ଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)
ଲୋକସଭା ନିର୍ବାଚନ ମଣ୍ଡଳୀ
(ଭଦ୍ରକ (ଲୋକସଭା ନିର୍ବାଚନ ମଣ୍ଡଳି)ରୁ ଲେଉଟି ଆସିଛି)
'ଭଦ୍ରକ' ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ: [୧] [୨]
ସାଂସଦ
ସମ୍ପାଦନା- ୨୦୨୪: ଅଭିମନ୍ୟୁ ସେଠୀ (ବିଜେପି)
- ୨୦୧୯: ମଞ୍ଜୁଲତା ମଣ୍ଡଳ (ବିଜୁ ଜନତା ଦଳ)[୩]
- ୨୦୧୪: ଅର୍ଜୁନ ଚରଣ ସେଠୀ (ବିଜୁ ଜନତା ଦଳ)
- ୨୦୦୯: ଅର୍ଜୁନ ଚରଣ ସେଠୀ (ବିଜୁ ଜନତା ଦଳ)
- ୨୦୦୪: ଅର୍ଜୁନ ଚରଣ ସେଠୀ (ବିଜୁ ଜନତା ଦଳ)
- ୧୯୯୯: ଅର୍ଜୁନ ଚରଣ ସେଠୀ (ବିଜୁ ଜନତା ଦଳ)
- ୧୯୯୮: ଅର୍ଜୁନ ଚରଣ ସେଠୀ (ବିଜୁ ଜନତା ଦଳ)
- ୧୯୯୬: ମୁରଲୀଧର ଜେନା (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୯୧: ଅର୍ଜୁନ ଚରଣ ସେଠୀ (ବିଜୁ ଜନତା ଦଳ)
- ୧୯୮୯: ମଙ୍ଗରାଜ ମଲ୍ଲିକ, (ଜନତା ଦଳ)
- ୧୯୮୪: ଅନନ୍ତ ପ୍ରସାଦ ସେଠୀ, (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୮୦: ଅର୍ଜୁନ ଚରଣ ସେଠୀ, (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୭୭: ବୈରାଗୀ ଜେନା, (ଜନତା ପାର୍ଟି)
- ୧୯୭୧: ଅର୍ଜୁନ ଚରଣ ସେଠୀ, (ଭାରତୀୟ ଜାତୀୟ କଂଗ୍ରେସ)
ଆଧାର
ସମ୍ପାଦନା- ↑ Seats of Odisha
- ↑ Assembly Constituencies and their Extent
- ↑ "General Election 2019 - Election Commission of India". results.eci.gov.in. Retrieved 2019-06-16.