ରୁଆଣ୍ଡା
ରବାଣ୍ଡା ପୂର୍ବ ଆଫ୍ରିକାରେ ଥିବା ଏକ ଦେଶ। ଜନସଂଖ୍ୟା ଏକ କୋଟି ଷୋହଳ ଲକ୍ଷ । ଏହି ଦେଶ ଯୁବକମାନଙ୍କର ଦେଶ କାରଣ ମୋଟ ଜନସଂଖ୍ୟାର ୪୨ % ଙ୍କର ବୟସ ୧୫ ବର୍ଷରୁ କମ୍ ଏବଂ ପ୍ରାୟ ୯୭ %ଙ୍କ ବୟସ ୬୫ ବର୍ଷରୁ କମ। ରୁଆଣ୍ଡାରେ ମୁଖ୍ୟତଃ ତିନି ଜାତିର ଲୋକ ବାସ କରନ୍ତି ହୁତୁ, ତୁତସି ଏବଂ ତ୍ୱାଆ ! । ଭାରତରେ ହିନ୍ଦୁମାନଙ୍କ ଭଳି ରୁଆଣ୍ଡାରେ ହୁତୁମାନଙ୍କର ଜନସଂଖ୍ୟା ମୋଟ ଜନସଂଖ୍ୟାର ୮୪% । ତୁତସୀ ଏବଂ ତ୍ୱାଆଙ୍କ ଜନସଂଖ୍ୟା କ୍ରମାନୁସାରେ ୧୫ ଏବଂ ୧% !। ୟୁରୋପୀୟ ପ୍ରଭୂତ୍ୱ ପୂର୍ବରୁ ରୁଆଣ୍ଡାରେ ତୁତସୀ ଜାତିର ଲୋକ ରାଜୁତି କରୁଥିଲେ ଏବଂ ସଂଖ୍ୟା ଗରିଷ୍ଠ ହୁତୁ ଜାତି ସେମାନଙ୍କୁ ଶାସନରେ ସାହାଯ୍ୟ କରୁଥିଲେ । ହୁତୁ ଜାତିର ଅଧିକାଂଶ ଲୋକ କୃଷି କରୁଥିଲେ । ରୁଆଣ୍ଡାର ଆଦିମ ଅଧିବାସୀ ତ୍ୱାଆ ଜଙ୍ଗଲରେ ରହୁଥଲେ । ପାର୍ବତୀୟ ସୌନ୍ଦଯ୍ୟ ଭରା ରୁଆଣ୍ଡା ବେଲଜିୟମ ଠାରୁ ସ୍ୱତନ୍ତ୍ର ହେଲାପରେ ନେତୃତ୍ୱ ପାଇଁ ହୁତୁ ଏବଂ ତୁତସି ଜାତି ଭିତରେ ସଂଘର୍ଷ ହେଲା । ତୁତସୀମାନେ ହାରିଯାଇ ପଡୋଶୀ ଦେଶରେ ନିର୍ବାସିତ ଜୀବନ ବିତାଇଲେ । ତୁତସି ଜାତିର ଲୋକମାନେ କଟରବାଦୀ ସାଜିଲେ ସରକାରୀ ସମ୍ପତ୍ତି ଲୁଟିଲେ ହୁତୁଲୋକଙ୍କୁ ହତ୍ୟା କଲେ । ଆର ପ୍ରତିକାରରେ ହୁତୁ ଜାତୀର ଲୋକ ନରସଂହାର କରିବା ଆରମ୍ଭ କରିଦେଲେ । ଦିର୍ଘଦିନର ଗୃହଯୁଦ୍ଧ ପରେ ୧୯୯୪ ଏପ୍ରିଲ ୬ ତାରିଖରେ ରାଜଧାନୀ କିଗାଲୀରେ ଏକ ଶାନ୍ତି ସଭାର ଆୟୋଜନ କରାଗଲା । ଦୂର୍ଭାଗ୍ୟକୁ ଏହି ସଭାରେ ରାଷ୍ଟ୍ରପତି ହବିଅରିମାନା ଏବଂ ହୁତୁ ରାଷ୍ଟ୍ରପତି ସିପ୍ରେନ୍ଙ୍କ ହତ୍ୟା ପରେ ରକ୍ତପାତ ଆରମ୍ଭ ହେଇଗଲା । ଦେଶର ମୋଟ ଜନସଂଖ୍ୟାରୁ ୨୦% ଲୋକ ହଣାହେଲେ । ସେ ସମୟର ସରକାର ମଧ୍ୟ ହୁତୁ ଜାତି ସପକ୍ଷରେ ଥିଲା । ତୁତସୀ ଜାତି ପ୍ରତି ଘୃଣା ଏତେ ବଢିଯାଇଥିଲା ଯେ ଯିଏ ତୁତସୀମାନଙ୍କ ସପକ୍ଷରେ କହୁଥିଲା ତାକୁ ବି ମାରିଦିଆଯାଉଥିଲା । ଦଙ୍ଗା ହେବାର ୨୦ ବର୍ଷ ବିତିଗଲାଣି । ଦୁଇ ଜାତିର ଲୋକଙ୍କ ପ୍ରଚେଷ୍ଟା ଫଳରେ ଆଜି ରୁୱାଣ୍ଡାରେ ଶାନ୍ତି ବିରାଜମାନ କରୁଛି । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆଜିକାଲି ରୁୱାଣ୍ଡାରେ ତୁତସୀ ସରକାର ଚାଲିଛି । ସରକାରୀ କ୍ଷେତ୍ରରେ ୫୫% ମହିଳାମାନେ କାର୍ଯ୍ୟ କରୁଛନ୍ତି ।
Republic of Rwanda | |||||||||
---|---|---|---|---|---|---|---|---|---|
|
|||||||||
ରାଷ୍ଟ୍ରାଦର୍ଶ: "Ubumwe, Umurimo, Gukunda Igihugu" "Unity, Work, Patriotism" |
|||||||||
ଜାତୀୟ ସଙ୍ଗୀତ: [Rwanda nziza] Error: {{Lang}}: text has italic markup (help) Beautiful Rwanda |
|||||||||
Location of ରୁଆଣ୍ଡା (dark blue) – in Africa (light blue & dark grey) |
|||||||||
ରାଜଧାନୀ | Kigali 1°56.633′S 30°3.567′E / 1.943883°S 30.059450°E | ||||||||
Largest city | Kigali | ||||||||
ରାଜ ଭାଷା | |||||||||
ଜାତି]କିମ୍ବା | |||||||||
