ବାହୁଡ଼ିବେ ମୋ ଜଗାବଳିଆ
୨୦୦୩ର ଓଡ଼ିଆ କଥାଚିତ୍ର
ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ବାହୁଡ଼ିବେ ମୋ ଜଗାବଳିଆ [୧] ୨୦୦୩ ମସିହାରେ ମୁକ୍ତିଲାଭ କରିଥିଲା ।
ବାହୁଡ଼ିବେ ମୋ ଜଗାବଳିଆ | |
---|---|
ନିର୍ଦ୍ଦେଶକ | ସବ୍ୟସାଚୀ ମହାପାତ୍ର |
କଳାକାର | ସିଦ୍ଧାନ୍ତ ମହାପାତ୍ର, ନୈନା ଦାସ, ଶ୍ରୀତମ ଦାସ, ଅପରାଜିତା ମହାନ୍ତି |
ସଙ୍ଗୀତ | ମଳୟ ମିଶ୍ର |
ମୁକ୍ତିଲାଭ ତାରିଖ | ୨୦୦୩ |
ଦେଶ | ![]() |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୯୩ଲକ୍ଷ ୨୫ହଜାର ଟଙ୍କା |
ଅଭିନୟରେସମ୍ପାଦନ କରନ୍ତୁ
ଓଡ଼ିଆଚଳଚ୍ଚିତ୍ର ‘ବାହୁଡ଼ିବେ ମୋ ଜଗାବଳିଆ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଦ୍ରଷ୍ଟବ୍ୟସମ୍ପାଦନ କରନ୍ତୁ
- ↑ ଇଣ୍ଟରନେଟ ମୁଭି ଡାଟାବେସରେ ବାହୁଡ଼ିବେ ମୋ ଜଗାବଳିଆ
- ↑ "ଏହି ଅଧୁରା ସ୍ୱପ୍ନ ଛାଡି ଚାଲିଗଲେ ଅନୀତା ଦାସ". sambad.in. 12 May 2018. Retrieved 6 June 2018.