ଗ୍ରେଗୋରୀ ପାଞ୍ଜି ଅନୁସାରେ ୭ ନଭେମ୍ବର ବର୍ଷର ୩୧୧ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୩୧୨ତମ) । ବର୍ଷ ଶେଷ ହେବା ପାଇଁ ଆଉ ୫୪ ଦିନ ବାକି ଅଛି ।
- ୧୮୬୭- ମେରୀ କ୍ୟୁରୀ, ନୋବେଲ ପୁରସ୍କାର ସମ୍ମାନିତ ପ୍ରଥମ ମହିଳା (ମୃତ୍ୟୁ: ୪ ଜୁଲାଇ ୧୯୩୪)
- ୧୮୮୮- ଭାରତ ରତ୍ନ ଚନ୍ଦ୍ରଶେଖର ଭେଙ୍କଟ ରମଣ, ନୋବେଲ ପୁରସ୍କାର ସମ୍ମାନିତ ପଦାର୍ଥ ବିଜ୍ଞାନୀ (ମୃତ୍ୟୁ: ୨୧ ନଭେମ୍ବର ୧୯୭୦)
- ୧୯୩୪- ସୁନନ୍ଦା ପଟ୍ଟନାୟକ, ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମ୍ମାନିତ ଭାରତୀୟ ଶାସ୍ତ୍ରୀୟ କଣ୍ଠସଙ୍ଗୀତ ଶିଳ୍ପୀ
- ୧୯୩୮- ଦୀପକ ମିଶ୍ର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ କବି, ସାମ୍ବାଦିକ ଓ ଅଧ୍ୟାପକ (ମୃତ୍ୟୁ: ୩୦ ଜାନୁଆରୀ, ୨୦୦୮)
ଉଇକିମିଡ଼ିଆ କମନ୍ସରେ ୭ ନଭେମ୍ବର
ବାବଦରେ ମାଧ୍ୟମ ରହିଛି । |