ଆଜି ୨୫ ଅପ୍ରେଲ (ଗୁରୁବାର), ୨୦୨୪ । ଏବେ ଓଡ଼ିଆ ଉଇକିପିଡ଼ିଆରେ ୧୭,୯୮୩ ଟି ଲେଖା (ଗଭୀରତା 129.5) ରହିଛି । ଏପର୍ଯ୍ୟନ୍ତ ଏଠାରେ ହେଇଥିବା ମୋଟ ୫,୩୦,୨୩୦ ସମ୍ପାଦନାରେ; ୩୬,୩୫୩ ପଞ୍ଜିକୃତ (୪୫ ସଚଳ) ବ୍ୟବହାରକାରୀଙ୍କ ଅବଦାନ ରହିଛି ।
Santosh.mbahrm
ସନ୍ତୋଷ ସାହୁ
ଜନ୍ମ୧୪ ଏପ୍ରିଲ୍ ୧୯୮୫
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ମାନବ ସମ୍ବଳ ବିଭାଗ, ମହିନ୍ଦ୍ରା
Wikipedia:Babel
ଏହି ବ୍ୟବହାରକାରୀଙ୍କ ଘର ଓଡ଼ିଶାରେ
or

ଏହି ସଭ୍ୟଙ୍କର ମାତୃଭାଷା; ଓଡ଼ିଆ

en-3 This user is able to contribute with an advanced level of English.
hi-2यह सदस्य हिन्दी भाषा का उत्तम ज्ञान रखते हैं।
This user can contribute with an intermediate level of Hindi.
Search user languages

ମୋ ବିଷୟରେ ସଂକ୍ଷିପ୍ତରେ

ମୁଁ ସନ୍ତୋଷ ସାହୁ । ମୋ ଜନ୍ମଭୂମି ଦୁର୍ଗୀ, ଓଡିଶା ଏବଂ କର୍ମଭୂମି ମୁମ୍ବାଇ, ମହାରାଷ୍ଟ୍ର । ଗାନ୍ଧୀ ଯାନ୍ତ୍ରୀକ ମହାବିଦ୍ୟାଳୟ, ଗୁଣୁପୁରରୁ ୨୦୦୮ ମସିହାରେ ଉଚ୍ଚଶିକ୍ଷା(ଏମ୍. ବି. ଏ.) ଲାଭ କରି, ୨୦୦୯ ମସିହାରୁ ମୁମ୍ବାଇ, ମହାରାଷ୍ଟ୍ରରେ ରହି ନିଜର ଜୀବିକା ନିର୍ବାହ କରି ଆସୁଛି । ବୃତ୍ତିଗତ କାର୍ଯ୍ୟ ବ୍ୟତୀତ ଓଡ଼ିଆ ଭାଷାର ଉନ୍ନତି ତଥା ପ୍ରଚାର ପ୍ରସାର ନିମନ୍ତେ, ଉଇକିପିଡିଆରେ ଅବଦାନ ନିଶ୍ଚିତ କରେ । ଉଇକିପିଡିଆ ମାଧ୍ୟମରେ ଆଧୁନୀକ ବୈଷୟିକ କୌଶଳ ବ୍ୟବହାର କରି, ନିଜ ମାତୃଭଷାକୁ ସମୃଦ୍ଧ କରିବା ନିମନ୍ତେ ନିଜର ବହୁମୂଲ୍ୟ ସମୟ ଦେଉଥିବାରୁ ଆପଣ ସମସ୍ତଙ୍କୁ ହ୍ରୁଦୟର ଗଭୀର ପାଦଦେଶରୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି । ବନ୍ଦେ ଉତ୍କଳ ଜନନୀ ।

ମୋ ପ୍ରକଳ୍ପ

ଓଡିଆ ଉଇକିପିଡିଆକୁ ମୋ ଅବଦାନ:

୧) ଦୁର୍ଗୀ

୨) ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ, ପାରଳାଖେମୁଣ୍ଡି

୩) ଗାନ୍ଧୀ ଯାନ୍ତ୍ରୀକ ଓ ପ୍ରୌଦ୍ୟୋଗିକ ମହାବିଦ୍ୟାଳୟ, ଗୁଣୁପୁର

୪) ପୁରୀ ବେଳାଭୂମି

୫) ପୁରୀ ବେଳାଭୂମି ମହୋତ୍ସବ

୬) ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ

୭) ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ

୮) ଦାସିଆ ବାଉରୀ

୯) ନନ୍ଦିଘୋଷ

୧୦) ତାଳଧ୍ଵଜ

୧୧) ଦେବଦଳନ

୧୨) କାଞ୍ଚି ଅଭିଯାନ

୧୩) ଇନ୍ଦ୍ରଦ୍ୟୁମ୍ନ


ଇଁରାଜୀ ଉଇକିପିଡିଆକୁ ମୋ ଅବଦାନ:

1) Durgi, Odisha

2) S. K. C. G. Autonomous College, Paralakhemundi

3) Gandhi Institute of Engineering and Technology ର ସମ୍ପାଦନା


ଯୋଗାଯୋଗ

ମୋତେ ଫେସ୍‌ବୁକରେ ଯୋଗାଯୋଗ କରିବେ ? ତାହେଲେ ଏହି ଲିଙ୍କ ଉପରେ କ୍ଲିକ କରନ୍ତୁ  

ଜାଣିବା ନିମନ୍ତେ ଦେଖନ୍ତୁ