ସପ୍ତଶଯ୍ୟା (ଓଡ଼ିଆ ଚଳଚ୍ଚିତ୍ର)
୧୯୫୦ର ଓଡ଼ିଆ କଥାଚିତ୍ର
ସପ୍ତଶଯ୍ୟା - ୧୯୫୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଢେଙ୍କାନାଳ ରାଜପରିବାରର ସଦସ୍ୟ ଶେଷ ପ୍ରତାପ ସିଂହଦେଓ (ନିନି ସାହେବ ଭାବେ ପରିଚିତ) ଏହାର ପ୍ରଯୋଜନା କରିଥିଲେ । କବି ଅନନ୍ତ ପଟ୍ଟନାୟକ ଏହାର କାହାଣୀ, ଚିତ୍ରନାଟ୍ୟ, ଗୀତ ଓ ସଂଳାପ ରଚନା କରିଥିଲେ ।[୧]
ସପ୍ତଶଯ୍ୟା | |
---|---|
![]() | |
ନିର୍ଦ୍ଦେଶକ | କଲ୍ୟାଣ ଗୁପ୍ତା |
ପ୍ରଯୋଜକ | ଶେଷ ପ୍ରତାପ ସିଂହଦେଓ |
କଳାକାର | ବ୍ୟୋମକେଶ ତ୍ରିପାଠୀ, ଅନିମା ପେଦିନି |
ମୁକ୍ତିଲାଭ ତାରିଖ | ୧୯୫୦ |
ଦେଶ | ![]() |
ଭାଷା | ଓଡ଼ିଆ |
ଅଭିନୟରେ ସମ୍ପାଦନ କରନ୍ତୁ
ଓଡ଼ିଆ କଥାଚିତ୍ର ‘ସପ୍ତଶଯ୍ୟା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଆଧାର ସମ୍ପାଦନ କରନ୍ତୁ
- ↑ K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 64–. ISBN 978-1-136-77284-9.
ଅଧିକ ତଥ୍ୟ ସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ସପ୍ତଶଯ୍ୟା