ପ୍ରମୋଦ ଚନ୍ଦ୍ର ଭଞ୍ଜ ଦେଓ

ଓଡ଼ିଆ ରାଜନୀତିଜ୍ଞ

ପ୍ରମୋଦ ଚନ୍ଦ୍ର ଭଞ୍ଜ ଦେଓ (୧୩ ଜୁନ ୧୯୨୬ - ୩୦ ଡିସେମ୍ବର ୧୯୯୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ପ୍ରମୋଦ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୭୧ ଓ ୧୯୭୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବାରିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ପ୍ରମୋଦ ଚନ୍ଦ୍ର ଭଞ୍ଜ ଦେଓ
ବିଧାୟକ: ୫ମ, ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୭
ପୂର୍ବ ଅଧିକାରୀସନ୍ତୋଷ କୁମାର ସାହୁ
ପର ଅଧିକାରୀପ୍ରସନ୍ନ କୁମାର ଦାଶ
ନିର୍ବାଚନ ମଣ୍ଡଳୀବାରିପଦା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1926-06-13)ଜୁନ ୧୩, ୧୯୨୬
ମୃତ୍ୟୁ୩୦ ଡିସେମ୍ବର ୧୯୯୬(1996-12-30) (ବୟସ ୭୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱାଧୀନ
ଜୀବନ ସାଥୀପି. ଏମ୍. ଦେବୀ
ବାପା/ବୋଉଲାଲସାହେବ ଶରତଚନ୍ଦ୍ର ଭଞ୍ଜଦେଓ
ବୃତ୍ତିରାଜନୀତିଜ୍ଞ

ପରିବାର ସମ୍ପାଦନା

ପ୍ରମୋଦ ଚନ୍ଦ୍ର ଭଞ୍ଜ ଦେଓ ୧୯୨୬ ମସିହାର ଜୁନ ମାସ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଲାଲସାହେବ ଶରତଚନ୍ଦ୍ର ଭଞ୍ଜଦେଓ ଏବଂ ତାଙ୍କ ପତ୍ନୀଙ୍କ ନାମ ପି. ଏମ୍. ଦେବୀ ।[୧]

ରାଜନୈତିକ ଜୀବନ ସମ୍ପାଦନା

ପ୍ରମୋଦ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ପ୍ରମୋଦ ୧୯୯୬ ମସିହାର ଡିସେମ୍ବର ମାସ ୩୦ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Shri Pramod Chandra Bhanj Deo". odishaassembly.nic.in. Odisha Assembly. Retrieved 16 September 2019.