ଟୁଇଟର
ଟୁଇଟର (/ˈtwɪtər/) ଏକ ଅନଲାଇନ୍ ସୋସିଆଲ୍ ନେଟୱାର୍କିଙ୍ଗ୍ ସେବା ଯାହା ବ୍ୟବହାରକାରୀଙ୍କୁ ପରଷ୍ପର ସହ ୧୪୦-ଅକ୍ଷର ବିଶିଷ୍ଟ ସନ୍ଦେଶ ପଠାଇବାରେ ସାହାଯ୍ୟ କାରିଥାଏ । ଏହି ସନ୍ଦେଶ ଗୁଡିକୁ "ଟୁଇଟ୍" ବୋଲି କୁହାଯାଏ ।
![]() | |
Type | Public |
---|---|
ତିଆରି କରାଯାଇଥିଲା | ମାର୍ଚ୍ଚ 21, 2006 |
ପ୍ରତିଷ୍ଠାତା | Jack Dorsey, Noah Glass, Biz Stone, Evan Williams |
ମୂଖ୍ୟସ୍ଥାନ | San Francisco, California, United States[୧] |
ସେବା ପରିସର | Worldwide |
କେଉଁ ପ୍ରକାରର କମ୍ପାନୀ | Internet |
ଲାଭ | ![]() |
କର୍ମଚାରୀ | 3,900 (2015)[୩] |
ସାହାଯ୍ୟକାରୀ | Vine |
ବେବସାଇଟ | twitter |
ଆଲେକ୍ସା ସ୍ଥାନ | ![]() |
ସାଇଟର ପ୍ରକାର | Social network service |
ଖାତାଖୋଲା | Required to post, follow, or be followed |
ବ୍ୟବହାରକାରୀ | 302 million active (May 2015)[୫] |
ମିଳୁଥିବା ସଂସ୍କରଣ | Multilingual |
ପ୍ରଥମେ ଆସିଥିଲା | ଜୁଲାଇ 15, 2006 |
ଏବେକାର ସ୍ଥିତି | Active |
Screenshot
Twitter homepage.png Twitter's homepage as of August 2015 (only in select countries) |
ଏଥିରେ ପଞ୍ଜିକୃତ ହୋଇଥିବା ବ୍ୟକ୍ତି ମନେ ଟୁଇଟ୍ କରିପରିବେ ଏବଂ ନୂଆ ଟୁଇଟ୍ ପଢିପରିବେ । ପଞ୍ଜିକୃତ ହୋଇନଥିବା ବ୍ୟକ୍ତି ମନେ କେବଳ ନୁଆ ଟୁଇଟ୍ ପଢିପରିବେ । ଅଜିକାଲି ଲୋକମାନେ ମୋବାଇଲ୍, SMS କିମ୍ବା Web Interface ମଧ୍ୟମରେ ଟୁଇଟ୍ କରିପରୁଛନ୍ତି ଏବଂ ପଢିପରୁଛନ୍ତି[୬] । Twitter Inc. ଏକ ସାନଫ୍ରାନ୍ସିସ୍କୋସ୍ଥିତ କମ୍ପନି ଯାହର ୨୫ରୁ ଉର୍ଧ କାର୍ୟାଳଯ୍ ରହିଛି[୭] ।
ମର୍ଚ୍ ୨୦୦୬ରେ ଜ୍ୟାକ୍ ଡୋର୍ସେ, ଇଭାନ୍ ଉଇଲିୟମ୍, ବିଜ୍ ସ୍ଟୋନ୍ ପ୍ରଥମ ଥର ପାଇଁ ଟୁଇଟର ତିଆରି କରିଥିଲେ ଏବଂ ଜୁଲାଇ ୨୦୦୬ରେ ଏହର ସେବା ଅରମ୍ଭ୍ ହୋଇଥିଲା ।
ଇତିହାସସମ୍ପାଦନ କରନ୍ତୁ
ସୃଷ୍ଟିସମ୍ପାଦନ କରନ୍ତୁ
ଟୁଇଟରର ସୃଷ୍ଟି ଏକ ଦିନିକିଆ ସଭାରେ (ଯାହା ଏକ Podcasting କମ୍ପାନି Odeo. Jack Dorseyଦ୍ୱାରା ହୋଇଥିଲା) ହୋଇଥିଲା । ଏହାପରେ ନିଉୟର୍କ ସିଟି ୟୁନିଭରସିଟିର ଜଣେ ଛାତ୍ର ଏକ ଚିନ୍ତାଧାରା ପରିବେଷଣ କରିଥିଲେ, ଯେଉଁଥିରେ ଲୋକମାନେ ସର୍ଟ ମେସେଜିଙ୍ଗ ସେବାଦ୍ୱାରା ଏକାସଙ୍ଗରେ ଏକାଧିକ ଲୋକଙ୍କସହ ଭାବର ଆଦାନ ପ୍ରଦାନ କରି ପାରିବେ[୮][୯] । ଏହି ପ୍ରୋଜେକ୍ଟର ଅନ୍ୟନାମ ଥିଲା "Twttr"[୧୦] । ଏହି ପ୍ରୋଜେକ୍ଟ ଆରମ୍ଭ ହେବାର ୬ ମାସ ପର୍ଯ୍ୟନ୍ତ twitter.com ଡୋମେନଟି ଉପଲବ୍ଧ ନଥିଲା । ଏହା ଉପଲବ୍ଧ ହେବାପରେ ଏହାକୁ କିଣି ଟୁଇଟର ସେବାର ନାମ ପରିବର୍ତ୍ତନ କରାଯାଇଥିଲା ।[୧୧]
