍ଧୁ ପାତ୍ର (ସ୍ୱାଧୀନ)
- ୧୯୫୭: (୬୨): ପଦ୍ମ ଚରଣ ସାମନ୍ତସିଂହାର (କଂଗ୍ରେସ)
- ୧୯୫୧: (୮୭): ବିଶ୍ୱନାଥ ପରିଡ଼ା (ସ୍ୱାଧୀନ)
ଆଧାର
ସମ୍ପାଦନା- ↑ "Brahmagiri Assembly Election 2009, Orissa". empoweringindia.org. Archived from the original on 15 April 2014. Retrieved 18 June 2013.
Constituency: Brahmagiri (108) District : Puri
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
4886
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 57-Brahmagiri Constituency of ORISSA". eci.nic.in. 2006. Retrieved 18 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf