ଶ୍ରୀୟା ଝା

ଭାରତୀୟ ଅଭିନେତ୍ରୀ

ଶ୍ରୀୟା ଝା ଜଣେ ଭାରତୀୟ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ ଯିଏକି ତେଲୁଗୁ, ଓଡ଼ିଆ ଏବଂ ବଙ୍ଗାଳୀ କଥାଚିତ୍ର ଜଗତରେ ଅଭିନୟ କରିଛନ୍ତି . ସେ ସାହାରା ୱାନ୍‌ରେ ରାଜଶ୍ରୀ ପ୍ରଡକ୍ସନ୍ସଦ୍ୱାରା ନିର୍ମିତ ହିନ୍ଦୀ ଦୂଦର୍ଶନ ଧାରାବାହିକ ଝିଲମିଲ ସୀତାରୋଁ କା ଅଙ୍ଗନ ହୋଗାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଷ୍ଟାର ଭରତରେ ପ୍ରସାରିତ ଧାରାବାହିକ ନିମ୍‌କି ମୁଖିଆରେ ସୁଇଟ୍ ଭୂମିକାରେ ଏବଂ ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନରେ ପ୍ରସାରିତ ଧାରାବାହିକ ଇଶାରୋଁ ଇଶାରୋଁ ମେଁରେ ସେ ଅଭିନୟ କରିଥିଲେ । ସୋନି ସବ୍‌ରେ ପ୍ରସାରିତ ଜିଦ୍ଦି ଦିଲ‌ମାନେ ନାରେ ବର୍ଖା ଶେର୍ଗିଲ୍ ଭାବରେ ଅଭିନୟ କରିଥିଲେ ।

ଶ୍ରୀୟା ଝା
ଜନ୍ମ (1992-06-10) ୧୦ ଜୁନ ୧୯୯୨ (ବୟସ ୩୧)
ବୃତ୍ତି(ସମୂହ)ମଡେଲ
ଅଭିନେତ୍ରୀ
ଦୂରଦର୍ଶନ ଉପସ୍ଥାପିକା
ସକ୍ରିୟ ବର୍ଷ୨୦୦୮ – ଏବେଯାଏଁ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

୧୯୯୨ ମସିହାର ଜୁନ ୧୦ ତାରିଖରେ ଶ୍ରୀୟା ଡେରାଡୁନରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ମାଆ ଅମରଦୀପ ଝା ଜଣେ ଅଭିନେତ୍ରୀ ।[୨] ସେ ମଶୋରୀସ୍ଥିତ ଜିଏନ୍ଏଫ୍‌ସି ସ୍କୁଲରୁ ତାଙ୍କୁ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ ।[୩]

ଅଭିନୀତ କଥାଚିତ୍ର ସମ୍ପାଦନା

ତେଲୁଗୁ କଥାଚିତ୍ର ସମ୍ପାଦନା

  • ଗୀତା (୨୦୦୮)

ବଙ୍ଗାଳୀ କଥାଚିତ୍ର ସମ୍ପାଦନା

  • ତୋମାର୍ ଜୋନ୍ୟ (୨୦୦୮)
  • ଓଲୋଟ ପାଲୋଟ (୨୦୦୯)

ଓଡ଼ିଆ କଥାଚିତ୍ର ସମ୍ପାଦନା

ଅଭିନୀତ ଧାରାବାହିକ ସମ୍ପାଦନା

  • ଝିଲ୍‌ମିଲ୍ ସୀରାତୋଁ କା ଆଙ୍ଗନ ହୋଗା[୫]
  • ଦୋ ଦିଲ୍ ବାନ୍ଧେ ଏକ୍ ଡୋରୀ ସେ
  • ଉତ୍ତରାଣ
  • ନିମ୍‌କି ମୁଖିଆ
  • ନିମ୍‌କି ବିଧାୟକ
  • ଇଶାରୋଁ ଇଶାରୋଁ ମେଁ
  • ଜିଦ୍ଦି ଦିଲ‌ମାନେ ନା

ଆଧାର ସମ୍ପାଦନା

  1. "Shriya Jha (Actress) हाइट, Weight, उम्र, बॉयफ्रेंड, Biography in Hindi - बायोग्राफी" (in ଆମେରିକୀୟ ଇଂରାଜୀ). 2022-09-30. Retrieved 2023-08-20.
  2. "थ्री ईडियट्स में 'राजू रस्तोगी' की मां बनीं अमरदीप झा की असली बेटी श्रिया हैं बेहद ग्लैमरस, देख लेंगे तो उड़ जाएंगे होश". NDTVIndia. Retrieved 2023-08-20.
  3. ୩.୦ ୩.୧ "Shriya Jha Actress Biography, Movies, Hot Photos, Videos, Serial, Film". Oriya Films (in ଆମେରିକୀୟ ଇଂରାଜୀ). 2012-03-23. Retrieved 2023-08-20.
  4. "ବଙ୍ଗଳା ଛବିରେ ଏହି ଓଲିଡଡ୍‌ ନାୟିକାଙ୍କ ସାଥ୍‌ ପାଇଥିଲେ ଅରିନ୍ଦମ". Sambad (in ଆମେରିକୀୟ ଇଂରାଜୀ). 2018-03-21. Retrieved 2023-08-20.
  5. "Pankaj Tiwari and Shriya Jha in a still from the TV show 'Jhilmil Sitaron Ka Aangan Hoga'". photogallery.indiatimes.com. Retrieved 2023-08-20.

ବାହାର ଆଧାର ସମ୍ପାଦନା