ପାଇକ ବିଦ୍ରୋହ (କ୍ଷୁଦ୍ର ଚଳଚ୍ଚିତ୍ର)
କ୍ଷୁଦ୍ର ଓଡ଼ିଆ ଚଳଚ୍ଚିତ୍ର
ପାଇକ ବିଦ୍ରୋହ, ୨୦୨୦ ମସିହାରେ ମୁକ୍ତିଲାଭ କରିଥିବା ଏକ କ୍ଷୁଦ୍ର ଓଡ଼ିଆ ଚଳଚ୍ଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅକ୍ଷୟ ପରିଜା । ହର ପ୍ରସାଦ ଦାଶ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ନିଶ୍ଚୟ ତ୍ୟାଗୀ ଓ ଅନୁଜ ତ୍ୟାଗୀ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ପାଇକ ବିଦ୍ରୋହ | |
---|---|
ନିର୍ଦ୍ଦେଶକ | ନିଶ୍ଚୟ ରାଉତ ଅନୁଜ ତ୍ୟାଗୀ |
ପ୍ରଯୋଜକ | ଅକ୍ଷୟ ପରିଜା |
ସଂଳାପ | ହର ପ୍ରସାଦ ଦାଶ |
ଚିତ୍ରନାଟ୍ୟ | ହର ପ୍ରସାଦ ଦାଶ |
କାହାଣୀ | ହର ପ୍ରସାଦ ଦାଶ |
କଳାକାର | ସମରେଶ ରାଉତରାୟ ମନୋଜ ମିଶ୍ର ଶକ୍ତି ବରାଳ |
ସଙ୍ଗୀତ | ଧର୍ମା ବିଶ୍ |
ଚିତ୍ରଗ୍ରହଣ | ପ୍ରତାପ ରାଉତ |
ସମ୍ପାଦକ | ଅର୍ଚ୍ଚିତ ରସ୍ତୋଗୀ |
ମୁକ୍ତିଲାଭ ତାରିଖ | ୧୪ ଅଗଷ୍ଟ ୨୦୨୦ |
କଥାଚିତ୍ରର ସମୟ | ୨୭ ମିନିଟ୍ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମରେଶ ରାଉତରାୟ ଓ ମନୋଜ ମିଶ୍ର । ଶକ୍ତି ବରାଳ, ପ୍ରିୟ ମିଶ୍ର, ସନ୍ତୋଷ ମିଶ୍ର, ଗୋପାଳ ବିଶ୍ୱାଳ, ନିରଞ୍ଜନ, ଅଶୋକ ବିଶ୍ୱାଳ ଆଦି କଳାକାରମାନେ ଚଳଚ୍ଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନା- ସମରେଶ ରାଉତରାୟ - ବକ୍ସି ଜଗବନ୍ଧୁ
- ମନୋଜ ମିଶ୍ର - ଜୟୀ ରାଜଗୁରୁ
- ଶକ୍ତି ବରାଳ - ଭୂପା ସିଂହ
- ପ୍ରିୟ ମିଶ୍ର - ପୁରୀ ପଣ୍ଡା
- ସନ୍ତୋଷ ମିଶ୍ର
- ଗୋପାଳ ବିଶ୍ୱାଳ - ଦଳ ବେହେରା
- ଶରତ ସମ୍ରାଟ - ବାହିନୀପତି
- ନିରଞ୍ଜନ
- ଅଶୋକ ବିଶ୍ୱାଳ
- ସୁନ୍ଦ୍ରୋ ପୁଲିଓ - ଇଂରେଜ ଅଧିକାରୀ
- ଲୁସିଓ - ଇଂରେଜ ଅଧିକାରୀ
କାହାଣୀ
ସମ୍ପାଦନାଏହି ଚଳଚ୍ଚିତ୍ରଟିର କାହାଣୀ ଓଡ଼ିଶାର ପାଇକ ବିଦ୍ରୋହ ଉପରେ ପର୍ଯ୍ୟବେଷିତ, ଯେଉଁଥିରେ ଖୋର୍ଦ୍ଧାଗଡ଼ ବକ୍ସି ଜଗବନ୍ଧୁ ଓ ଜୟୀ ରାଜଗୁରୁଙ୍କ ଭୂମିକା ଉପସ୍ଥାପନା କରାଯାଇଛି ।
ଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଧର୍ମା ବିଶ୍ ।
ଆଧାର
ସମ୍ପାଦନା- ↑ "ରିଲିଜ ହେବ ପ୍ରମାଣିକ ଚଳଚ୍ଚିତ୍ର ପାଇକ ବିଦ୍ରୋହ | Kanak News". Kanak News. kanaknews.com. 13 August 2020. Archived from the original on 14 August 2020. Retrieved 14 August 2020.
ବାହାର ଆଧାର
ସମ୍ପାଦନା- ପାଇକ ବିଦ୍ରୋହ ୟୁ-ଟ୍ୟୁବ୍ରେ
- ଇଣ୍ଟରନେଟ ମୁଭି ଡାଟାବେସରେ ପାଇକ ବିଦ୍ରୋହ