ଶ୍ରୀୟା ଝା
ଭାରତୀୟ ଅଭିନେତ୍ରୀ
ଶ୍ରୀୟା ଝା ଜଣେ ଭାରତୀୟ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ ଯିଏକି ତେଲୁଗୁ, ଓଡ଼ିଆ ଏବଂ ବଙ୍ଗାଳୀ କଥାଚିତ୍ର ଜଗତରେ ଅଭିନୟ କରିଛନ୍ତି . ସେ ସାହାରା ୱାନ୍ରେ ରାଜଶ୍ରୀ ପ୍ରଡକ୍ସନ୍ସଦ୍ୱାରା ନିର୍ମିତ ହିନ୍ଦୀ ଦୂଦର୍ଶନ ଧାରାବାହିକ ଝିଲମିଲ ସୀତାରୋଁ କା ଅଙ୍ଗନ ହୋଗାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଷ୍ଟାର ଭରତରେ ପ୍ରସାରିତ ଧାରାବାହିକ ନିମ୍କି ମୁଖିଆରେ ସୁଇଟ୍ ଭୂମିକାରେ ଏବଂ ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନରେ ପ୍ରସାରିତ ଧାରାବାହିକ ଇଶାରୋଁ ଇଶାରୋଁ ମେଁରେ ସେ ଅଭିନୟ କରିଥିଲେ । ସୋନି ସବ୍ରେ ପ୍ରସାରିତ ଜିଦ୍ଦି ଦିଲମାନେ ନାରେ ବର୍ଖା ଶେର୍ଗିଲ୍ ଭାବରେ ଅଭିନୟ କରିଥିଲେ ।
ଶ୍ରୀୟା ଝା | |
---|---|
ଜନ୍ମ | |
ବୃତ୍ତି(ସମୂହ) | ମଡେଲ ଅଭିନେତ୍ରୀ ଦୂରଦର୍ଶନ ଉପସ୍ଥାପିକା |
ସକ୍ରିୟ ବର୍ଷ | ୨୦୦୮ – ଏବେଯାଏଁ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନା୧୯୯୨ ମସିହାର ଜୁନ ୧୦ ତାରିଖରେ ଶ୍ରୀୟା ଡେରାଡୁନରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ମାଆ ଅମରଦୀପ ଝା ଜଣେ ଅଭିନେତ୍ରୀ ।[୨] ସେ ମଶୋରୀସ୍ଥିତ ଜିଏନ୍ଏଫ୍ସି ସ୍କୁଲରୁ ତାଙ୍କୁ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ ।[୩]
ଅଭିନୀତ କଥାଚିତ୍ର
ସମ୍ପାଦନାତେଲୁଗୁ କଥାଚିତ୍ର
ସମ୍ପାଦନା- ଗୀତା (୨୦୦୮)
ବଙ୍ଗାଳୀ କଥାଚିତ୍ର
ସମ୍ପାଦନା- ତୋମାର୍ ଜୋନ୍ୟ (୨୦୦୮)
- ଓଲୋଟ ପାଲୋଟ (୨୦୦୯)
ଓଡ଼ିଆ କଥାଚିତ୍ର
ସମ୍ପାଦନା- ଲୁଚକାଳି (୨୦୧୨)
- ଆମ ଭିତରେ କିଛି ଅଛି (୨୦୧୦)[୪]
- ଶତ୍ରୁ ସଂହାର (୨୦୦୯)[୩]
ଅଭିନୀତ ଧାରାବାହିକ
ସମ୍ପାଦନା- ଝିଲ୍ମିଲ୍ ସୀରାତୋଁ କା ଆଙ୍ଗନ ହୋଗା[୫]
- ଦୋ ଦିଲ୍ ବାନ୍ଧେ ଏକ୍ ଡୋରୀ ସେ
- ଉତ୍ତରାଣ
- ନିମ୍କି ମୁଖିଆ
- ନିମ୍କି ବିଧାୟକ
- ଇଶାରୋଁ ଇଶାରୋଁ ମେଁ
- ଜିଦ୍ଦି ଦିଲମାନେ ନା
ଆଧାର
ସମ୍ପାଦନା- ↑ "Shriya Jha (Actress) हाइट, Weight, उम्र, बॉयफ्रेंड, Biography in Hindi - बायोग्राफी" (in ଆମେରିକୀୟ ଇଂରାଜୀ). 2022-09-30. Retrieved 2023-08-20.
- ↑ "थ्री ईडियट्स में 'राजू रस्तोगी' की मां बनीं अमरदीप झा की असली बेटी श्रिया हैं बेहद ग्लैमरस, देख लेंगे तो उड़ जाएंगे होश". NDTVIndia. Retrieved 2023-08-20.
- ↑ ୩.୦ ୩.୧ "Shriya Jha Actress Biography, Movies, Hot Photos, Videos, Serial, Film". Oriya Films (in ଆମେରିକୀୟ ଇଂରାଜୀ). 2012-03-23. Retrieved 2023-08-20.
- ↑ "ବଙ୍ଗଳା ଛବିରେ ଏହି ଓଲିଡଡ୍ ନାୟିକାଙ୍କ ସାଥ୍ ପାଇଥିଲେ ଅରିନ୍ଦମ". Sambad (in ଆମେରିକୀୟ ଇଂରାଜୀ). 2018-03-21. Retrieved 2023-08-20.
- ↑ "Pankaj Tiwari and Shriya Jha in a still from the TV show 'Jhilmil Sitaron Ka Aangan Hoga'". photogallery.indiatimes.com. Retrieved 2023-08-20.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଶ୍ରୀୟା ଝା