ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ

ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଇଂରାଜୀ: Odisha Tourism Development Corporation', ଓଟିଡିସି) ଓଡ଼ିଶା ସରକାରଙ୍କଦ୍ୱାରା ପରିଚାଳିତ ଏକ ନିଗମ । ଏହା ୧୯୭୯ରେ ରାଜ୍ୟରେ ପର୍ଯ୍ୟଟନର ବିକାଶ, ଆଗରୁ ଥିବା ପର୍ଯ୍ୟଟନ ଅତିଥି ଭବନ ଓ ପରିବହନ ଆଦିର ଦେଖାଶୁଣା କରିବା ପାଇଁ ଆରମ୍ଭ ହୋଇଥିଲା ।[୧] ଏହି ବିଭାଗଦ୍ୱାରା ପରିଚାଳିତ ଅତିଥି ଭବନ ପାନ୍ଥ ନିବାସ ନାମରେ ଜଣା ।

Odisha Tourism Development Corporation
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ସରକାରୀ ପ୍ରତୀକ
ସରକାରୀ ନିଗମ, ଓଡ଼ିଶା overview
Formed ୧୯୭୯[୧]
Jurisdiction ଓଡ଼ିଶା ସରକାର
Headquarters ପାନ୍ଥ ନିବାସ (ଓଲ୍ଡ ବ୍ଲକ), ଲୁଇସ ରୋଡ଼, ଭୁବନେଶ୍ୱର ୭୫୧୦୧୪
20°15′10.318″N 85°50′32.521″E / 20.25286611°N 85.84236694°E / 20.25286611; 85.84236694
Minister responsible ଅଶୋକ ଚନ୍ଦ୍ର ପଣ୍ଡା[୨][୩], ପର୍ଯ୍ୟଟନ ଓ ସଂସ୍କୃତି
ସରକାରୀ ନିଗମ, ଓଡ଼ିଶା executives ନରେନ୍ଦ୍ର କୁମାର ସ୍ୱାଇଁ[୪], ଚେଆରମ୍ୟାନ
ଅନୀଲ କୁମାର ସାମଲ[୫], ପରିଚାଳନା ନିର୍ଦ୍ଦେଶକ
Parent department ଓଡ଼ିଶା ପର୍ଯ୍ୟଟନ ବିଭାଗ
Website
otdc.in
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ

ଯାତ୍ରା ସମ୍ପାଦନା

ପ୍ୟାକେଜ ଟୁର ସମ୍ପାଦନା

ଓଟିଡିସି ଟୁର ପ୍ୟାକେଜ ସେବା ଯୋଗାଇଥାଏ ।[୬] ନବକଳେବର ଭଳି ଋତୁକାଳୀନ ବିଶେଷ କାର୍ୟ୍ୟକ୍ରମରେ ଭାଗନେବା ପାଇଁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଟୁର ପ୍ୟାକେଜର ବ୍ୟବସ୍ଥା କରାଯାଇଥାଏ ।[୭][୮]

ଆଧାର ସମ୍ପାଦନା

  1. ୧.୦ ୧.୧ "Orissa Review August 2006" (PDF). Government of Odisha, Official Portal. Gopinath Mohanty. Retrieved 20 May 2015.
  2. "Chief Minister's team". Retrieved 20 May 2015.
  3. "Rs 2,500 cr investment needed for Odisha Tourism in next 5 years". Odisha Sun Times. 20 May 2015.
  4. "Narendra Swain, OTDC Chairman". The New Indian Express. 29 May 2014. Archived from the original on 30 November 2015. Retrieved 17 August 2015.
  5. "Odisha Government Effects Minor Reshuffle in Administration". The New Indian Express. 2 May 2015. Archived from the original on 4 December 2015. Retrieved 17 August 2015.
  6. "Corporate houses buy bulk of OTDC tour packages". The Times of India. 18 Jun 2014.
  7. "Odisha Tourism Development Corporation special package for Nabakalebar festival". Orissa Diary. 1 Mar 2015. Archived from the original on 8 April 2015. Retrieved 17 August 2015.
  8. "Accommodation Bottleneck for Nabakalebara Visitors". The New Indian Express. 27 Apr 2015. Archived from the original on 29 October 2015. Retrieved 17 August 2015.

ବାହାର ଲିଙ୍କ ସମ୍ପାଦନା