ଭକ୍ତ ସାଲବେଗ (ଓଡ଼ିଆ କଥାଚିତ୍ର)

୧୯୮୩ର ଓଡ଼ିଆ କଥାଚିତ୍ର

ଭକ୍ତ ସାଲବେଗ, ୧୯୮୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[][] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୂର୍ଯ୍ୟ ନାରାୟଣ ମହାନ୍ତି । ଶୁଭଲକ୍ଷ୍ମୀ ମହାନ୍ତି ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ପ୍ରୟାଗ ରାଜ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ବ୍ୟୋମୋକେଶ ତ୍ରିପାଠୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଓ ରାଧା ପଣ୍ଡା କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[]

ଭକ୍ତ ସାଲବେଗ
ନିର୍ଦ୍ଦେଶକରାଧା ପଣ୍ଡା
ପ୍ରଯୋଜକସୂର୍ଯ୍ୟ ନାରାୟଣ ମହାନ୍ତି
ସଂଳାପବ୍ୟୋମକେଶ ତ୍ରିପାଠୀ
ଚିତ୍ରନାଟ୍ୟପ୍ରୟାଗ ରାଜ
କାହାଣୀଶୁଭଲକ୍ଷ୍ମୀ ମହାନ୍ତି
କଳାକାରଉତ୍ତମ ମହାନ୍ତି
ଅପରାଜିତା ମହାନ୍ତି
ଶରତ ପୂଜାରୀ
ଅନିତା ଦାସ
ଦୁଃଖିରାମ ସ୍ୱାଇଁ
ସଙ୍ଗୀତଭୁବନେଶ୍ୱର ମିଶ୍ର
ଚିତ୍ରଗ୍ରହଣଶ୍ରୀନିବାସ ମହାପାତ୍ର
ସମ୍ପାଦକରବି ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୧୫ ମଇ ୧୯୮୩
ଦେଶ ଭାରତ
ଭାଷାଓଡ଼ିଆ

ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ଶରତ ପୂଜାରୀ, ଅନିତା ଦାସ, ଦୁଃଖିରାମ ସ୍ୱାଇଁ, ହେମନ୍ତ ଦାସ, ବ୍ୟୋମକେଶ ତ୍ରିପାଠୀ, ବିରେନ ରାଉତରାୟ, ଗୋବିନ୍ଦ ତେଜ, ଜୟୀରାମ ସାମଲ, ରାଧା ପଣ୍ଡା, ଗୁରୁଦତ୍ତ, ସୁଲୁ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

କାହାଣୀ

ସମ୍ପାଦନା

ଗୀତ ଏବଂ ସଙ୍ଗୀତ

ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭୁବନେଶ୍ୱର ମିଶ୍ର । ନରସିଂହ ମହାପାତ୍ର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ଏବଂ ଏହି କଥାଚିତ୍ରଟିରେ ସାଲବେଗଙ୍କ ରଚିତ ଗୀତ ମଧ୍ୟ ସ୍ଥାନିତ ହୋଇଥିଲା । ଭିକାରୀ ବଳ,[] ଅନୁରାଧା ପୌଡ଼ୱାଲ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

କ୍ରମଗୀତସମୟ
  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
  2. III, Harris M. Lentz (2015). Obituaries in the Performing Arts, 2014 (in ଇଂରାଜୀ). McFarland. ISBN 9781476619613. Retrieved 21 September 2018.
  3. Rajadhyaksha, Ashish; Willemen, Paul (2014). Encyclopedia of Indian Cinema (in ଇଂରାଜୀ). Routledge. ISBN 9781135943257. Retrieved 21 September 2018.
  4. "ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନାଥ କରି ଚାଲିଗଲେ ଓଲିଉଡର ମା' | Kanak News". Kanak News. kanaknews.com. 11 May 2018. Archived from the original on 16 October 2018. Retrieved 9 September 2020.
  5. III, Harris M. Lentz (2011). Obituaries in the Performing Arts, 2010 (in ଇଂରାଜୀ). McFarland. ISBN 9780786441754. Retrieved 21 September 2018.
  6. Orissa reference: glimpses of Orissa (in ଇଂରାଜୀ). TechnoCAD Systems. 2001. Retrieved 21 September 2018.
  7. "ଆଜି ଜୟନ୍ତୀ: ମନେପଡ଼ନ୍ତି ଭଜନ ସମ୍ରାଟ ଭିକାରୀ ବଳ, ମହାପ୍ରଭୁଙ୍କ ଚାମର ସେବକ ଥିଲେ". Sambad. 25 May 2023. Archived from the original on 29 August 2023. Retrieved 29 August 2023.

ବାହାର ଆଧାର

ସମ୍ପାଦନା