ବାଲେଶ୍ୱର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ
(ବାଲେଶ୍ଵର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରୁ ଲେଉଟି ଆସିଛି)
ବାଲେଶ୍ୱର (କ୍ରମିକ ସଂଖ୍ୟା: ୩୯) ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବାଲେଶ୍ୱର (ପୌ) ଓ ବାଲେଶ୍ୱର ବ୍ଳକର କିଛି ଅଞ୍ଚଳ ।[୨][୩]
ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୦୦,୭୦୮ |
ଜିଲ୍ଲା: | ବାଲେଶ୍ୱର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ବାଲେଶ୍ୱର |
ପଞ୍ଚାୟତ ସମିତି: | ୧ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | |
ପୌର ପରିଷଦ: | ୧ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଜୀବନ ପ୍ରଦୀପ ଦାସ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ମଦନ ମୋହନ ଦତ୍ତାଙ୍କଠାରୁ ୯୭୯୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଜୀବନ ପ୍ରଦୀପ ଦାସ, ସ୍ୱାଧୀନ ପ୍ରାର୍ଥୀ ଅନୁପ କୁମାର ଦାସଙ୍କଠାରୁ ୧୩,୪୯୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
ସମ୍ପାଦନା୨୦୦୯ ବିଧାନ ସଭା ନିର୍ବାଚନ, ବାଲେଶ୍ୱର [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ଜୀବନ ପ୍ରଦୀପ ଦାସ | ୫୫,୭୧୦ | ୪୫.୪୨ | - | |
ସ୍ୱାଧୀନ | ଅନୁପ କୁମାର ଦାସ | ୪୨,୨୨୦ | ୩୪.୪୨ | - | |
କଂଗ୍ରେସ | ଶୁଭଙ୍କର ମହାପାତ୍ର | ୧୧,୨୮୨ | ୯.୨୦ | - | |
ଭାଜପା | ସଞ୍ଜୟ କୁମାର ପାତ୍ର | ୭,୪୧୪ | ୬.୦୪ | - | |
ସ୍ୱାଧୀନ | ଭାସ୍କର ଜେନା | ୨,୭୪୫ | ୨.୨୪ | - | |
ସ୍ୱାଧୀନ | ରାଜେନ୍ଦ୍ର ବଳ | ୧,୪୫୩ | ୧.୧୮ | - | |
ବସପା | ତାପସ କୁମାର ସାହୁ | ୫୭୬ | ୦.୪୭ | - | |
ସ୍ୱାଧୀନ | ଜୀବନ ମୋହନ ସାହୁ | ୫୦୫ | ୦.୪୧ | - | |
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା | ଶେକ ଶର୍ଫୁଦ୍ଦିନ | ୩୯୧ | ୦.୩୨ | - | |
କଳିଙ୍ଗ ସେନା | ବାସୁଦେବ ରାଉଳ | ୩୭୨ | ୦.୩୦ | - | |
ଭୋଟ ବ୍ୟବଧାନ | ୧୩,୪୯୦ | ୧୧.୦୦* | - | ||
ମତଦାନ ହାର | ୧,୨୨,୬୮୦ | ୬୫.୨୫ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
ସମ୍ପାଦନା୧୯୫୧ରୁ ୨୦୦୯ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୨୪: ମାନସ କୁମାର ଦତ୍ତ (ବିଜେପି)
- ୨୦୨୦: ସ୍ୱରୂପ କୁମାର ଦାସ (ବିଜେଡି)
- ୨୦୧୯: ମଦନ ମୋହନ ଦତ୍ତ (ବିଜେପି)
- ୨୦୧୪: ଜୀବନ ପ୍ରଦୀପ ଦାଶ (ବିଜଦ)
- ୨୦୦୯: (୩୮): ଜୀବନ ପ୍ରଦୀପ ଦାଶ (ବିଜଦ)
- ୨୦୦୪: (୧୪): ଅରୁଣ ଦେ (ଓଡ଼ିଶା ଗଣ ପରିଷଦ)
- ୨୦୦୦: (୧୪): ଜୀବନ ପ୍ରଦୀପ ଦାଶ (ଭାଜପା)
- ୧୯୯୫: (୧୪): ଅରୁଣ ଦେ (ସ୍ୱାଧୀନ)
- ୧୯୯୦: (୧୪): ଅରୁଣ ଦେ (ସିପିଆଇ)
- ୧୯୮୫: (୧୪): ଗୋପନାରାୟଣ ଦାସ (କଂଗ୍ରେସ)
- ୧୯୮୦: (୧୪): ଅରୁଣ ଦେ (ସିପିଆଇ)
- ୧୯୭୭: (୧୪): କାର୍ତ୍ତିକ ଚନ୍ଦ୍ର ରାଉତ (ଜନତା ପାର୍ଟି)
- ୧୯୭୪: (୧୪): ଅରୁଣ ଦେ (ସିପିଏମ)
- ୧୯୭୧: (୧୪): ପ୍ରିୟନାଥ ନନ୍ଦି (କଂଗ୍ରେସ)
- ୧୯୬୭: (୧୪): ରବୀନ୍ଦ୍ର ମୋହନ ଦାସ (ପ୍ରଜା ସୋସିଆଲିଷ୍ଟ ପାର୍ଟି)
- ୧୯୬୧: (୧୨୭): ବିଜୟ କୃଷ୍ଣ ଦେ (କଂଗ୍ରେସ)
- ୧୯୫୭: (୯୦): ରବୀନ୍ଦ୍ର ମୋହନ ଦାସ (ପ୍ରଜା ସୋସିଆଲିଷ୍ଟ ପାର୍ଟି)
- ୧୯୫୧: (୫୫): ସୁରେନ୍ଦ୍ରନାଥ ଦାସ (କଂଗ୍ରେସ)
ଆଧାର
ସମ୍ପାଦନା- ↑ "Balasore Assembly Election 2009, Orissa". empoweringindia.org. Archived from the original on 25 February 2014. Retrieved 6 June 2013.
Constituency: Balasore (38) District : Balasore
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". Archived from the original on 27 May 2013. Retrieved 21 April 2013.
13490
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 14-Balasore Constituency of ORISSA". eci.nic.in. 2006. Retrieved 6 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf