୧୫ ନଭେମ୍ବର
ତାରିଖ
<< | ନଭେମ୍ବର | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ||
୬ | ୭ | ୮ | ୯ | ୧୦ | ୧୧ | ୧୨ |
୧୩ | ୧୪ | ୧୫ | ୧୬ | ୧୭ | ୧୮ | ୧୯ |
୨୦ | ୨୧ | ୨୨ | ୨୩ | ୨୪ | ୨୫ | ୨୬ |
୨୭ | ୨୮ | ୨୯ | ୩୦ | |||
୨୦୨୨ |
November 15 in recent years |
୨୦୨୧ (ସୋମବାର) |
୨୦୨୦ (ରବିବାର) |
୨୦୧୯ (ଶୁକ୍ରବାର) |
୨୦୧୮ (ଗୁରୁବାର) |
୨୦୧୭ (ବୁଧବାର) |
୨୦୧୬ (ମଙ୍ଗଳବାର) |
୨୦୧୫ (ରବିବାର) |
୨୦୧୪ (ଶନିବାର) |
୨୦୧୩ (ଶୁକ୍ରବାର) |
୨୦୧୨ (ଗୁରୁବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୫ ନଭେମ୍ବର ବର୍ଷର ୩୧୯ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୩୨୦ତମ) । ବର୍ଷ ଶେଷ ହେବା ପାଇଁ ଆଉ ୪୬ ଦିନ ବାକି ଅଛି ।
ଘଟଣାବଳୀସମ୍ପାଦନ କରନ୍ତୁ
- ୨୦୦୬ – ରେଭେନ୍ସା ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଲା
ଜନ୍ମସମ୍ପାଦନ କରନ୍ତୁ
- ୧୮୭୫ – ବିର୍ସା ମୁଣ୍ଡା, ସ୍ୱାଧୀନତା ସଂଗ୍ରାମୀ (ମୃତ୍ୟୁ: ୯ ଜୁନ ୧୯୦୦)
- ୧୯୪୨ – ଫକୀର ଚନ୍ଦ୍ର ପରିଡ଼ା, ମୂର୍ତ୍ତିକାର
- ୧୯୮୬ – ପଦ୍ମଶ୍ରୀ ସାନିଆ ମିର୍ଜା, ଟେନିସ ଖେଳାଳି
ମୃତ୍ୟୁସମ୍ପାଦନ କରନ୍ତୁ
- ୧୯୮୨ – ଭାରତ ରତ୍ନ ବିନୋବା ଭାବେ, ଭୂଦାନ ଆନ୍ଦୋଳନର ପ୍ରଣେତା (ଜନ୍ମ: ୧୧ ସେପ୍ଟେମ୍ବର ୧୮୯୫)
ପର୍ବପର୍ବାଣିସମ୍ପାଦନ କରନ୍ତୁ
ଅଧିକ ତଥ୍ୟସମ୍ପାଦନ କରନ୍ତୁ
ଉଇକିମିଡ଼ିଆ କମନ୍ସରେ ୧୫ ନଭେମ୍ବର ବାବଦରେ ମାଧ୍ୟମ ରହିଛି । |