ଭକ୍ତ ସାଲବେଗ (ଓଡ଼ିଆ କଥାଚିତ୍ର)
ଭକ୍ତ ସାଲବେଗ, ୧୯୮୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୂର୍ଯ୍ୟ ନାରାୟଣ ମହାନ୍ତି । ଶୁଭଲକ୍ଷ୍ମୀ ମହାନ୍ତି ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ପ୍ରୟାଗ ରାଜ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ବ୍ୟୋମୋକେଶ ତ୍ରିପାଠୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଓ ରାଧା ପଣ୍ଡା କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୩]
ଭକ୍ତ ସାଲବେଗ | |
---|---|
ନିର୍ଦ୍ଦେଶକ | ରାଧା ପଣ୍ଡା |
ପ୍ରଯୋଜକ | ସୂର୍ଯ୍ୟ ନାରାୟଣ ମହାନ୍ତି |
ସଂଳାପ | ବ୍ୟୋମକେଶ ତ୍ରିପାଠୀ |
ଚିତ୍ରନାଟ୍ୟ | ପ୍ରୟାଗ ରାଜ |
କାହାଣୀ | ଶୁଭଲକ୍ଷ୍ମୀ ମହାନ୍ତି |
କଳାକାର | ଉତ୍ତମ ମହାନ୍ତି ଅପରାଜିତା ମହାନ୍ତି ଶରତ ପୂଜାରୀ ଅନିତା ଦାସ ଦୁଃଖିରାମ ସ୍ୱାଇଁ |
ସଙ୍ଗୀତ | ଭୁବନେଶ୍ୱର ମିଶ୍ର |
ଚିତ୍ରଗ୍ରହଣ | ଶ୍ରୀନିବାସ ମହାପାତ୍ର |
ସମ୍ପାଦକ | ରବି ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୧୫ ମଇ ୧୯୮୩ |
ଦେଶ | ![]() |
ଭାଷା | ଓଡ଼ିଆ |
ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ଶରତ ପୂଜାରୀ, ଅନିତା ଦାସ, ଦୁଃଖିରାମ ସ୍ୱାଇଁ, ହେମନ୍ତ ଦାସ, ବ୍ୟୋମକେଶ ତ୍ରିପାଠୀ, ବିରେନ ରାଉତରାୟ, ଗୋବିନ୍ଦ ତେଜ, ଜୟୀରାମ ସାମଲ, ରାଧା ପଣ୍ଡା, ଗୁରୁଦତ୍ତ, ସୁଲୁ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟସମ୍ପାଦନ କରନ୍ତୁ
- ଉତ୍ତମ ମହାନ୍ତି
- ଅପରାଜିତା ମହାନ୍ତି
- ଶରତ ପୂଜାରୀ
- ଅନିତା ଦାସ[୪]
- ଦୁଃଖିରାମ ସ୍ୱାଇଁ
- ହେମନ୍ତ ଦାସ[୫]
- ବ୍ୟୋମକେଶ ତ୍ରିପାଠୀ
- ବିରେନ ରାଉତରାୟ[୬]
- ଗୋବିନ୍ଦ ତେଜ
- ଜୟୀରାମ ସାମଲ
- ରାଧା ପଣ୍ଡା
- ଗୁରୁଦତ୍ତ
- ସୁଲୁ ମହାନ୍ତି
କାହାଣୀସମ୍ପାଦନ କରନ୍ତୁ
ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭୁବନେଶ୍ୱର ମିଶ୍ର । ନରସିଂହ ମହାପାତ୍ର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ଏବଂ ଏହି କଥାଚିତ୍ରଟିରେ ସାଲବେଗଙ୍କ ରଚିତ ଗୀତ ମଧ୍ୟ ସ୍ଥାନିତ ହୋଇଥିଲା । ଭିକାରୀ ବଳ, ଅନୁରାଧା ପୌଡ଼ୱାଲ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତସମ୍ପାଦନ କରନ୍ତୁ
କ୍ରମ | ଗୀତ | ସମୟ |
---|
ଆଧାରସମ୍ପାଦନ କରନ୍ତୁ
- ↑ "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ". ସିନେ ସମ୍ବାଦ. 2 August 1997.
|access-date=
requires|url=
(help) - ↑ III, Harris M. Lentz (2015). Obituaries in the Performing Arts, 2014 (in ଇଂରାଜୀ). McFarland. ISBN 9781476619613. Retrieved 21 September 2018.
- ↑ Rajadhyaksha, Ashish; Willemen, Paul (2014). Encyclopedia of Indian Cinema (in ଇଂରାଜୀ). Routledge. ISBN 9781135943257. Retrieved 21 September 2018.
- ↑ "ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନାଥ କରି ଚାଲିଗଲେ ଓଲିଉଡର ମା' | Kanak News". Kanak News. kanaknews.com. 11 May 2018. Archived from the original on 9 September 2020. Retrieved 9 September 2020.
- ↑ III, Harris M. Lentz (2011). Obituaries in the Performing Arts, 2010 (in ଇଂରାଜୀ). McFarland. ISBN 9780786441754. Retrieved 21 September 2018.
- ↑ Orissa reference: glimpses of Orissa (in ଇଂରାଜୀ). TechnoCAD Systems. 2001. Retrieved 21 September 2018.
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ଭକ୍ତ ସାଲବେଗ