ପ୍ରଭାତ ମହାପାତ୍ର

ଓଡ଼ିଆ ରାଜନୀତିଜ୍ଞ

ପ୍ରଭାତ ମହାପାତ୍ର ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାଉରକେଲା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ପ୍ରଭାତ ମହାପାତ୍ର
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୦
ପୂର୍ବ ଅଧିକାରୀଦିଲ୍ଲୀପ କୁମାର ରାୟ
ପର ଅଧିକାରୀଅଜିତ ଦାସ
ନିର୍ବାଚନ ମଣ୍ଡଳୀରାଉରକେଲା
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀପଦ୍ମଜା ମହାପାତ୍ର
ବାପା/ବୋଉକେଶବ ଚନ୍ଦ୍ର ମହାପାତ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ପ୍ରଭାତ ମହାପାତ୍ରଙ୍କ ବାପାଙ୍କ ନାମ କେଶବ ଚନ୍ଦ୍ର ମହାପାତ୍ର ଏବଂ ମାଆଙ୍କ ନାମ ପଦ୍ମଜା ମହାପାତ୍ର ।[୧]

ରାଜନୈତିକ ଜୀବନ ସମ୍ପାଦନା

ପ୍ରଭାତ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି ।[୨] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Prabhat Mohapatra". odishaassembly.nic.in. Odisha Assembly. Retrieved 25 November 2020.
  2. "କାହାକୁ ବିଧାୟକ କରିବେ ରାଉରକେଲାବାସୀ ? | Kanak News". Kanak News. kanaknews.com. 18 April 2019. Retrieved 25 November 2020.