ବଧୂ ନିରୁପମା

୧୯୮୭ର ଓଡ଼ିଆ କଥାଚିତ୍ର

ବଧୂ ନିରୁପମା - (୧୯୮୭)ରେ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା । ଏହା ବିଭୂତି ପଟ୍ଟନାୟକଙ୍କ ଉପନ୍ୟାସ ବଧୁ ନିରୁପମା ଉପରେ ଆଧାରିତ । ଗୋପାଳ ଛୋଟରାୟ ଏହାର କାହାଣୀକାର, ଯୁଗଳ ଦେବତାଙ୍କ ନିର୍ଦ୍ଦେଶନା ଓ ଚିତ୍ରନାଟ୍ୟ, ମହେନ୍ଦ୍ର ମିଶ୍ର, ରବି ପଟ୍ଟନାୟକଙ୍କ ସମ୍ପାଦନାରେ ୧୯୮୭ରେ ତିଆରି ଏହି ଚଳଚ୍ଚିତ୍ରରେ ଇଶା ବେବର୍ତା, ଦେବୁ ବୋଷ, ଅପରାଜିତା ମହାନ୍ତି, ରାଧା ପଣ୍ଡା, ଶ୍ରୀରାମ ପଣ୍ଡା, ଜୟୀରାମ ସାମଲ ଅଭିନୟ କରିଥିଲେ ।

ବଧୂ ନିରୁପମା
ନିର୍ଦ୍ଦେଶକଯୁଗଳ ଦେବତା
ଚିତ୍ରନାଟ୍ୟଗୋପାଳ ଛୋଟରାୟ
କାହାଣୀବିଭୂତି ପଟ୍ଟନାୟକ
କଳାକାରଇଶା ବେବର୍ତା, ଦେବୁ ବୋଷ, ଅପରାଜିତା ମହାନ୍ତି, ରାଧା ପଣ୍ଡା, ଶ୍ରୀରାମ ପଣ୍ଡା, ଜୟୀରାମ ସାମଲ
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣଯୁଗଳ ଦେବତା
ସମ୍ପାଦକମହେନ୍ଦ୍ର ମିଶ୍ର
ରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୧୯୮୭
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟସମ୍ପାଦନ କରନ୍ତୁ

ଗୀତ ଓ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି ।

ଆଧାରସମ୍ପାଦନ କରନ୍ତୁ

  1. "ଷ୍ଟାଇଲ ମାଷ୍ଟର ବିଜୟ" (PDF). ନିତିଦିନ. 8 April 2018. Retrieved 30 August 2018.
  2. "ଓଲିଉଡ୍ ନାୟିକା , ବଲିଉଡ୍ ନାୟକ ! | Kanak News". Kanak News. 22 September 2017. Archived from the original on 1 September 2018. Retrieved 1 September 2018.

ବାହାର ଆଧାରସମ୍ପାଦନ କରନ୍ତୁ