ପ୍ରମୋଦ ଚନ୍ଦ୍ର ଭଞ୍ଜ ଦେଓ
ଓଡ଼ିଆ ରାଜନୀତିଜ୍ଞ
ପ୍ରମୋଦ ଚନ୍ଦ୍ର ଭଞ୍ଜ ଦେଓ (୧୩ ଜୁନ ୧୯୨୬ - ୩୦ ଡିସେମ୍ବର ୧୯୯୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ପ୍ରମୋଦ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୭୧ ଓ ୧୯୭୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବାରିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ପ୍ରମୋଦ ଚନ୍ଦ୍ର ଭଞ୍ଜ ଦେଓ | |
---|---|
ବିଧାୟକ: ୫ମ, ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୭୭ | |
ପୂର୍ବ ଅଧିକାରୀ | ସନ୍ତୋଷ କୁମାର ସାହୁ |
ପର ଅଧିକାରୀ | ପ୍ରସନ୍ନ କୁମାର ଦାଶ |
ନିର୍ବାଚନ ମଣ୍ଡଳୀ | ବାରିପଦା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଜୁନ ୧୩, ୧୯୨୬ |
ମୃତ୍ୟୁ | ୩୦ ଡିସେମ୍ବର ୧୯୯୬ | (ବୟସ ୭୦)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସ୍ୱାଧୀନ |
ଜୀବନ ସାଥୀ | ପି. ଏମ୍. ଦେବୀ |
ବାପା/ବୋଉ | ଲାଲସାହେବ ଶରତଚନ୍ଦ୍ର ଭଞ୍ଜଦେଓ |
ବୃତ୍ତି | ରାଜନୀତିଜ୍ଞ |
ପରିବାର
ସମ୍ପାଦନାପ୍ରମୋଦ ଚନ୍ଦ୍ର ଭଞ୍ଜ ଦେଓ ୧୯୨୬ ମସିହାର ଜୁନ ମାସ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଲାଲସାହେବ ଶରତଚନ୍ଦ୍ର ଭଞ୍ଜଦେଓ ଏବଂ ତାଙ୍କ ପତ୍ନୀଙ୍କ ନାମ ପି. ଏମ୍. ଦେବୀ ।[୧]
ରାଜନୈତିକ ଜୀବନ
ସମ୍ପାଦନାପ୍ରମୋଦ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାପ୍ରମୋଦ ୧୯୯୬ ମସିହାର ଡିସେମ୍ବର ମାସ ୩୦ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "Shri Pramod Chandra Bhanj Deo". odishaassembly.nic.in. Odisha Assembly. Retrieved 16 September 2019.