୭ ନଭେମ୍ବର
ତାରିଖ
<< | ନଭେମ୍ବର | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | |||||
୩ | ୪ | ୫ | ୬ | ୭ | ୮ | ୯ |
୧୦ | ୧୧ | ୧୨ | ୧୩ | ୧୪ | ୧୫ | ୧୬ |
୧୭ | ୧୮ | ୧୯ | ୨୦ | ୨୧ | ୨୨ | ୨୩ |
୨୪ | ୨୫ | ୨୬ | ୨୭ | ୨୮ | ୨୯ | ୩୦ |
୨୦୨୪ |
November 7 in recent years |
୨୦୨୪ (ଗୁରୁବାର) |
୨୦୨୩ (ମଙ୍ଗଳବାର) |
୨୦୨୨ (ସୋମବାର) |
୨୦୨୧ (ରବିବାର) |
୨୦୨୦ (ଶନିବାର) |
୨୦୧୯ (ଗୁରୁବାର) |
୨୦୧୮ (ବୁଧବାର) |
୨୦୧୭ (ମଙ୍ଗଳବାର) |
୨୦୧୬ (ସୋମବାର) |
୨୦୧୫ (ଶନିବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୭ ନଭେମ୍ବର ବର୍ଷର ୩୧୧ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୩୧୨ତମ) । ବର୍ଷ ଶେଷ ହେବା ପାଇଁ ଆଉ ୫୪ ଦିନ ବାକି ଅଛି ।
ଘଟଣାବଳୀ
ସମ୍ପାଦନାଜନ୍ମ
ସମ୍ପାଦନା- ୧୮୬୭- ମେରୀ କ୍ୟୁରୀ, ନୋବେଲ ପୁରସ୍କାର ସମ୍ମାନିତ ପ୍ରଥମ ମହିଳା (ମୃତ୍ୟୁ: ୪ ଜୁଲାଇ ୧୯୩୪)
- ୧୮୮୮- ଭାରତ ରତ୍ନ ଚନ୍ଦ୍ରଶେଖର ଭେଙ୍କଟ ରମଣ, ନୋବେଲ ପୁରସ୍କାର ସମ୍ମାନିତ ପଦାର୍ଥ ବିଜ୍ଞାନୀ (ମୃତ୍ୟୁ: ୨୧ ନଭେମ୍ବର ୧୯୭୦)
- ୧୯୩୪- ସୁନନ୍ଦା ପଟ୍ଟନାୟକ, ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମ୍ମାନିତ ଭାରତୀୟ ଶାସ୍ତ୍ରୀୟ କଣ୍ଠସଙ୍ଗୀତ ଶିଳ୍ପୀ
- ୧୯୩୮- ଦୀପକ ମିଶ୍ର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ କବି, ସାମ୍ବାଦିକ ଓ ଅଧ୍ୟାପକ (ମୃତ୍ୟୁ: ୩୦ ଜାନୁଆରୀ, ୨୦୦୮)
ମୃତ୍ୟୁ
ସମ୍ପାଦନା- ୨୦୦୬- ପଦ୍ମଶ୍ରୀ ପଲି ଉମ୍ରିଗର, ଭାରତୀୟ କ୍ରିକେଟ ଖେଳାଳି (ଜନ୍ମ: ୨୮ ମାର୍ଚ୍ଚ ୧୯୨୬)
ପର୍ବପର୍ବାଣି
ସମ୍ପାଦନାବାହାର ଲିଙ୍କ
ସମ୍ପାଦନାଉଇକିମିଡ଼ିଆ କମନ୍ସରେ ୭ ନଭେମ୍ବର
ବାବଦରେ ମାଧ୍ୟମ ରହିଛି ।