ବ୍ୟବହାରକାରୀଙ୍କ ଆଲୋଚନା:Santosh.mbahrm
Some masala mudhi for you!ସମ୍ପାଦନ କରନ୍ତୁ
ସନ୍ତୋଷ, ଗୁଣପୁର ସମ୍ପର୍କରେ ନୂଆ ଲେଖା ତିଆରି ପାଇଁ ତୁମ ଚେଷ୍ଟା ଅଭିନନ୍ଦନ ଯୋଗ୍ୟ । ଏହି କୁନି ଭେଟିଟିଏ, ତୁମ ଅକ୍ଲାନ୍ତ ପରିଶ୍ରମ ପାଇଁ । ଯଦି ସମୟ ପାଇବେ ଗୁଣପୁର ସଂକ୍ରାନ୍ତୀୟ ଏହି ଆଲୋଚନାରେ ନିଜ ମତ ଦେବେ । ଶିତିକଣ୍ଠ (ଆଲୋଚନା) ୧୮:୫୮, ୨୬ ଜୁଲାଇ ୨୦୧୫ (UTC) |
ନବକଳେବର ଗଣସମ୍ପାଦନା ୨୦୧୫ ଭାଗ ନେବା ପାଇଁ ଅନୁରୋଧସମ୍ପାଦନ କରନ୍ତୁ
ନବକଳେବର ଏଇ ମାତ୍ର ସରିଛି ଆଉ ସବୁରି ମନରୁ ସେ ଅଗୁରୁ-ଚୁଆର ମହକ ଏ ଯାଏ ଅଛି । ଆମେ ସେ ମହକକୁ ଆଉ ସଭିଙ୍କ ପାଖେ ପହଞ୍ଚାଇବା ପାଇଁ ଏକ ମାସକାଳୀନ ଗଣସମ୍ପାଦନା ଆରମ୍ଭ କରିଛୁ । ଆପଣ ଏଥିରେ ଭାଗ ନେଇପାରିବେ, ଜଗନ୍ନାଥ ଚଳଣି ସମ୍ବନ୍ଧରେ ଅନେକ ପ୍ରସଙ୍ଗରେ ଭାଗ ନେଇ ଲେଖିପାରିବେ ଓ ସମ୍ପାଦନା କରିପାରିବେ ।
--ସୁଭାସିସ ପାଣିଗାହି (ଆଳାପ) ୧୮:୧୨, ୧୭ ଅଗଷ୍ଟ ୨୦୧୫ (UTC)
A barnstar for you!ସମ୍ପାଦନ କରନ୍ତୁ
The Original Barnstar | |
ଜଣେ ନୂତନ ଉଇକିଆଳି ଭାବେ ଓଡିଆ ଉଇକିପିଡିଆରେ ଆପଣଙ୍କ ଅବଦାନ ପ୍ରଶଂସନୀୟ । Hpsatapathy (ମୋ ଆଲୋଚନା) ୦୦:୩୪, ୨୧ ଅଗଷ୍ଟ ୨୦୧୫ (UTC) |
ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣସମ୍ପାଦନ କରନ୍ତୁ
|
--ଆଦିତ୍ୟ ମହାର (ଆଲୋଚନା) ୦୭:୪୪, ୨୧ ଅକ୍ଟୋବର ୨୦୧୫ (UTC)
ରଥଯାତ୍ରା ଗଣସମ୍ପାଦନାରେ ଯୋଗଦେବାପାଇଁ ନିମନ୍ତ୍ରଣସମ୍ପାଦନ କରନ୍ତୁ
ନମସ୍କାର, ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "ରଥଯାତ୍ରା ଗଣସମ୍ପଦନା ୨୦୧୬"। ଗତବର୍ଷର "ନବକଳେବର ଗଣସମ୍ପାଦନା" ସଫଳ ହେବାପରେ ଏହା ହେଉଛି ସଂସ୍କୃତି-ଭିତ୍ତିକ ଦ୍ଵିତୀୟ ଗଣସମ୍ପାଦନା । ଆପଣ ଜାଣି ଖୁସି ହେବେ ଯେ ଗତବର୍ଷର ଗଣସମ୍ପାଦନାରେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧିତ ୧୪୦ଟି ପ୍ରସଙ୍ଗ ନୂଆ ଓ ଉନ୍ନତ କରାଯାଇଥିଲା ଆଉ ସେହି ପ୍ରସଙ୍ଗଗୁଡ଼ିକ ଉଇକିପିଡ଼ିଆ ପାଇଁ ବହୁତ ଦରକାରୀ ଥିଲା । ତେବେ ଏବର୍ଷର "ରଥଯାତ୍ରା ଗଣସମ୍ପାଦନା" ଆରମ୍ଭ ହୋଇଯାଇଛି । ଜୁଲାଇ ୬ ରୁ ଅଗଷ୍ଟ ୪ ତାରିଖ ମାସେ କାଳ ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଯେ ଆପଣ ଏଥିରେ ଭାଗନେଇ ଏହାକୁ ସଫଳ କରାଇବେ । ଗଣସମ୍ପାଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ ଏହି ପୃଷ୍ଠାଟି ଦେଖନ୍ତୁ । କୌଣସି ସହାୟତା ଲୋଡୁଥିଲେ କିମ୍ବା ପ୍ରଶ୍ନ ଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ! --ନିଷ୍ଠାରଞ୍ଜନଦାଶtalk ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭ରେ ଭାଗ ନେବାକୁ ଅନୁରୋଧସମ୍ପାଦନ କରନ୍ତୁ
|