ବିଜୟ ଶଙ୍କର ଦାସ
ଓଡ଼ିଆ ରାଜନୀତିଜ୍ଞ
ବିଜୟ ଶଙ୍କର ଦାସ (ଜନ୍ମ: ୧୪ ମଇ ୧୯୯୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୨୦ ମସିହାରେ ହୋଇଥିବା ଉପ-ନିର୍ବାଚନରେ ସେ ତିର୍ତ୍ତୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ବିଜୟ ଶଙ୍କର ଦାସ | |
---|---|
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୦ ନଭେମ୍ବର ୨୦୨୦ – ୨୦୨୪ | |
ପୂର୍ବ ଅଧିକାରୀ | ବିଷ୍ଣୁ ଚରଣ ଦାସ |
ପର ଅଧିକାରୀ | ରମାକାନ୍ତ ଭୋଇ |
ନିର୍ବାଚନ ମଣ୍ଡଳୀ | ତିର୍ତ୍ତୋଲ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୪ ମଇ ୧୯୯୨ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ବାପା/ବୋଉ | ବିଷ୍ଣୁ ଚରଣ ଦାସ (ବାପା) ସଞ୍ଜୁକ୍ତା ଦାସ (ମାଆ)[୧] |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାବିଜୟ ଶଙ୍କର ଦାସ ୧୯୯୨ ମସିହାର ମଇ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିଷ୍ଣୁ ଚରଣ ଦାସ ଓ ମାଆଙ୍କ ନାମ ସଞ୍ଜୁକ୍ତା ଦାସ ।[୨] ତାଙ୍କ ବାପା ବିଷ୍ଣୁ ଚରଣ ଦାସ ଜଣେ ରାଜନେତା ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ରାଜନୈତିକ ଜୀବନ
ସମ୍ପାଦନାବିଜୟ ଶଙ୍କର ଦାସ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।[୨]
ଆଧାର
ସମ୍ପାଦନା- ↑ "ବିଜୟ ଶଙ୍କର ପ୍ରେମିକାଙ୍କୁ ବିବାହ କରିବାକୁ ରାଜି ହେବାରୁ ଭୁଲ ଔଷଧ ଖାଇଦେଲେ ମାଆ !". ETV Bharat News. ଜଗତସିଂହପୁର. 19 May 2022. Archived from the original on 22 May 2022. Retrieved 22 May 2022.
- ↑ ୨.୦ ୨.୧ "Shri Bijaya Shankar Das". odishaassembly.nic.in. Odisha Assembly. Retrieved 21 May 2022.
ବାହାର ଆଧାର
ସମ୍ପାଦନା- ଉଇକିମିଡ଼ିଆ କମନ୍ସରେ Bijaya Shankar Das-ସମ୍ପର୍କିତ ମିଡ଼ିଆ