୧୪୩ ଆଇ ଲଭ ୟୁ
୨୦୧୧ର ଓଡ଼ିଆ କଥାଚିତ୍ର
(ୱାନ ଫୋର ଥ୍ରୀ ଆଇ ଲଭ୍ ୟୁରୁ ଲେଉଟି ଆସିଛି)
ଅଶୋକ ପତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ୧୪୩ ଆଇ ଲଭ୍ ୟୁ (1 4 3 I Love You) [୧] ୨୦୧୧ ମସିହାରେ ମୁକ୍ତିଲାଭ କରିଥିଲା ।
୧୪୩ ଆଇ ଲଭ୍ ୟୁ | |
---|---|
ନିର୍ଦ୍ଦେଶକ | ଅଶୋକ ପତି |
ପ୍ରଯୋଜକ | ସଞ୍ଜୟ ନାୟକ |
ସଂଳାପ | (ସଂଳାପ) : ରଞ୍ଜିତ ପଟ୍ଟନାୟକ |
ଚିତ୍ରନାଟ୍ୟ | ଅଶୋକ ପତି, ରଞ୍ଜିତ ପଟ୍ଟନାୟକ |
କାହାଣୀ | ସଞ୍ଜୟ ନାୟକ |
କଳାକାର | ବାବୁଶାନ, କୋଏଲ ମୁଖାର୍ଜୀ, ସିଦ୍ଧାନ୍ତ ମହାପାତ୍ର, ନମ୍ରତା ଥାପା, ସମରେଶ |
ସଙ୍ଗୀତ | ଗୁଡ଼ଲି ରଥ |
ସମ୍ପାଦକ | ସୁଶାନ୍ତ ମଣି |
ମୁକ୍ତିଲାଭ ତାରିଖ | ୧୪ ଜୁନ ୨୦୧୧ |
ଦେଶ | ![]() |
ଭାଷା | ଓଡ଼ିଆ |
ଅଭିନୟରେସମ୍ପାଦନ କରନ୍ତୁ
ଓଡ଼ିଆ ଚଳଚ୍ଚିତ୍ର ‘୧୪୩ ଆଇ ଲଭ୍ ୟୁ (1 4 3 I Love You)’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଦ୍ରଷ୍ଟବ୍ୟସମ୍ପାଦନ କରନ୍ତୁ
- ↑ ୧୪୩ ଆଇ ଲଭ ୟୁ ଇଣ୍ଟରନେଟ ମୁଭି ଡାଟାବେସରେ
- ↑ "ଓଲିଉଡରେ ଏଥିଲାଗି ବି ଚର୍ଚ୍ଚିତା ହୋଇଥିଲେ ନମ୍ରତା ଥାପ୍ପା". sambad.in. 31 March 2018. Retrieved 2 April 2018.
- ↑ "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.