ବାଲେଶ୍ୱର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ବାଲେଶ୍ୱର (କ୍ରମିକ ସଂଖ୍ୟା: ୩୯) ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବାଲେଶ୍ୱର (ପୌ) ଓ ବାଲେଶ୍ୱର ବ୍ଳକର କିଛି ଅଞ୍ଚଳ ।[୨][୩]

ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୦୦,୭୦୮
ଜିଲ୍ଲା: ବାଲେଶ୍ୱର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ବାଲେଶ୍ୱର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଜୀବନ ପ୍ରଦୀପ ଦାସ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ମଦନ ମୋହନ ଦତ୍ତାଙ୍କଠାରୁ ୯୭୯୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଜୀବନ ପ୍ରଦୀପ ଦାସ, ସ୍ୱାଧୀନ ପ୍ରାର୍ଥୀ ଅନୁପ କୁମାର ଦାସଙ୍କଠାରୁ ୧୩,୪୯୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ବାଲେଶ୍ୱର [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଜୀବନ ପ୍ରଦୀପ ଦାସ ୫୫,୭୧୦ ୪୫.୪୨ -
ସ୍ୱାଧୀନ ଅନୁପ କୁମାର ଦାସ ୪୨,୨୨୦ ୩୪.୪୨ -
କଂଗ୍ରେସ ଶୁଭଙ୍କର ମହାପାତ୍ର ୧୧,୨୮୨ ୯.୨୦ -
ଭାଜପା ସଞ୍ଜୟ କୁମାର ପାତ୍ର ୭,୪୧୪ ୬.୦୪ -
ସ୍ୱାଧୀନ ଭାସ୍କର ଜେନା ୨,୭୪୫ ୨.୨୪ -
ସ୍ୱାଧୀନ ରାଜେନ୍ଦ୍ର ବଳ ୧,୪୫୩ ୧.୧୮ -
ବସପା ତାପସ କୁମାର ସାହୁ ୫୭୬ ୦.୪୭ -
ସ୍ୱାଧୀନ ଜୀବନ ମୋହନ ସାହୁ ୫୦୫ ୦.୪୧ -
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଶେକ ଶର୍‌ଫୁଦ୍ଦିନ ୩୯୧ ୦.୩୨ -
କଳିଙ୍ଗ ସେନା ବାସୁଦେବ ରାଉଳ ୩୭୨ ୦.୩୦ -
ଭୋଟ ବ୍ୟବଧାନ ୧୩,୪୯୦ ୧୧.୦୦* -
ମତଦାନ ହାର ୧,୨୨,୬୮୦ ୬୫.୨୫ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୫୧ରୁ ୨୦୦୯ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]

ଆଧାର ସମ୍ପାଦନା

  1. "Balasore Assembly Election 2009, Orissa". empoweringindia.org. Retrieved 6 June 2013. Constituency: Balasore (38) District : Balasore
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". Archived from the original on 27 May 2013. Retrieved 21 April 2013. 13490
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 14-Balasore Constituency of ORISSA". eci.nic.in. 2006. Retrieved 6 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf