ସବୁ ମାୟାରେ ବାୟା

୧୯୮୭ର ଓଡ଼ିଆ କଥାଚିତ୍ର

ମନମୋହନ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ସବୁ ମାୟାରେ ବାୟା [୧] ୧୯୮୭ ମସିହାରେ ମୁକ୍ତିଲାଭ କରିଥିଲା ।

ସବୁ ମାୟାରେ ବାୟା
ନିର୍ଦ୍ଦେଶକମନମୋହନ ମହାପାତ୍ର
କଳାକାରପ୍ରଶାନ୍ତ ନନ୍ଦ, ମହାଶ୍ୱେତା ରାୟ, ହେମନ୍ତ ଦାସ, ବୈଶାଳି ପରିଡ଼ା
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣସୁରେନ୍ଦ୍ର ସାହୁ
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୧୯୮୭
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୨୨ଲକ୍ଷ ୧୬ହଜାର



ଅଭିନୟରେ ସମ୍ପାଦନା

ଓଡ଼ିଆଚଳଚ୍ଚିତ୍ର ‘ସବୁ ମାୟାରେ ବାୟା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:


ଦ୍ରଷ୍ଟବ୍ୟ ସମ୍ପାଦନା

  1. ଇଣ୍ଟରନେଟ ମୁଭି ଡାଟାବେସରେ ସବୁ ମାୟାରେ ବାୟା