ରାଜ୍ୟ ସଭା

ଭାରତୀୟ ସଂସଦର ଉଚ୍ଚ ସଦନ
ରାଜ୍ୟ ସଭା
Council of States
Chamber's room
ପ୍ରକାର
ପ୍ରକାରଉଚ୍ଚ ସଦନ of the ଭାରତୀୟ ସଂସଦ
ନେତୃତ୍ୱ
ସଭାପତି
(ଉପ ରାଷ୍ଟ୍ରପତି)
ଜଗଦୀପ ଧଙ୍କର, ଭାଜପା
୧୧ ଅଗଷ୍ଟ ୨୦୨୨ [୧]ରୁ
ରାଜ୍ୟସଭା ଉପାଧ୍ୟକ୍ଷହରିବଂଶ ନାରାୟଣ ସିଂହ, ଜନତା ଦଳ (ୟୁ)
୯ ଅଗଷ୍ଟ ୨୦୧୮[୨]ରୁ
ଗୃହ ମୂଖ୍ୟନେତାଖାଲି ଅଛି
୪ ଜୁନ ୨୦୨୪ [୩]ରୁ
ବିରୋଧୀ ଦଳ ମୂଖ୍ୟନେତାମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ
୧୬ ଫେବୃଆରୀ ୨୦୨୧ [୩]ରୁ
ଗଠନ
ଆସନ ସଂଖ୍ୟାସମୁଦାୟ ୨୪୫
  • ନିର୍ବାଚିତ ୨୩୩
  • ମନୋନିତ ୧୨
    ସମ୍ବିଧାନ ରେ ସର୍ବାଧିକ ୨୫୦ ଜଣ ସଦସ୍ୟ ରହିବାର ପ୍ରୟୋଜନ ଅଛି [୪]
ରାଜନୈତିକ ଦଳସରକାର

     ଜାତୀୟ ଗଣତାନ୍ତ୍ରିକ ମହାମେଣ୍ଟ (୧୧୩)

ବିପକ୍ଷ
     ଭାରତୀୟ ରାଷ୍ଟ୍ରୀୟ ବିକାଶଶୀଳ ସମାବେଶୀ ମହାମେଣ୍ଟ (୮୮)


     ଅନ୍ୟାନ୍ୟ (୨୯)


     ଖାଲି (୧୫)
ନିର୍ବାଚନ
ମାତ୍ର ଗୋଟିଏ ମତ ବିନିମୟ
ଶେଷ ନିର୍ବାଚନଫେବୃଆରୀ ୨୦୨୪
ସାକ୍ଷାତକକ୍ଷ
ରାଜ୍ୟ ସଭା ଗୃହ, ସଂସଦ,
ନୂଆ ଦିଲ୍ଲୀ, ଭାରତ
Website
rajyasabha.nic.in

ସଦସ୍ୟ ହେବା ପାଇଁ ଯୋଗ୍ୟତା

ସମ୍ପାଦନା

୧) ସେ ଜଣେ ଭାରତୀୟ ନାଗରିକ ହୋଇଥିବେ ।

୨) ତାଙ୍କର ବୟସ ୩୦ରୁ କମ୍‌ ହୋଇ ନ ଥିବ ।

୩) ସେ କୌଣସି ସରକାରୀ ପଦବିରେ ନ ଥିବେ ।

୪) ସେ କୌଣସି ଫୌଜଦାରି ମାମଲାରେ ଲିପ୍ତ ନ ଥିବେ ।

୫) ସଂସଦଦ୍ୱାରା ନିର୍ଦ୍ଧାରିତ ଅନ୍ୟାନ୍ୟ ଯୋଗ୍ୟତା ତାଙ୍କର ଥିବ ।

ମିଡ଼ିଆ

ସମ୍ପାଦନା

ଉଦ୍ଧୃତି

ସମ୍ପାଦନା
  1. "Hon'ble Chairman, Rajya Sabha, Parliament of India".
  2. "Deputy Chairman, Rajya Sabha, Parliament of India".
  3. ୩.୦ ୩.୧ "RAJYA SABHA - AN INTRODUCTION". rajyasabha.nic.in.
  4. "Council of States (Rajya Sabha) - rajyasabha.in".