ବିଜୟ ଶଙ୍କର ଦାସ

ଓଡ଼ିଆ ରାଜନୀତିଜ୍ଞ

ବିଜୟ ଶଙ୍କର ଦାସ (ଜନ୍ମ: ୧୪ ମଇ ୧୯୯୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୦ ମସିହାରେ ହୋଇଥିବା ଉପ-ନିର୍ବାଚନରେ ସେ ତିର୍ତ୍ତୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ବିଜୟ ଶଙ୍କର ଦାସ
Bijaya Shankar Das.jpg
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୦ ନଭେମ୍ବର ୨୦୨୦ – ଏବେଯାଏଁ
ପୂର୍ବ ଅଧିକାରୀବିଷ୍ଣୁ ଚରଣ ଦାସ
ନିର୍ବାଚନ ମଣ୍ଡଳୀତିର୍ତ୍ତୋଲ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1992-05-14) ୧୪ ମଇ ୧୯୯୨ (ବୟସ ୩୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ବାପା/ବୋଉବିଷ୍ଣୁ ଚରଣ ଦାସ (ବାପା)
ସଞ୍ଜୁକ୍ତା ଦାସ (ମାଆ)‌[୧]
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷାସମ୍ପାଦନ କରନ୍ତୁ

ବିଜୟ ଶଙ୍କର ଦାସ ୧୯୯୨ ମସିହାର ମଇ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିଷ୍ଣୁ ଚରଣ ଦାସ ଓ ମାଆଙ୍କ ନାମ ସଞ୍ଜୁକ୍ତା ଦାସ ।[୨] ତାଙ୍କ ବାପା ବିଷ୍ଣୁ ଚରଣ ଦାସ ଜଣେ ରାଜନେତା ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ରାଜନୈତିକ ଜୀବନସମ୍ପାଦନ କରନ୍ତୁ

ବିଜୟ ଶଙ୍କର ଦାସ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୨]

ଆଧାରସମ୍ପାଦନ କରନ୍ତୁ

  1. "ବିଜୟ ଶଙ୍କର ପ୍ରେମିକାଙ୍କୁ ବିବାହ କରିବାକୁ ରାଜି ହେବାରୁ ଭୁଲ ଔଷଧ ଖାଇଦେଲେ ମାଆ !". ETV Bharat News. ଜଗତସିଂହପୁର. 19 May 2022. Archived from the original on 22 May 2022. Retrieved 22 May 2022.
  2. ୨.୦ ୨.୧ "Shri Bijaya Shankar Das". odishaassembly.nic.in. Odisha Assembly. Retrieved 21 May 2022.

ବାହାର ଆଧାରସମ୍ପାଦନ କରନ୍ତୁ

  •   ଉଇକିମିଡ଼ିଆ କମନ୍ସରେ Bijaya Shankar Das-ସମ୍ପର୍କିତ ମିଡ଼ିଆ