ଯଦୁନାଥ ଦାସ ମହାପାତ୍ର ସାରସ୍ୱତ ସମ୍ମାନ
ସମ୍ମାନ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଯଦୁନାଥ ଦାସ ମହାପାତ୍ର ସାରସ୍ୱତ ସମ୍ମାନ ଯଦୁନାଥ ଦାସ ମହାପାତ୍ରଙ୍କର ଜନ୍ମ ବାର୍ଷିକୀ ଉତ୍ସବ ଅବସରରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥବା ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯାଇଥାଏ । ସାହିତ୍ୟ, କବିତା, ନାଟ୍ୟ ଓ ଶିଶୁ ସାହିତ୍ୟ ଆଦି ଚାରୋଟି ବିଭାଗ ପାଇଁ ୪ ଜଣ ସାରସ୍ୱତ ସାଧକଙ୍କୁ ସମ୍ଭର୍ଦ୍ଧିତ କରାଯାଇଥାଏ । ଯଦୁନାଥ ଦାସ ମହାପାତ୍ର ଫାଉଣ୍ଡେସନ ଏହାକୁ ପରିଚାଳନା କରିଥାନ୍ତି ।
ସମ୍ମାନିତ ବ୍ୟକ୍ତିବିଶେଷ
ସମ୍ପାଦନା- ୨୦୧୩ - ମହାପାତ୍ର ନୀଳମଣି ସାହୁ ଯଦୁମଣି ସାହିତ୍ୟ ସମ୍ମାନ, ବ୍ରଜନାଥ ରଥଙ୍କୁ କବିତା, ରମେଶ ପ୍ରସାଦ ପାଣିଗ୍ରାହୀଙ୍କୁ ନାଟ୍ୟକାର ଓ ମହେଶ୍ୱର ମହାନ୍ତିଙ୍କୁ ଯଦୁନାଥ ଶିଶୁ ସାହିତ୍ୟ ସମ୍ମାନରେ ସମ୍ବର୍ଦ୍ଧନା କରାଯାଇଥିଲା ।[୧][୨]
- ୨୦୧୪ -
- ୨୦୧୫ - ସାହିତ୍ୟିକ ଦେବ୍ରାଜ ଲେଙ୍କାଙ୍କୁ ୧୧ହଜାର ଟଙ୍କାର ଅର୍ଥରାଶି ଓ ମାନପତ୍ର, ‘ଯଦୁନାଥ କବିତା ସମ୍ମାନ’ରେ ପ୍ରତିଭା ଶତପଥୀ, ଯଦୁନାଥ ନାଟ୍ୟ ସମ୍ମାନରେ ରତ୍ନାକର ଚଇନି ଓ ଯଦୁନାଥ ଶିଶୁ ସାହିତ୍ୟ ସମ୍ମାନରେ ଦାଶ ବେନହୁରଙ୍କୁ ୫ହଜାର ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା ।[୩]
- ୨୦୧୬ -
- ୨୦୧୭ - ଅଚ୍ୟୁତାନନ୍ଦ ପତିଙ୍କୁ ଯଦୁମଣି ସାହିତ୍ୟ ସମ୍ମାନ,ବଂଶୀଧର ଷଡ଼ଙ୍ଗୀ କବିତା, ରବୀନ୍ଦ୍ରନାଥ ଦାସ ନାଟ୍ୟ, ଓ ବଟକୃଷ୍ଣ ଓଝା ଶିଶୁ ସାହିତ୍ୟ ବିଭାଗରେ ସମ୍ମାନିତ ହୋଇଥିଲେ ।[୪]
ଆଧାର
ସମ୍ପାଦନାପୁରସ୍କାର
- ↑ ଓଡ଼ିଆ ସାହିତ୍ୟରୁ ଏକ ଭିନ୍ନ ସ୍ୱାଦର ଅନୁଭବ ବାରି ହୁଏ http://odishan.com/3209
- ↑ Jadunath Sahitya Samman to Nilamani Sahu http://www.newindianexpress.com/states/odisha/2013/mar/02/jadunath-sahitya-samman-to-nilamani-sahu-455032.html
- ↑ http://sarbasadharana.com/?p=1475[permanent dead link]
- ↑ http://www.newindianexpress.com/states/odisha/2017/mar/02/jadunath-das-mahapatra-sahitya-samman-for-writer-pati-1576540.html