ଲକିର ଲକ୍ଡାଉନ୍ ଲଭ୍ ଷ୍ଟୋରୀ
ଲକିର ଲକ୍ଡାଉନ୍ ଲଭ୍ ଷ୍ଟୋରୀ, ୨୦୨୦ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ତରଙ୍ଗ ସିନେ ପ୍ରଡକ୍ସନରେ ନିର୍ମାଣ କରାଯାଇଥିଲା । ଏହି କଥାଚିତ୍ରଟିର ସଂଳାପ ଲେଖିଥିଲେ ମୋନାଲିସା ମହାନ୍ତି ଓ ବି. ଚନ୍ଦନ କୁମାର । ଦେବୀଦତ୍ତ ମହାନ୍ତି ଓ ସନ୍ତୋଷ ନାରାୟଣ ଦାଶ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ନିର୍ଦ୍ଦେଶକ ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧]
ଲକିର ଲକ୍ଡାଉନ୍ ଲଭ୍ ଷ୍ଟୋରୀ | |
---|---|
ନିର୍ଦ୍ଦେଶକ | ଅଶୋକ ପତି |
ପ୍ରଯୋଜକ | ତରଙ୍ଗ ସିନେ ପ୍ରଡକ୍ସନ |
ସଂଳାପ | ମୋନାଲିସା ମହାନ୍ତି ବି. ଚନ୍ଦନ କୁମାର |
ଚିତ୍ରନାଟ୍ୟ | ଦେବୀଦତ୍ତ ମହାନ୍ତି ସନ୍ତୋଷ ନାରାୟଣ ଦାଶ |
କାହାଣୀ | ଦେବୀଦତ୍ତ ମହାନ୍ତି ସନ୍ତୋଷ ନାରାୟଣ ଦାଶ |
କଳାକାର | ସବ୍ୟସାଚୀ ମିଶ୍ର ତମନ୍ନା ବ୍ୟାସ ବବି ମିଶ୍ର ପପୁ ପମ ପମ ତୃପ୍ତି ସିହ୍ନା ପ୍ରଦ୍ୟମ୍ନ ଲେଙ୍କା |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ସୁଦର୍ଶନ ସେନାପତି |
ସମ୍ପାଦକ | ରଞ୍ଜନ ଖଟେଇ |
ମୁକ୍ତିଲାଭ ତାରିଖ | ୧୮ ଅକ୍ଟୋବର ୨୦୨୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଓ ତମନ୍ନା ବ୍ୟାସ ।[୧] ବବି ମିଶ୍ର, ପପୁ ପମ ପମ, ତୃପ୍ତି ସିହ୍ନା, ପ୍ରଦ୍ୟୁମ୍ନ ଲେଙ୍କା, ଜୀବନ ପଣ୍ଡା, ଚୌଧୁରୀ ଜୟପ୍ରକାଶ ଦାସ, ତ୍ରିଭୁବନ ପଣ୍ଡା, କୁନାଲ, ସୋମୁ, ମାନସ ମିଶ୍ର, ରବି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୦ ମସିହାର ଅକ୍ଟୋବର ୧୮ ତାରିଖରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍ରେ ମୁକ୍ତିଲାଭ କରିଥିଲା ।[୨] ଏହି କଥାଚିତ୍ରଟି ପ୍ରଥମ ଲକ୍ଡାଉନ୍ ସମୟରେ ସୁଟିଂ କରାଯାଇଥିଲା ।[୩]
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।[୧] ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସତ୍ୟଜିତ ପ୍ରଧାନ, ଲିପ୍ସା ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ଟ୍ରିଂ ଟ୍ରିଂ" | ନିର୍ମଳ ନାୟକ | ସତ୍ୟଜିତ ପ୍ରଧାନ, ଲିପ୍ସା ମହାପାତ୍ର |
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Sabyasachi's "Lucky Ra Lockdown Love Story" To Hit Screens On October 18". My City Links (in English). 14 October 2020. Retrieved 10 January 2022.
{{cite news}}
: CS1 maint: unrecognized language (link) - ↑ "୧୮ରେ ସବ୍ୟସାଚୀଙ୍କ 'ଲକିର ଲକ୍ଡାଉନ୍ ଲଭ୍ଷ୍ଟୋରି' | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 15 October 2020. Archived from the original on 10 January 2022. Retrieved 10 January 2022.
- ↑ S; Sep 8, ip Bal / TNN /; 2020; Ist, 10:11. "Sabyasachi Mishra shot for a film alongside helping migrants reach their home | Bhubaneswar News - Times of India". The Times of India (in ଇଂରାଜୀ). Retrieved 2022-01-10.
{{cite web}}
:|last3=
has numeric name (help)CS1 maint: numeric names: authors list (link) - ↑ "A Celebrity to Call in Distress | Outlook India Magazine". Outlook India (in English). Retrieved 2022-01-10.
{{cite web}}
: CS1 maint: unrecognized language (link) - ↑ "ପହିଲି ପୁଲକ: ମାତ୍ର ଦୁଇ ଧାଡ଼ିର ସଂଳାପ ଅଭିନେତା ସବ୍ୟସାଚୀଙ୍କୁ ନାକେଦମ୍ କରିଦେଇଥିଲା". ସମ୍ବାଦ. sambad.in. 12 October 2022. Archived from the original on 12 October 2022. Retrieved 12 October 2022.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଲକିର ଲକ୍ଡାଉନ୍ ଲଭ୍ ଷ୍ଟୋରୀ