ବିସ୍ତାରସମ୍ପାଦନ କରନ୍ତୁ
୨୦୦୭ରେ ଟୁଇଟରର ବ୍ୟାପକ ବୃଦ୍ଧି ହୋଇଥିଲା । ଏବେ ଟୁଇଟରରେ ଦୈନିକ ୫୦ ଲକ୍ଷରୁ ଅଧିକ ଟୁଇଟ ହେଉଛି । ମାର୍ଚ୍ଚ ୨୦୧୦ରେ ଟୁଇଟରରେ ସମୁଦାୟ ୭୦୦୦୦ରୁ ଅଧିକ ରେଜିଷ୍ଟର ହୋଇଥିବା ବ୍ୟବହାରକରି ଅଛନ୍ତି । ଜୁନ ୨୦୧୦ ସୁଦ୍ଧା ଟୁଇଟରରେ ଦୈନିକ ବ୍ୟବହାର ବଢ଼ି ୬୫ ଲକ୍ଷ୍ୟ ଟୁଇଟ୍ସରେ ପହଞ୍ଚିଥିଲା ।
ନେତୃତ୍ୱସମ୍ପାଦନ କରନ୍ତୁ
ସିଇଓ ଭାବରେ ଡୋରସେ କମ୍ପାନୀର ଅଭିବୃଦ୍ଧି ପାଇଁ ଭେଞ୍ଚର କ୍ୟାପିଟାଲଠାରୁ ଦୁଇଥର ଫଣ୍ଡିଙ୍ଗ ଆଣିଥିଲେ । ଯେ କି ଟୁଇଟରକୁ ବହୁତ ସାହାଯ୍ୟ କରିଆସିଛନ୍ତି । ଅକ୍ଟୋବର ୧୬, ୨୦୦୮ରେ ଉଇଲିୟମ୍ ସିଇଓର ସ୍ଥାନଟି ଗ୍ରହଣ କରି ଥିଲେ । ଏବଂ ଡୋରସେ କଂପାନୀର ଚେୟାରମ୍ୟାନଙ୍କ ଆସନଟି ଗ୍ରହଣ କରିଥିଲେ ।
ବ୍ୟବହାରସମ୍ପାଦନ କରନ୍ତୁ
ଟେକ୍ନୋଲୋଜିସମ୍ପାଦନ କରନ୍ତୁ
ସାମାଜିକ ମୂଲ୍ୟସମ୍ପାଦନ କରନ୍ତୁ
ଦୁରଦର୍ଶନ ଏବଂ ଟୁଇଟରସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- ↑ "About Twitter, Inc".
- ↑ Jeremy Quittner (October 3, 2013). "Twitter Balance Sheet". Google. Retrieved November 14, 2013.
- ↑ "Twitter Company Info". Twitter. February 6, 2015. Retrieved May 2, 2014.
- ↑ "Twitter.com Site Info". Alexa Internet. Retrieved December 12, 2015.
- ↑ "Twitter MAU Were 302M For Q1, Up 18% YoY - Twitter (NYSE:TWTR) | Benzinga]". April 28, 2015. Retrieved May 2, 2015.
- ↑ "Twitter via SMS FAQ" Retrieved April 13, 2012.
- ↑ "About Twitter" Retrieved April 24, 2014.
- ↑ Miller, Claire Cain (October 30, 2010). "Why Twitter's C.E.O. Demoted Himself". The New York Times. Retrieved October 31, 2010.
- ↑ "Co-founder of Twitter receives key to St. Louis with 140 character proclamation". ksdk.com. KSDK. September 19, 2009. Retrieved September 29, 2009.
After high school in St. Louis and some time at the University of Missouri-Rolla, Jack headed east to New York University.
- ↑ Williams, Evan (April 13, 2011). "It's true..." Twitter. Retrieved April 26, 2011.
- ↑ "Buy a vowel? How Twttr became Twitter". CNNMoney. November 23, 2010. Retrieved June 9, 2015.