୧୩ଶ ଓଡ଼ିଶା ବିଧାନ ସଭା

୧୩ଶ ଓଡ଼ିଶା ବିଧାନ ସଭା, ୧୫ ମଇ ୨୦୦୪ ମସିହାରୁ ଆରମ୍ଭ ହୋଇ ୧୯ ମଇ ୨୦୦୯ ମସିହା ପର୍ଯ୍ୟନ୍ତ ଚାଲିଥିଲା ।[୧]

ତ୍ରୟୋଦଶ ବିଧାନ ସଭା
ତେରତମ ବିଧାନ ସଭା
Coat of arms or logo
ପ୍ରକାର
ପ୍ରକାରନିମ୍ନ ସଦନ
ନେତୃତ୍ୱ
ବାଚସ୍ପ‌ତିମହେଶ୍ୱର ମହାନ୍ତି (୨୧ ମଇ ୨୦୦୪-୩୧ ମାର୍ଚ୍ଚ ୨୦୦୮) ଏବଂ
କିଶୋର କୁମାର ମହାନ୍ତି (୧୯ ଅଗଷ୍ଟ ୨୦୦୮ - ୧୯ ମଇ ୨୦୦୯), ବିଜେଡି
ଉପ-ବାଚସ୍ପ‌ତିପ୍ରହ୍ଲାଦ ଡୋରା, ବିଜେଡି
ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ, ବିଜେଡି
ବିରୋଧୀ ଦଳର ମୁଖ୍ୟଜାନକୀ ବଲ୍ଲଭ ପଟ୍ଟନାୟକ, କଂଗ୍ରେସ
ଆସନ ସଂଖ୍ୟା୧୪୭
ସାକ୍ଷାତକକ୍ଷ
ORISSA SECRETARIAT.jpg
ବିଧାନ ସଭା
Website
http://ws.ori.nic.in/ola/

ନିର୍ବାଚନସମ୍ପାଦନ କରନ୍ତୁ

ଏହି ବିଧାନ ସଭା ଗଠନ ପାଇଁ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଟିତ ହୋଇଥିଲା । ୨୦ ଅପ୍ରେଲ ୨୦୦୪ରେ ୭୭ଟି ଏବଂ ୨୬ ଅପ୍ରେଲ ୨୦୦୪ରେ ୭୦ଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।[୧]

ପରିସଂଖ୍ୟାନସମ୍ପାଦନ କରନ୍ତୁ

ଦଳ ଅନୁଯାଇ ନିର୍ବାଚିତ ସଦସ୍ୟ ସଂଖ୍ୟା
ଦଳ ନିର୍ବାଚିତ ସଦସ୍ୟ
ବିଜୁ ଜନତା ଦଳ ୬୧
ଭାରତୀୟ ଜାତୀୟ କଂଗ୍ରେସ ୩୮
ଭାରତୀୟ ଜନତା ପାର୍ଟି ୩୨
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା
ଓଡ଼ିଶା ଗଣ ପରିଷଦ
ସିପିଆଇ
ସିପିଆଇ (ଏମ)
ସ୍ୱାଧୀନ
ମୋଟ ୧୪୭

ପଦବୀସମ୍ପାଦନ କରନ୍ତୁ

ଗୁରୁତ୍ୱପୂର୍ଣ୍ଣ ପଦବୀ
ପଦବୀ ବିଧାୟକ
ବାଚସ୍ପତି ମହେଶ୍ୱର ମହାନ୍ତି** (୨୧ ମଇ ୨୦୦୪-୩୧ ମାର୍ଚ୍ଚ ୨୦୦୮)

କିଶୋର କୁମାର ମହାନ୍ତି (୧୯ ଅଗଷ୍ଟ ୨୦୦୮ - ୧୯ ମଇ ୨୦୦୯)

ଉପ-ବାଚସ୍ପତି ପ୍ରହ୍ଲାଦ ଡୋରା
ଶାସକ ଦଳ ନେତା ନବୀନ ପଟ୍ଟନାୟକ (ବିଜେଡି)
ବିରୋଧୀ ଦଳ ନେତା ଜାନକୀ ବଲ୍ଲଭ ପଟ୍ଟନାୟକ (କଂଗ୍ରେସ)

** ଇସ୍ତଫା ଦେଇଥିଲେ

ଆହୁରି ଦେଖନ୍ତୁସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ "Brief History". odishaassembly.nic.in. Retrieved 2019-06-29.