ବ୍ରଜକିଶୋର ମହାନ୍ତି
ଓଡ଼ିଆ ରାଜନୀତିଜ୍ଞ
ବ୍ରଜକିଶୋର ମହାନ୍ତି (୧୫ ଅପ୍ରେଲ ୧୯୩୧ - ୧୫ ଜୁନ ୨୦୧୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାଉରକେଲା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ବ୍ରଜକିଶୋର ମହାନ୍ତି | |
---|---|
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୮୦ | |
ପୂର୍ବ ଅଧିକାରୀ | ଧନଞ୍ଜୟ ମହାନ୍ତି |
ପର ଅଧିକାରୀ | ଗୁରୁପଦ ନନ୍ଦ |
ନିର୍ବାଚନ ମଣ୍ଡଳୀ | ରାଉରକେଲା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୫ ଅପ୍ରେଲ ୧୯୩୧ |
ମୃତ୍ୟୁ | ୧୫ ଜୁନ ୨୦୧୮ | (ବୟସ ୮୭)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ପାର୍ଟି |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାବ୍ରଜକିଶୋର ମହାନ୍ତି ୧୯୩୧ ମସିହାର ଅପ୍ରେଲ ମାସ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧]
ରାଜନୈତିକ ଜୀବନ
ସମ୍ପାଦନାବ୍ରଜକିଶୋର ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟ
ସମ୍ପାଦନାବ୍ରଜକିଶୋର ୨୦୧୮ ମସିହାର ଜୁନ ମାସ ୧୫ ତାରିଖରେ ୮୭ ବର୍ଷ ବୟସରେ ମୃତ୍ୟବରଣ କରିଥିଲେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Braja Kishore Mohanty". odishaassembly.nic.in. Odisha Assembly. Retrieved 21 November 2020.