ଶଶୁରଘର ଜିନ୍ଦାବାଦ
ଶଶୁରଘର ଜିନ୍ଦାବାଦ, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଉତ୍ତମ ଚାନ୍ଦ ଜୈନ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଶଶୁରଘର ଜିନ୍ଦାବାଦ | |
---|---|
ନିର୍ଦ୍ଦେଶକ | ସଞ୍ଜୟ ନାୟକ |
ପ୍ରଯୋଜକ | ଉତ୍ତମ ଚାନ୍ଦ ଜୈନ |
ସଂଳାପ | ସଞ୍ଜୟ ନାୟକ |
ଚିତ୍ରନାଟ୍ୟ | ସଞ୍ଜୟ ନାୟକ |
କାହାଣୀ | ସଞ୍ଜୟ ନାୟକ |
କଳାକାର | ସବ୍ୟସାଚୀ ମିଶ୍ର, ମେଘା ଘୋଷ, ପୁଷ୍ପା ପଣ୍ଡା, ବିରେନ ମିଶ୍ର, ସ୍ନିଗ୍ଧା ମହାନ୍ତି, ମୀନକେତନ, ଜୟୀରାମ ସାମଲ |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ଏସ୍ ରଞ୍ଜନ |
ସମ୍ପାଦକ | ସଞ୍ଜୟ ନାୟକ |
ମୁକ୍ତିଲାଭ ତାରିଖ | ୧୩ ଅଗଷ୍ଟ ୨୦୧୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲ ସବ୍ୟସାଚୀ ମିଶ୍ର ଏବଂ ମେଘା ଘୋଷ । ପୁଷ୍ପା ପଣ୍ଡା, ବିରେନ ମିଶ୍ର, ସ୍ନିଗ୍ଧା ମହାନ୍ତି, ମୀନକେତନ, ଜୟୀରାମ ସାମଲ, ଦୀପାଲି, ହାଡ଼ୁ, ମୟୁରୀ, ମିଟୁ ମିଥୁନ, ବିଜୟ ମହାନ୍ତି, ତନ୍ଦ୍ରା ରାୟ, ଅରବିନ୍ଦ ଷଡ଼ଙ୍ଗୀ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନା- ସବ୍ୟସାଚୀ ମିଶ୍ର[୧][୨]
- ମେଘା ଘୋଷ[୩]
- ପୁଷ୍ପା ପଣ୍ଡା
- ବିରେନ ମିଶ୍ର
- ସ୍ନିଗ୍ଧା ମହାନ୍ତି
- ମୀନକେତନ
- ଜୟୀରାମ ସାମଲ
- ଦୀପାଲି
- ହାଡ଼ୁ
- ମୟୁରୀ
- ମିଟୁ ମିଥୁନ
- ବିଜୟ ମହାନ୍ତି
- ତନ୍ଦ୍ରା ରାୟ
- ଅରବିନ୍ଦ ଷଡ଼ଙ୍ଗୀ
- ରବି ମିଶ୍ର
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ, ସୁଜିତ୍ ପରିଜା ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ବିଭୁ କିଶୋର, କୁମାର ସାନୁ, ଅଭିଜିତ ମଜୁମଦାର, ମାନସ ପ୍ରୀତମ, ଇରା ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ବାଘ ଆଜି ମେଁ ମେଁ" | |
2. | "ଆଖିରେ ଓଠରେ" | |
3. | "ଓମ୍ ନମଃ ନମଃ" | |
4. | "ସୁନାଠୁ ଅଧିକ ସୁନା" |
ଆଧାର
ସମ୍ପାଦନା- ↑ "ପାଗଳପ୍ରେମୀ ସବ୍ୟସାଚୀ କ'ଣ ସତରେ ଫସିଗଲେ?". OdishaLIVE (in Odia). ଓଡ଼ିଶା. 29 April 2018. Archived from the original on 12 August 2020. Retrieved 2 September 2018.
{{cite news}}
: CS1 maint: unrecognized language (link) - ↑ "ପହିଲି ପୁଲକ: ମାତ୍ର ଦୁଇ ଧାଡ଼ିର ସଂଳାପ ଅଭିନେତା ସବ୍ୟସାଚୀଙ୍କୁ ନାକେଦମ୍ କରିଦେଇଥିଲା". ସମ୍ବାଦ. sambad.in. 12 October 2022. Archived from the original on 12 October 2022. Retrieved 12 October 2022.
- ↑ ଓଝା, ଶିବଶଙ୍କର (28 November 2021). "ସାତ ବର୍ଷ ହେଲା ଦେଖା ନଥିଲା: ପୁଣି ବଡ଼ ପରଦାରେ ଜଲଓ୍ୱା ଦେଖାଇବେ ତିନି ଓଲିଉଡ ସୁନ୍ଦରୀ | Sambad". ସମ୍ବାଦ. sambad.in. Archived from the original on 30 May 2022. Retrieved 30 May 2022.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଶଶୁରଘର ଜିନ୍ଦାବାଦ