ଜାତୀୟତା |
|
||||||||
ପ୍ରଶାସନ | Semi-presidential constitutional republic | ||||||||
- | President | Paul Kagame | |||||||
- | Prime Minister | Anastase Murekezi | |||||||
ବିଧାନମଣ୍ଡଳ | Parliament | - | ଉଚ୍ଚ ସଦନ | Senate | - | ନିମ୍ନ ସଦନ | Chamber of Deputies | ||
Independence | |||||||||
- | from Belgium | 1 July 1962 | |||||||
କ୍ଷେତ୍ରଫଳ | |||||||||
- | ସର୍ବମୋଟ | ୨୬,୩୩୮ km2 (149th) ୧୦,୧୬୯ ବର୍ଗ ମି |
|||||||
- | ଜଳଭାଗ (%) | 5.3 | |||||||
ଲୋକସଂଖ୍ୟା | |||||||||
- | July 2013 ଆକଳନ | 12,012,589[୧] (81st) | |||||||
- | 2012 census | 10,515,973[୨] | |||||||
- | ଘନତା | 419.8/କିମି୨ (29th) ୧,୦୮୭.୨/ବର୍ଗ ମି |
|||||||
ମୋଟ ଘରୋଇ ଉତ୍ପାଦ (କ୍ରୟ ଶକ୍ତି ସମାନତା) | 2013 ଅନୁମାନ | ||||||||
- | ସର୍ବମୋଟ | $16.368 billion[୩] | |||||||
- | ମୁଣ୍ଡପିଛା ହାର ହିସାବରେ | $1,538[୩] | |||||||
ମୋଟ ଘରୋଇ ଉତ୍ପାଦ (ଆକଳନ କରାଯାଇଥିବା) | 2013 ଆକଳନ | ||||||||
- | ସର୍ବମୋଟ | $7.431 billion[୩] | |||||||
- | ପ୍ରତିଟି ମଣିଷ | $698[୩] | |||||||
ଜିନି (2011) | 50.8 | ||||||||
ମାନବ ବିକାଶ ସୂଚନାଙ୍କ (2013) | 0.506 (151st) | ||||||||
ମୁଦ୍ରା | Rwandan franc (RWF ) |
||||||||
ସମୟ ମଣ୍ଡଳ | CAT (ଇଉଟିସି+2) | ||||||||
- | ଖରାଦିନ (ଡ଼ିଏସଟି) | not observed (ଇଉଟିସି+2) | |||||||
ରାସ୍ତାର ଏପାଖରେ ଚାଲନ୍ତୁ | right | ||||||||
ଇଣ୍ଟରନେଟ ଟିଏଲଡ଼ି | .rw | ||||||||
ଫୋନ କୋଡ଼ | +250 |
ଇତିହାସସମ୍ପାଦନ କରନ୍ତୁ
ଭୂଗୋଳସମ୍ପାଦନ କରନ୍ତୁ
ଧର୍ମସମ୍ପାଦନ କରନ୍ତୁ
ପ୍ରଶାସନିକ ବିଭାଜନସମ୍ପାଦନ କରନ୍ତୁ
ଭାଷାସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- ↑ CIA (IV) 2013.
- ↑ National Census Service 2012, p. 16.
- ↑ ୩.୦ ୩.୧ ୩.୨ ୩.୩ IMF (II) 2013.
ବାହାର ତଥ୍ୟସମ୍ପାଦନ କରନ୍ତୁ
Rwanda ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିଉତ୍ସରୁ ମୂଳାଧାର ଲେଖାମାନ | |
ଉଇକିପୋଥିରେ ପଢ଼ାବହିମାନ |
Government
- The Republic of Rwanda (official government site).
- Chief of State and Cabinet Members
General
- "Rwanda". The World Factbook. Central Intelligence Agency.
- Rwanda from UCB Libraries GovPubs.
- ରୁଆଣ୍ଡା at Curlie
- Rwanda profile from the BBC News.
- Wikimedia Atlas of Rwanda
- Rwanda travel guide from Wikivoyage
Tourism
- Rwanda Tourism (official Rwanda Tourism Board site).
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |