ବଧୂ ନିରୁପମା
୧୯୮୭ର ଓଡ଼ିଆ କଥାଚିତ୍ର
ବଧୂ ନିରୁପମା - (୧୯୮୭)ରେ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା । ଏହା ବିଭୂତି ପଟ୍ଟନାୟକଙ୍କ ଉପନ୍ୟାସ ବଧୁ ନିରୁପମା ଉପରେ ଆଧାରିତ । ଗୋପାଳ ଛୋଟରାୟ ଏହାର କାହାଣୀକାର, ଯୁଗଳ ଦେବତାଙ୍କ ନିର୍ଦ୍ଦେଶନା ଓ ଚିତ୍ରନାଟ୍ୟ, ମହେନ୍ଦ୍ର ମିଶ୍ର, ରବି ପଟ୍ଟନାୟକଙ୍କ ସମ୍ପାଦନାରେ ୧୯୮୭ରେ ତିଆରି ଏହି ଚଳଚ୍ଚିତ୍ରରେ ଇଶା ବେବର୍ତା, ଦେବୁ ବୋଷ, ଅପରାଜିତା ମହାନ୍ତି, ରାଧା ପଣ୍ଡା, ଶ୍ରୀରାମ ପଣ୍ଡା, ଜୟୀରାମ ସାମଲ ଅଭିନୟ କରିଥିଲେ ।
ବଧୂ ନିରୁପମା | |
---|---|
ନିର୍ଦ୍ଦେଶକ | ଯୁଗଳ ଦେବତା |
ଚିତ୍ରନାଟ୍ୟ | ଗୋପାଳ ଛୋଟରାୟ |
କାହାଣୀ | ବିଭୂତି ପଟ୍ଟନାୟକ |
କଳାକାର | ଇଶା ବେବର୍ତା, ଦେବୁ ବୋଷ, ଅପରାଜିତା ମହାନ୍ତି, ରାଧା ପଣ୍ଡା, ଶ୍ରୀରାମ ପଣ୍ଡା, ଜୟୀରାମ ସାମଲ |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ଚିତ୍ରଗ୍ରହଣ | ଯୁଗଳ ଦେବତା |
ସମ୍ପାଦକ | ମହେନ୍ଦ୍ର ମିଶ୍ର ରବି ଶଙ୍କର ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୧୯୮୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନୟ
ସମ୍ପାଦନା- ଇଶା ବେବର୍ତା
- ଦେବୁ ବୋଷ
- ଅପରାଜିତା ମହାନ୍ତି
- ରାଧା ପଣ୍ଡା
- ଶ୍ରୀରାମ ପଣ୍ଡା
- ଜୟୀରାମ ସାମଲ
- ବିଜୟ ମହାନ୍ତି[୧]
- ଅନୁ ଚୌଧୁରୀ (ଶିଶୁ କଳାକାର)[୨]
ଗୀତ ଓ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି ।
ଆଧାର
ସମ୍ପାଦନା- ↑ "ଷ୍ଟାଇଲ ମାଷ୍ଟର ବିଜୟ" (PDF). ନିତିଦିନ. 8 April 2018. Retrieved 30 August 2018.[permanent dead link]
- ↑ "ଓଲିଉଡ୍ ନାୟିକା , ବଲିଉଡ୍ ନାୟକ ! | Kanak News". Kanak News. 22 September 2017. Archived from the original on 26 October 2017. Retrieved 1 September 2018.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ବଧୂ ନିରୁପମା