ସ୍ୱରୂପ କୁମାର ଦାସ

ଓଡ଼ିଆ ରାଜନୀତିଜ୍ଞ

ସ୍ୱରୂପ କୁମାର ଦାସ (ଜନ୍ମ: ୧୧ ଅପ୍ରେଲ ୧୯୭୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୦ ମସିହାରେ ହୋଇଥିବା ଉପ-ନିର୍ବାଚନରେ ସେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ସ୍ୱରୂପ କୁମାର ଦାସ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୦ ନଭେମ୍ବର ୨୦୨୦ – ଏବେଯାଏଁ
ପୂର୍ବ ଅଧିକାରୀମଦନ ମୋହନ ଦତ୍ତ
ନିର୍ବାଚନ ମଣ୍ଡଳୀବାଲେଶ୍ୱର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1970-04-11) ୧୧ ଅପ୍ରେଲ ୧୯୭୦ (ବୟସ ୫୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀସାଗରିକା ବାରିକ
ବାପା/ବୋଉଧିରେନ୍ଦ୍ର ପ୍ରସାଦ ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ସ୍ୱରୂପ କୁମାର ଦାସ ୧୯୭୦ ମସିହାର ଅପ୍ରେଲ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଧିରେନ୍ଦ୍ର ପ୍ରସାଦ ଦାସ ଓ ପତ୍ନୀଙ୍କ ନାମ ସାଗରିକା ଦାସ ।[୧]

ରାଜନୈତିକ ଜୀବନ ସମ୍ପାଦନା

ସ୍ୱରୂପ କୁମାର ଦାସ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୨]

୨୦୨୦ ମସିହାରେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ[୩] ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କୁ ପରାଜିତ କରି ୧୬ଶ ଓଡ଼ିଶା ବିଧାନ ସଭା ନିର୍ବାଚିତ ହୋଇଥିଲେ ।[୪]

ଆଧାର ସମ୍ପାଦନା

  1. "Shri Swarup Kumar Das". odishaassembly.nic.in. Odisha Assembly. Retrieved 23 May 2022.
  2. Nov 12, TNN /; 2020; Ist, 12:42. "Winning back Balasore was a challenge: Pratap Jena | Bhubaneswar News - Times of India". The Times of India (in ଇଂରାଜୀ). Retrieved 2022-05-23. {{cite web}}: |last2= has numeric name (help)CS1 maint: numeric names: authors list (link)
  3. "Naveen juggernaut unstoppable, BJD romps home in Balasore and Tirtol bypolls". The New Indian Express. Retrieved 2022-05-23.
  4. "Naveen Reigns Supreme in fortress Odisha". The New Indian Express. Retrieved 2022-05-23.

ବାହାର ଆଧାର ସମ୍ପାଦନା

  •   ଉଇକିମିଡ଼ିଆ କମନ୍ସରେ Swarup Kumar Das-ସମ୍ପର୍କିତ ମିଡ଼ିଆ